କୁଟିଆ ହେବ ଆଦର୍ଶ ପଞ୍ଚାୟତ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିକାଶ ପାଇଁ ଟ୍ରେଜରୀ ଖୋଲି ଦେଲେ। ଓଡିଶା ଏବଂ ଓଡିଶାବାସୀଙ୍କ ପାଇଁ ପୁଣି ଥରେ ବଡ ପଦକ୍ଷେପ ନେଲେ। ଓଡିଶାର ସୀମା ଓ ସ୍ବାର୍ଥ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ବୋଲି ବାର୍ତ୍ତା ଦେବା ସହ ଆନ୍ଧ୍ରର ଦାଦାଗିରିକୁ … Read More

କରୋନା ଟିକା ନେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର, (ଓଡିଶା ଟାଇମ୍) : ଅତିରିକ୍ତ ମୁଖ୍ୟ ଶାସନ ଆଇଏଏସ ସଚିବ ପ୍ରଦୀପ୍ତ ମହାପାତ୍ର କରୋନା ଟିକା ନେଇଛନ୍ତି । କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କରୋନା ଭାଇରସ୍ କବଳରୁ ସୁରକ୍ଷିତ ରହିବାକୁ … Read More

ମୁଦ୍ରାନୀତି ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ମୁଦ୍ରାନୀତିର ପ୍ରମୁଖ ହାରକୁ ଅପରିବର୍ତ୍ତିତ ରଖିଛି। ପୂର୍ବ ଭଳି ରେପୋ ରେଟ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ରହିଛି, … Read More

ବାଚସ୍ପତିଙ୍କୁ ସାଂସଦଙ୍କ ଚିଠି : ‘ଗାଜିପୁର ସୀମାରେ ଭାରତ-ପାକିସ୍ତାନ ସୀମା ଭଳି ସ୍ଥିତି ରହିଛି’

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ୨ ମାସରୁ ଦୀର୍ଘ ସମୟ ଧରି କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ସଂସଦରେ ମଧ୍ୟ ଝଡ ସୃଷ୍ଟି … Read More

ଯଦୁପୁର ନାବାଳିକା ହତ୍ୟା ମାମଲା : ଚାଇଲ୍ଡ କୋର୍ଟରେ ହାଜର ହେବ ନାବାଳକ ଅଭିଯୁକ୍ତ

ନୟାଗଡ଼, (ଓଡିଶା ଟାଇମ୍) :ନୟାଗଡ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ଚାଇଲ୍ଡ କୋର୍ଟରେ ହାଜର ହେବ ନାବାଳକ ଅଭିଯୁକ୍ତ । ଏସଆଇଟିର ଏଲଭିଏ ଟେଷ୍ଟ ଆବେଦନ ଏବଂ ରିମାଣ୍ଡ ସମୟରେ ନାବାଳକକୁ ଦିଆଯାଇଥିବା ନିର୍ଯାତନାର ନେଇ ଅଭିଯୁକ୍ତର ଓକିଲ କରିଥିବା ଆବେଦନ … Read More

ଲାଲକିଲ୍ଲା ହିଂସା ମାମଲାରେ ଦିଲ୍ଲୀ ପୋଲିସକୁ ବଡ ସଫଳତା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଜାନୁଆରୀ ୨୬ ତାରିଖରେ କୃଷକ ରାଲି ବେଳେ ଦିଲ୍ଲୀ ଲାଲକିଲ୍ଲାରେ ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଥିଲେ । କୃଷକମାନେ ବ୍ୟାପକ ହିଂସାକାଣ୍ଡ ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ୍ … Read More

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ତେବେ ଆସନ୍ତା ତିନିଦିନ ଯାଏଁ ଜାରି ରହିବ ଶୀତ ଲହରି ।  ଆସନ୍ତା ୭ ତାରିଖ ମଧ୍ୟରେ ରାଜ୍ୟର କେତେକ … Read More

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ, ଜଳିପୋଡି ପାଉଁଶ ହୋଇଗଲା ୧୦ ବଖରାରୁ ଅଧିକ ଘର

ଭଦ୍ରକ, (ଓଡିଶା ଟାଇମ୍) :ଭୟବହ ଅଗ୍ନିକାଣ୍ଡ। ଜଳି ପୋଡି ପାଉଁଶ ହୋଇଗଲା ୧୦ ବଖରାରୁ ଅଧିକ ଘର। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ରୁ ଊର୍ଦ୍ଧ୍ଵ ଘର … Read More

ଆଜି ଫେବୃୟାରୀ ୦୫ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ କର୍ମଭାବରେ ଚାରୋଟି ଗ୍ରହ ଦ୍ୱାରା ସୃଷ୍ଟି ହୋଇଥିବା ରହ-ଯୋଗ ସାମଗ୍ରିକ ଦୃଷ୍ଟିକୋଣରୁ ସଫଳତା ଆଣି ଦେବ । ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ । … Read More

ବଦଳିଲେ କୋରାପୁଟ ଜିଲ୍ଲାପାଳ, ନୂତନ ଭାବେ ଦାୟିତ୍ବ ନେଲେ ଅହମ୍ମଦ ଅବଦୁଲ ଅଖତର

କୋରାପୁଟ, (ଓଡିଶା ଟାଇମ୍) : ବଦଳିଲେ କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି । ତାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର । ତାଙ୍କ ସ୍ଥାନରେ … Read More