କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍): ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା । କଂଗ୍ରେସ ନେତା … Read More

ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ଗୋଟିଏ ପରିବାରର ୭ ଗୁରୁତର

ଟାଙ୍ଗୀ, (ଓଡିଶା ଟାଇମ୍): ଖୋର୍ଦ୍ଧା ଜିଲା  ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଆଜି ସକାଳେ ଏକ ଅଘଟଣ ଘଟିଛି । ଜଣଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଯିବାରୁ ପୋଡି ହୋଇ ୭ ଗୁରୁତର ହୋଇଛନ୍ତି । ୩ ଜଣ ଆହତ … Read More

ଭାରତରୁ ରପ୍ତାନି ଆମଦାନୀ ବନ୍ଦ କଲା ତାଲିବାନ

କାବୁଲ, (ଓଡିଶା ଟାଇମ୍): ଭାରତ ସହିତ ସମସ୍ତ ବ୍ୟବସାୟିକ କାରବାରକୁ ତାଲିବାନ ଆତଙ୍କି ଗୋଷ୍ଠୀ ବନ୍ଦ କରିଦେଇଛନ୍ତି। ଆଫଗାନିସ୍ତାନକୁ ବଳପୂର୍ବକ ଦଖଲ କରିଥିବା ଏହି ଆତଙ୍କି ଗୋଷ୍ଠୀ ପାକିସ୍ତାନ ବାଟ ଦେଇ ସେହି ଦେଶ ସହିତ ଭାରତର ହେଉଥିବା ଆମଦାନୀ ରପ୍ତାନିକୁ … Read More

ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୫୪କୁ ବୃଦ୍ଧି … Read More

୨୪ ଘଣ୍ଟାରେ ବାହାରିଲେ ୧୦୪୧ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୮୧୮୭ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ … Read More

ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର, (ଓଡିଶା ଟାଇମ୍): ଦେଶର ନୂଆ ଶିକ୍ଷାମନ୍ତ୍ରୀ ତଥା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ … Read More

ଆଜି ଅଗଷ୍ଟ ୧୯ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ କେତେକ କାର୍ଯ୍ୟ ଅସଂପୂର୍ଣ୍ଣ ରହିଯାଇପାରେ । ଭୋଗ ବିଳାସର ସାଧନ ମିଳିବ । ଆର୍ଥିକ ସ୍ଥିତି ଉନ୍ନତ ରହିବ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପରିବାରରେ ଆସିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ । … Read More

ଆଫଗାନିସ୍ତାନରେ ବଦଳୁଥିବା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀଙ୍କ ଆବାସରେ ଜରୁରୀ ବୈଠକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆାଫଗାନିସ୍ତାନରେ ବଦଳୁଥିବା ସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ଜରୁରୀ ବୈଠକ ବସିଛି । ଦେଶର ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ଏହି କ୍ୟାବିନେଟ୍‌ ବୈଠକ ଡକାଇଥିବା ଜଣାପଡ଼ିଛି । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ … Read More

ପ୍ରତିଶ୍ରୁତି ୨୪ ଘଣ୍ଟା ନପୂରୁଣୁ ନିଜର ଅସଲ ରଙ୍ଗ ଦେଖାଇଲା ତାଲିବାନ, ମହିଳା ଓ ଶିଶୁଙ୍କ ଉପରେ କଲା ବର୍ବର ଆକ୍ରମଣ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଅନେକ ମିଠା ମିଠା କଥା କହିଥିଲା। ମହିଳାଙ୍କୁ ଅଧିକାର ଦିଆଯିବା ସହ ସୁରକ୍ଷାର କଥା କହିଥିଲା। ହେଲେ ଏହି ପ୍ରତିଶ୍ରୁତିକୁ ୨୪ ଘଣ୍ଟା ନପୂରୁଣୁ … Read More

ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଲାଗୁ ହେଉ – ନିରଞ୍ଜନ

ଭୁବନେଶ୍ବର, (ଓଡିଶା ଟାଇମ୍): ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୯୭ ଲକ୍ଷ ୫୦ ହଜାର ପରିବାର ବା ୩ କୋଟି ୩୦ ଲକ୍ଷ ଜନସାଧାରଣଙ୍କ ପାଇଁ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ … Read More