ବ୍ଲାକବୋର୍ଡ଼ ଭର୍ସେସ୍ ହ୍ୱାଇଟବୋର୍ଡ଼, ଜଣାପଡ଼ିଲା ମୁକ୍ତିଲାଭ ତାରିଖ

ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ଲାକବୋର୍ଡ଼ ଭର୍ସେସ୍ ହ୍ୱାଇଟବୋର୍ଡ଼’ର ମୁକ୍ତିଲାଭ ତାରିଖ ସାମନାକୁ ଆସିଛି । ସେନ୍ସରବୋର୍ଡ଼ର କିଛି ଆପତ୍ତି ଯୋଗୁଁ ଏହାର ମୁକ୍ତିଲାଭ ତାରିଖ ସ୍ଥିର ହୋଇପାରୁନଥିଲା । କିନ୍ତୁ ଏବେ ଏହାକୁ ‘ୟୁ’ ସାର୍ଟିଫିକେଟ୍ … Read More

ଧଳାକେଶ ସମସ୍ୟା ପାଇଁ କିଛି ବିୟୁଟି ଟିପସ

ଅନେକ ସମୟରେ କମ୍ ବୟସରେ ହିଁ କେଶ ଧଳା ହେବା ସମସ୍ୟା ଦେଖାଯାଏ । ଶରୀରରେ ପୋଷକ ତତ୍ୱର ଅଭାବ, ଅଧିକ ଜଙ୍କଫୁଡ୍ ସେବନ ଓ ପରିବେଶ ପ୍ରଦୂଷଣ ଏହାର ମୁଖ୍ୟ କାରଣ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀ ମାନେ ମତ ଦେଇଥାନ୍ତି । … Read More

ହେଲଥ ଟିପ୍ସ – ଶିଶୁଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ସରଳ ଉପାୟ

ଶିଶୁଟିଏ ଜନ୍ମ ହେବା ପରେ ତା’ର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ସହଜରେ ଯେ କୌଣସି ରୋଗ ହୋଇପାରେ । ମଶାଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ଓ ମ୍ୟାଲେରିଆରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ଶିଶୁକୁ ସବୁବେଳେ ମଶାରୀ ଭିତରେ ରଖିବା … Read More

ଖୁବ୍ ଶୀଘ୍ର ଆସିବ ଦୀପିକା-ରଣବୀର୍ କପୁର୍ ଯୋଡ଼ି

ସମୟ ଥିଲା ଯେତେବେଳେ ବି ଟାଉନ୍ରେ ଦୀପିକା ଓ ରଣବୀର୍ କପୁରଙ୍କ ଅନସ୍କ୍ରୀନ୍ ଓ ଅଫସ୍କ୍ରିନ୍ କେମେଷ୍ଟ୍ରୀ ସିନେପ୍ରେମୀଙ୍କୁ ଏକ ରକମ କିମିଆ କରି ରଖିଥିଲା । ଏହି ଯୋଡ଼ିଙ୍କ ବ୍ରେକଅପ୍ ଖବର ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଥିଲେ ମଧ୍ୟ … Read More

ମୃତ୍ୟୁ ସହିତ ଲଢ଼ି ଫେରିଲେ ଅଭିନେତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ନିକଟ ଅତୀତରେ ଏମିତି ଏକ ଘଟଣା ଘଟିଥିଲା, ଯେଉଁଥିରେ ଟେଲି ଦୁନିଆର ଅଭିନେତ୍ରୀ ଜୁହି ପରମାର୍ ମୃତ୍ୟୁମୁଖକୁ ଚାଲିଯାଇଥିଲେ । କିନ୍ତୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପରେ ସେ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ମୃତ୍ୟୁ ସହିତ ଲଢ଼ି … Read More

