ରାତି ୩ଟାରେ ଗୁଗୁଲରେ କ’ଣ ସର୍ଚ୍ଚ କରିଥିଲେ ସାରା, ଜାଣନ୍ତୁ

ବି ଟାଉନର ନବାବ୍ ସୈଫ୍ ଅଲ୍ଲୀ ଖାନଙ୍କ ଅଲିଅଳୀ ଝିଅ ସାରା ଅଲ୍ଲୀ ଖାନଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜି ଏବେ ଆକାଶଛୁଆଁ । ‘କେଦାରନାଥ’ରୁ ବଲିଉଡ୍ ଡେବ୍ୟୁ କରିଥିବା ସାରାଙ୍କ ଦ୍ୱିତୀୟ ଫିଲ୍ମ ‘ସିମ୍ବା’ରେ ସେ ରଣବୀର୍ ସିଂଙ୍କ ଭଳି ଆଗଧାଡ଼ିର … Read More

ଆରମ୍ଭ ହେଲା ‘ଦବଙ୍ଗ୩’ର ସୁଟିଂ, ସୁଟିଂସେଟର ଫାଷ୍ଟ୍ ଫଟୋ ଭାଇରାଲ୍

‘ଭାରତ’ର ସୁଟିଂ ସାରିବା ପରେ ଏବେ ସଲ୍ଲୁ ଭାଇଜାନ୍ ‘ଦବଙ୍ଗ’ ସିରଜର ୩ୟ ଫିଲ୍ମ ‘ଦବଙ୍ଗ୩’ର ସୁଟିଂ ଆରମ୍ଭ କରିଛନ୍ତି । ସଲମାନ୍ ଓ ଭାଇ ଅରବାଜ୍ ଖାନ୍ ସୋମବାର ଦିନ ସୁଟିଂ ପାଇଁ ଇନ୍ଦୋର୍ ପହଞ୍ଚିଥିଲେ । ସୁଟିଂ ସମ୍ପର୍କିତ … Read More

‘କଳଙ୍କ’ର ଟ୍ରେଲର୍ ରିଲିଜ୍, ପ୍ରଥମ ଝଲକରେ ହିଁ ଦର୍ଶକ ବିମୋହିତ

ବହୁ ପ୍ରତିକ୍ଷୀତ ମଲଟିଷ୍ଟାରର୍ ଫିଲ୍ମ ‘କଲଙ୍କ’ର ଟ୍ରେଲର୍ ରିଲିଜ୍ ହୋଇଛି । ଟ୍ରେଲରଟି ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଛି ଏବଂ ଏହି ଫିଲ୍ମ ବ୍ଲକ୍ବଷ୍ଟର୍ ହିଟ୍ ହେବ ବୋଲି ଦର୍ଶକ ଏବେଠାରୁ ଦୃଢତାର ସହ କହିଛନ୍ତି । ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ … Read More

ଖରାଦିନରେ ପିନ୍ଧିବେ କେଉଁ ରଙ୍ଗର ଡ୍ରେସ୍, ଜାଣନ୍ତୁ କାରଣ

ଧୀରେ ଧୀରେ ଖରା ବଢିଚାଲିଛି । ଗରମରୁ ରକ୍ଷା ପାଇବା ପାଇଁ କେବଳ କଟନ୍ ଓ ଢିଲା ପୋଷାକ ପିନ୍ଧିଦେଲେ ଯେ ଡ୍ରେସିଙ୍ଗ୍ ସେନ୍ସ ପୁରା ହୋଇଗଲା, ଏହା ଭାବିବା ଠିକ୍ ନୁହେଁ । ଖରାଦିନେ ନିଜକୁ ଫ୍ୟାଶନ୍ ଅପଡେଟ୍ ରଖିବାକୁ … Read More

ବିରିୟାନି ଛାଡ଼ିଲେ ହୁମା କୁରୈସି, ଜାଣନ୍ତୁ କାରଣ

ବି ଟାଉନ୍ରେ ନିଜର ଦକ୍ଷ ଅଭିନୟ ଦ୍ୱାରା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ହୁମା ତାଙ୍କର ସବୁଠାରୁ ପ୍ରିୟ ବିରିୟାନି ଛାଡ଼ି ଦେଇଛନ୍ତି ବୋଲି ଖବର ମିଳିଛି । ଏଭଳି କରିବା ପଛର କାରଣ ହେଉଛି ଫିଟନେସ୍ । ହୁମା … Read More

