ପଲିଥିନ ପାଇଁ ଲକ୍ଷେ ଫାଇନ୍
ବ୍ରହ୍ମପୁର (ଓଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପ୍ରତି ଏକାଧିକ ସଂସ୍କାରମୂଳକ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଅଧିକାରୀ ସମ୍ପୂର୍ଣ୍ଣ ସକ୍ରିୟ ରହିଛନ୍ତି। ଆଜି ଜିଲ୍ଲାପାଳ ନେଇଥିବା ଏକ ପଦକ୍ଷେପ ସବୁଠି ଚର୍ଚ୍ଚାର କାରଣ ପାଲଟିଛି। ସୂଚନା ଅନୁସାରେ ଏକ … Read More











