ପୁରୀରେ ହଟିଲା ୧କିମି ବ୍ୟାରିକେଡ୍, ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ନଜରରେ ରଖି ନିଷ୍ପତ୍ତି
ପୁରୀ, (ଓଡିଶା ଟାଇମ୍) :କରୋନା ନେଗେଟିଭ୍ ପ୍ରମାଣପତ୍ର ଦାଖଲ ହଟାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ନିଆୟାଇଛି । ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ୍ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡ୍କୁ ଛୋଟ କରି … Read More











