ନକ୍ସଲଙ୍କ ବର୍ବର କାଣ୍ଡ; ୨ ଜଣଙ୍କୁ ଘରୁ ଡାକି ନେଇ ହାଣି ଦେଲେ

କନ୍ଧମାଳ, (ଓଡିଶା ଟାଇମ୍) : ପୁଲିସ୍‌ର ଜୋରଦାର କମ୍ବିଂ ଅପରେସନ ଯୋଗୁ ଦୀର୍ଘ ଦିନ ହେଲା ଚୁପ୍‌ ହୋଇ ରହିଥିବା ନକ୍ସଲ ପୁଣିଥରେ ଆରମ୍ଭ କରି ଦେଇଛନ୍ତି ବର୍ବର କାଣ୍ଡ। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ୨ … Read More

ଆଜି ଜାନୁଆରୀ ୩୦ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ । ଆର୍ଥିକ ସଂକଟ ଲାଗି ରହିଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ । … Read More

ଦିଲ୍ଲୀରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ସମ୍ମୁଖରେ ବିସ୍ପୋରଣ ହୋଇଛି । ଏହି ବିସ୍ପୋରଣ ବଡ ଧରଣର ନଥିଲେ ମଧ୍ୟ ଦୂତାବାସ ନିକଟରେ ଥିବା ୪/୫ଟି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିସ୍ପୋରଣରେ … Read More

ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ଯ୍ୟଟକ; ୬ ଉଦ୍ଧାର, ଜଣେ ନିିଖୋଜ

ପୁରୀ, (ଓଡିଶା ଟାଇମ୍) : ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଥିବା ୭ ପର୍ଯ୍ୟଟକଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣା ପଡ଼ିଛି। ତେବେ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ନାଁ … Read More

ବିଦାହେଲେ ଆଉ ୯ ଦୁର୍ନୀତି ଗ୍ରସ୍ତ ଓ ଅପାରଗ ଅଧିକାରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର … Read More

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା

ଯାଜପୁର, (ଓଡିଶା ଟାଇମ୍) : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା । ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଯାଜପୁର ଏସପି ଓ ସ୍ଥାନୀୟ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୮୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଲାଲକିଲ୍ଲା ହିଂସା : ଆଜି ୬ ଚାଷୀ ନେତାଙ୍କୁ ପଚରାଉଚରା କରିବ ପୋଲିସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି କରାଯାଇଥିବା ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ ଶୁକ୍ରବାର ୬ କୃଷକ ନେତାଙ୍କୁ ପଚରାଉଚୁରା ପାଇଁ ଡାକିଛି । ଯେଉଁ ନେତାଙ୍କୁ … Read More

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ, (ଓଡିଶା ଟାଇମ୍) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରାଯାଇଛି। ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ମୋଟ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ପେଣ୍ଠକଟାରେ ଗୋଟିଏ ଘରେ ଓ … Read More

ଆଜିଠୁ ପୁଣି ଭିତରକନିକା ଓ ଗହୀରମଥାରେ ହେବ ଡଲଫିନ୍ ଗଣନା

କେନ୍ଦ୍ରାପଡା, (ଓଡିଶା ଟାଇମ୍) :କେନ୍ଦ୍ରାପଡାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରରେ ଶୁକ୍ରବାରଠାରୁ ଆରମ୍ଭ ହେବ ଡଲଫିନ୍ ଗଣନା । ଏଠାରେ ଚଳିତ ମାସ ୧୭ ତାରିଖରେ ଡଲଫିନ୍‌ ଗଣନା କରାଯାଇଥିଲା । ସେଦିନ ପାଗ ଅନୁକୂଳ ନଥିବାରୁ … Read More