ଭୁବନେଶ୍ୱର ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ, ଲକ୍ଷଣ ଦେଖାଗଲେ ଟେଷ୍ଟିଂ ଜରୁରୀ
ଭୁବନେଶ୍ବର, (ଓଡିଶା ଟାଇମ୍) :ଚିନ୍ତା ବଢାଇଲାଣି କରୋନାର ୨ୟ ଷ୍ଟ୍ରେନ୍ । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ଖାସ୍ କରି ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସ୍କ୍ରିନିଂ କରାଯିବ … Read More