‘ଦେ ଦେ ପ୍ୟାର୍ ଦେ’ର ଟ୍ରେଲର୍ ଆଉଟ୍, ଅଧଘଣ୍ଟା ମଧ୍ୟରେ ୧.୫ ଲକ୍ଷ ଲାଇକ୍

ହସର ତଡ଼କା ନେଇ ଆସିଥିବା ଅଜୟ ଦେବଗନ୍ଙ୍କ ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’ର ଟ୍ରେଲର୍ ସୋସିଆଲ୍ ମିଡିଆରେ ରିଲିଜ୍ କରାଯାଇଛି । ଏଥିରେ ଅଜୟ ଘରୱାଲି ଓ ବାହାରୱାଲିର ପ୍ରେମ ଭିତରେ ଛନ୍ଦି ହୋଇଯାଉଥିବାର ଦେଖିବାକୁ ମିଳିଛି । … Read More

ଆଲିଆ-ରଣବୀର୍ କରି ସାରିଛନ୍ତି ନିର୍ବନ୍ଧ!

ବି ଟାଉନରେ ଆଲିଆ ଓ ରଣବୀରଙ୍କ ସମ୍ପର୍କକୁ ନେଇ ସବୁବେଳେ କିଛି ନା କିଛି ଖବର ଶୁଣିବାକୁ ମିଳିଥାଏ । ଏବେ ଏହି ଧାରାରେ ଆଉ ଏକ ଜବରଦସ୍ତ ଖବର ଆସିଛି ଯେ ରଣବୀର୍ ଓ ଆଲିଆ ନିର୍ବନ୍ଧ କରି ସାରିଛନ୍ତି … Read More

ସଫଳତାର ୫ଟି ଗୁରୁମନ୍ତ୍ର ଦେଲେ କପିଲ୍

ଟେଲି ଜଗତର କମେଡ଼ି କିଙ୍ଗ୍ କପିଲ୍ ଶର୍ମା ନିଜର ମଜାଳିଆ ଅନ୍ଦାଜ୍ ପାଇଁ ଅଗଣିତ ଦର୍ଶକଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ତାଙ୍କର ଶୋ’ ‘ଦ କପିଲ୍ ଶର୍ମା ଶୋ’ ରିଆର୍ପି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ … Read More

ବିଗ୍ ବିଙ୍କ ତାମିଲ୍ ଡେବ୍ୟୁ ‘ଉୟାରନଥା ମନିଥମନ୍’ – ବିଗ୍ ବିଙ୍କ ଫାଷ୍ଟଲୁକ୍ ରିଲିଜ୍

ଅଭିନୟ ଦୁନିଆର ଶାହେନଶାହ ବିଗ୍ ବି ଆଗାମୀ ଦିନରେ ଏକ ତାମିଲ୍ ମୁଭିରେ ନଜର ଆସିବେ । ‘ଉୟାରନଥା ମନିଥମନ୍’ ନାମକ ଆଗାମୀ ତାମିଲ୍ ଫିଲ୍ମରେ ବିଗ୍ ବି ତାମିଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ବିଗ୍ ବିଙ୍କ … Read More

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଇଶା, ଝିଅ ରାଧ୍ୟାଙ୍କ ସହ ଡ୍ୟାନ୍ସ ଭିଡିଓ ଭାଇରାଲ୍

ଡ୍ରିମଗାର୍ଲ ହେମାମାଳିନୀଙ୍କ ଝିଅ ଇଶା ଦେଓଲ୍ ଖୁବ୍ କମ୍ ଫିଲ୍ମରେ ନଜର ଆସିଥିଲେ ମଧ୍ୟ ସୋସିଆଲ୍ ମିଡିଆରେ ତାଙ୍କର ଅଗଣିତ ପ୍ରଶଂସକ ଓ ଫଲୋର୍ସ ଅଛନ୍ତି । ମା’ଙ୍କ ଭଳି ଇଶା ଜଣେ ପ୍ରବୀଣା ନୃତ୍ୟାଙ୍ଗନା । ସେ ଓଡ଼ିଶୀ ନୃତ୍ୟରେ … Read More