ଦେଶ ହେଲା ତ୍ରିରଙ୍ଗୀ, ଜାଣନ୍ତୁ କୋଉଠି ମିଳିବ ମଦ
ନୂଆଦିଲ୍ଲୀ,ଭୁବନେଶ୍ଵର (ଓଡ଼ିଶା ଟାଇମ୍): ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେଉଁସବୁ ଦୋକାନ ଖୋଲିବ ସେନେଇ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହିକ୍ରମରେ ମଦ ଦୋକାନ ମଧ୍ୟ … Read More