‘କଳଙ୍କ’ର ଟାଇଟେଲ୍ ଟ୍ରାକ୍ ରିଲିଜ୍

ମଲଟିଷ୍ଟାରର୍ ଫିଲ୍ମ ‘କଳଙ୍କ’ର ଟାଇଟେଲ୍ ଟ୍ରାକ୍ ରିଲିଜ୍ କରାଯାଇଛି । ପୂର୍ବରୁ ଏହାକୁ ୨୯ ତାରିଖରେ ରିଲିଜ୍ କରାଯିବାର ପ୍ଲାନିଙ୍ଗ୍ ଥିଲା । କିନ୍ତୁ ଏହି ଟ୍ରାକକୁ ଅଧିକ ସ୍ମୃତିମଧୁର କରିବାକୁ ଫିଲ୍ମନିର୍ମାତା ଚାହୁଁଥିବାରୁ ରିଲିଜ୍୍ ଡେଟରେ ଗୋଟିଏ ଦିନର ପରିବର୍ତ୍ତନ … Read More

ଖରାଦିନ ପାଇଁ ହେଲ୍ଦି ଡ୍ରିଙ୍କସ୍

ଖରାରେ ବୁଲି ବୁଲି ଘରକୁ ଆସିବା ପରେ କୁଲର୍ର ଥଣ୍ଡା ପବନ ସହିତ ଯଦି ଥଣ୍ଡା ପାନୀୟ କିମ୍ବା ଆଇସ୍କ୍ରୀମ୍ ମିଳିଯାଏ, ତାହେଲେ ଶରୀର ସହିତ ଆତ୍ମା ମଧ୍ୟ ତୃପ୍ତ ହୋଇଗଲା ଭଳି ଲାଗେ । କିନ୍ତୁ ଆଜିକାଲି କୋଲଡ୍ରିଙ୍କସରେ ବିଭିନ୍ନ … Read More

‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ ବନ୍ଦ କରିବା ପାଇଁ ଚାହୁଁଥିଲେ ଫିଲ୍ମନିର୍ମାତା, ଜାଣନ୍ତୁ କାରଣ

ଆସନ୍ତା ଏପ୍ରିଲ୍ ୫ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ସଂଘର୍ଷ ଓ ରାଜନୈତିକ ସଫଳତାର କାହାଣୀ ନେଇ ଆସୁଛି ‘ପିଏମ୍ ନରେନ୍ଦ୍ର ମୋଦି’ ଭଳି ଏକ ଅନନ୍ୟ ବାୟୋପିକ୍ । ଏହାର ଫାଷ୍ଟଲୁକ୍ ସିନେପ୍ରେମୀଙ୍କ ସହ ମୋଦିଙ୍କ ଅଗଣିତ … Read More

୧୦୦କୋଟି କ୍ଲବରେ ‘କେଶରୀ’, ଏହା ସହିତ କଲା ଆଉ ଏକ ନୂଆ ରେକର୍ଡ଼

ବି ଟାଉନର ଖିଲାଡ଼ି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ୧୦୦ କୋଟି ଫିଲ୍ମ କ୍ଲବରେ ସାମିଲ୍ ହୋଇଥିବାର ଖୁସି ଖବର ଏବେ ସାମନାକୁ ଆସିଛି । ହୋଲିକୁ ଦୃଷ୍ଟିରେ ରଖି ଗତ ଶୁକ୍ରବାର ବଦଳରେ ଗୁରୁବାର ଦିନ ଏହି ଫିଲ୍ମ … Read More

ଫ୍ରାଇଡେ ରିଲିଜରେ ଆସିଛି ୩ଟି ଫିଲ୍ମ – କିଏ ହେବ ହିଟ୍, କିଏ ଫ୍ଲପ୍

ଏଥର ଫ୍ରାଇଡେ ରିଲିଜ୍ରେ ଏକାସାଙ୍ଗରେ ୩ଟି ଫିଲ୍ମ ସିନେମାଘରକୁ ଆସିଛି । ବିଦ୍ୟୁତ୍ ଜାମୱାଲଙ୍କ ଅଭିନୀତ ‘ଜଙ୍ଗଲି’, ଡେବ୍ୟୁ କଳାକାର ପ୍ରନୂତନ ଓ ଜାହିର୍ ଇକବାଲ୍ଙ୍କ ଅଭିନୀତ ‘ନୋଟ୍ବୁକ୍’ ଓ ଶ୍ୱେତା ତ୍ରିପାଠୀଙ୍କ ଅଭିନୀତ ‘ଗନ୍ କେଶ୍’ । ଏହି ୩ଟି … Read More