ବିଭୀଷଣ ଭଳି ସିନ୍ଧିଆ ଦଳର ଶକ୍ତି: ଶିବରାଜ
ନୂଆଦିଲ୍ଲୀ (ଓଟି): ଇତିମଧ୍ୟରେ ଦଳୀୟ କର୍ମୀଙ୍କୁ ରାମାୟଣ ଶୁଣାଇଛନ୍ତି ବିଜେପିର ଶିବରାଜ ସିଂ ଚୌହ୍ବାନ। ଲଙ୍କାରେ ନିଆଁ ଲଗାଇବାକୁ ହେଲେ ବିଭୀଷଣଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ନିଆଁ ଲଗାଇବା ପାଇଁ ବିଭୀଷଣ ନିହାତି ଦରକାର। ସେହିପରି ଜ୍ୟୋତିରାଦିତ୍ୟ … Read More











