କରୋନା ଭୁତାଣୁ ନାମରେ ଠକେଇ, ଏହି ୫ ଟିପ୍‌ସ କେବଳ ଜାଣିଥିଲେ ବଞ୍ଚିପାରିବ

ସାଇବର ଅପରାଧୀ ଏବଂ ହ୍ୟାକର୍‌ମାନେ ମଧ୍ୟ କରୋନା ଭୁତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିର ଚାପରୁ ସୁଯୋଗ ନେଉଛନ୍ତି । ଏପରି ପରିସ୍ଥିତିରେ, ନକଲି ବାର୍ତ୍ତାଠାରୁ ଆରମ୍ଭ କରି ଠକ୍‌ ୱେବସାଇଟ୍ ପର୍ଯ୍ୟନ୍ତ, ଆମକୁ କ୍ଷତି କରିବାକୁ ଚେଷ୍ଟା କରୁଛନ୍ତି । … Read More

ଆଜି ସ୍ନାନ ପୂଣ୍ଣମୀ, ଜୁନ ୫ ତାରିଖ ରାଶିଫଳ

ମେଷ କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ । ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ । କାହାପାଇଁ କେମିତି? ୧- … Read More

କେରଳରେ ମହିଳା ଶ୍ରମିକ ନିର୍ଯାତିତ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବୈଜୟନ୍ତ

କେନ୍ଦ୍ରାପଡା, (ଓଡ଼ିଶା ଟାଇମ୍‌): କରେଳର ଏଣ୍ଣାକୁଲମ ଜିଲ୍ଲାରେ ଥିବା ଏକ କପଡ଼ା ଫ୍ୟାକ୍ଟ୍ରୀରେ ନିର୍ଯାତନା ଭୋଗୁଛନ୍ତି ଓଡ଼ିଆ ମହିଳା। ଏ ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲାର। ସେମାନଙ୍କୁ ପାରିଶ୍ରମିକ କି ଖାଦ୍ୟ ପେୟ ମିଳୁ ନାହିଁ ବୋଲି ଘର ଲୋକଙ୍କଠାରୁ ଖବର ପାଇବା … Read More

ଓଡ଼ିଶାରେ ୧୦ଗୁଣା ବଢ଼ିବ #covid19 ଟେଷ୍ଟିଂ!

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଦୈନିକ କରୋନା ଭୁତାଣୁ ପରୀକ୍ଷଣ ସଂଖ୍ୟାକୁ ୧୦ଜଗୁଣା ବଢ଼ାଯିବ। ଏବେ ୩୫୦୦ ନମୁନା ପରୀକ୍ଷଣ ହେଉଥିବା ବେଳେ ଆସନ୍ତା କିଛିଦିନ ଭିତରେ ତାହା ୩୫ ହଜାରକୁ ବୃଦ୍ଧି ପାଇବ। ଯଦିଓ ଏଥିଲାଗି ଏଯାଏ ବ୍ୟବସ୍ଥା ନାହିଁ … Read More

ଆଉ ବସ୍‌ରେ ଆସିବେନି ଶ୍ରମିକ, କେବଳ ଟ୍ରେନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ଅଟକ ରହିଥିବା ଶ୍ରମିକ, ତୀର୍ଥଯାତ୍ରୀଙ୍କୁ ଅଣାଯିବା ଲାଗି ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ଆଉ ବସ୍‌ ବ୍ୟବହାର କରାଯିବ ନାହିଁ। ଏଥିଲାଗି କେବଳ ଟ୍ରେନ୍‌ ହିଁ ଏକମାତ୍ର ସାଧନ ଭାବେ … Read More

୬ରୁ ଧାନ ସଂଗ୍ରହ କରିବେ ଓଡ଼ିଶା ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା କାଲିଠାରୁ ଧାନ ସଂଗ୍ରହ ଆରମ୍ଭ ହେବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ଏହାସହ ୭ ତାରିଖଠାରୁ ବିଭିନ୍ନ ଜିଲ୍ଲାରେ ମୁଗ, ବିରି ଆଦି ରବି ଫସଲ … Read More

୧୮ରୁ ଜେଇଇ ମେନ୍‌, ଅଗଷ୍ଟରେ ଆଡ୍‌ଭାନ୍ସ ଜେଇଇ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା -୨୦୨୦ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ।  ଏଥିଲାଗି କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶାଙ୍କ  ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ପରୀକ୍ଷା ତାରିଖ ବାବଦରେ କହି ସେ କହିଛନ୍ତି … Read More

ଆରମ୍ଭ ହେବ ‘କୌନ୍‌ ବନେଗା କରୋଡ଼ ପତି’-୧୨, ମେ’୯ରୁ ରେଜିଷ୍ଟ୍ରେସନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଅମିତାଭ ବଚନଙ୍କ ଦ୍ଵାରା ପରିଚାଳିତ ହେଉଥିବା ରିଆଲିଟି ଶୋ’ ‘କୗନ୍‌ ବନେଗା କରୋଡ଼ ପତି’ର ଏକ ନୂଆ ଶେସନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୯ ତାରିଖରୁ ଶୋ ପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ ହେବ। ରାତି … Read More

ଇସ୍ରାଇଲର ଦାବି : କରୋନା ଟିକା ପ୍ରସ୍ତୁତ କରିଛୁ

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନାଫାଟାଲି ବେନେଟଙ୍କ  ଦାବି: କରୋନା ଭୁତାଣୁ ଟିକା ପ୍ରସ୍ତୁତ କରିବାରେ ସଫଳ ହୋଇଛି ଇସ୍ରାଏଲ୍‌ ଆଣ୍ଟିବଡି ପ୍ରସ୍ତୁତ କରିବାରେ ଅନୁସନ୍ଧାନ ପ୍ରତିଷ୍ଠାନ ବହୁତ ସଫଳତା ହାସଲ କରିଛି କରୋନା ଟିକା ବିକାଶର ପର୍ଯ୍ୟାୟ ଶେଷ ହୋଇଛି, ଏବେ … Read More

#Covid India Updates: ୨୪ ଘଣ୍ଟାରେ ୩୯୦୦ ପଜିଟିଭ୍‌, ୧୯୫ ମୃତ୍ୟୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୯୦୦ ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏହା ସହ କରୋନାରେ ପୀଡ଼ିତ ହୋଇ ବିଭିନ୍ନ ରାଜ୍ୟରେ ୧୯୫ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ … Read More