ରାଜଧାନୀର ସିଆର୍ପି ଛକରେ ଭୟଙ୍କର ହତ୍ୟାକାଣ୍ଡ : ଗୋଡେଇ ଗୋଡେଇ ହାଣିଲେ , ଜଣେ ମୃତ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀର ପୁଣି ଗଡିଲା ମୁଣ୍ଡ । ବିଚ୍ ରାସ୍ତାରେ ମର୍ଡର । ଗୋଡାଇ ଗୋଡାଇ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ତେବେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ଜଟିଆ ବୋଲି ଜଣାପଡିଛି … Read More











