ଅଶାନ୍ତ ହେବାରେ ଲାଗିଛି ସମୁଦ୍ର,  ଲୋକଙ୍କୁ ସତର୍କ କଲା ପ୍ରଶାସନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ସାମୁଦ୍ରିକ ଝଡ ଅମ୍ଫନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି । ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା … Read More

ରାଜ୍ୟରେ ଆଉ ୩୬ କୋରୋନା ରୋଗୀ ସୁସ୍ଥ ହେଲେ 

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୩୪୩ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା l ଏ ନେଇ ରାଜ୍ୟ ସ୍ଵସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ … Read More

ଅମ୍ପନ: ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, ୪ଘଣ୍ଟା ଲାଗିବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଏ ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଅମ୍ପନ୍‌ର ଲ୍ୟାଣ୍ଡଫଲ୍‌ ବା ଭୂପୃଷ୍ଠ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଢ଼େ ଦୁଇଟା ଭାରତୀୟ ସମୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସେତେବେଳେ ବାତ୍ୟାର ଆଖି ବଙ୍ଗୋପସାଗରରେ ଦୀଘାଠାରୁ … Read More

ଭାରତରେ କରୋନା ଭାଇରସ ନିୟନ୍ତ୍ରିତ : ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ଏହି  ଭୁତାଣୁ  ହେତୁ ସାରା ବିଶ୍ୱର ସ୍ଥିତି ଖରାପ ହେବା ସହ ଆମେରିକାର ସ୍ଥିତି ମଧ୍ୟ ଖରାପ ସ୍ତରରେ ପହଞ୍ଚିଛି । … Read More

୭୪ କୋରୋନା ଭୁତାଣୁ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):  ଗତ ୨୪ ଘଣ୍ଚା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା  ୭୪କରୋନା ଭୁତାଣୁ ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ୭୪ଜଣଙ୍କ ଭିତରୁ ୭୩ଜଣଙ୍କ କ୍ଵାରେଣ୍ଟୀନ୍‌ ସେଣ୍ଟରରୁ ଚିହ୍ନଟ କରାଯାଇଛି। ଗଞ୍ଜାମ ଜିଲ୍ଲାର ଜଣେ … Read More

ଆଜିଠୁ ଅନଲାଇନରେ ଟ୍ରେନ ଟିକେଟ ବୁକିଂ ଆରମ୍ଭ

ନୂଆଦିଲ୍ଲୀ,(ଓଡିଶା ଟାଇମ୍) : ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୧ରୁ ରେଲ୍‌ୱେ ପକ୍ଷରୁ ୨୦୦ଟି ରେଗୁଲାର୍‌ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ ୧୦ଟାରୁ IRCTC ୱେବ୍‌ସାଇଟ୍‌ … Read More

ଅମ୍ପନ୍‌: ହାଇକୋର୍ଟଙ୍କ ଶୁଣାଣୀ ସ୍ଥଗିତ, ସବୁ ମାମଲାର କାଲିହେବ ବିଚାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଅମ୍ପନ ଜରୁରୀକାଳୀନ ସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶା ହାଇକୋର୍ଟ ଏହାଙ୍କ ଆଜି ନିର୍ଦ୍ଧାରିତ ସମସ୍ତ ଶୁଣାଣୀକୁ ସ୍ଥଗିତ କରିଛନ୍ତି। ଏକ ବିଜ୍ଞପ୍ତିରେ ହାଇକୋର୍ଟଙ୍କ ବିଚାରବିଭାଗୀୟ ରେଜିଷ୍ଟ୍ରାର୍‌ କହିଛନ୍ତି ଯେ, ବୁଧବାର ଦିନ ବିଭିନ୍ନ ବେଞ୍ଚରେ ନିର୍ଦ୍ଧାରଣ କରାଯିବାକୁଥିବା … Read More

ପାରାଦୀପ, ଭୁବନେଶ୍ଵରରେ କମୁଛି; ଭଦ୍ରକ ଓ ବାଲେଶ୍ଵରରେ ବଢୁଛି    

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ବାତ୍ୟା ‘ଅମ୍ପନ’ ଧିରେ ଧିରେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଛି। ଫଳରେ ପାରାଦୀପରେ ପୁରୀ, ଭୁବନେଶ୍ଵର ଓ କଟକରେ ଏବେ ପବନ ଧୀରେ ଧୀରେ କମୁଛି। କିନ୍ତୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱରରେ   ପବନର … Read More

ସନ୍ଧ୍ୟାଯାଏ ବାଲେଶ୍ଵରରେ ତୋଫାନ: ଘଣ୍ଟାକୁ ୧୨୫ କିଲୋମିଟର ହୋଇପାରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାଲେଶ୍ଵରରେ ସନ୍ଧ୍ୟାଯାଏ ବିପତ୍ତି ରହିଛି। ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ଏବେ ପବନର ବେଗ ଯଥେଷ୍ଟ ରହିଛି। ଏହା ସ୍ଥାନ ବିଶେଷରେ ୧୨୫ କିଲୋମିଟର ଯାଏ ପ୍ରବାହିତ ହେଉଛି। ଏହି ପରିସ୍ଥିତି ବିଳମ୍ବିତ ଅପରାହ୍ଣ ଯାଏ ଜାରି ରହିବ … Read More

ରାଜସ୍ଥାନ: କ୍ୱାରେଣ୍ଟୀନ୍‌ କେନ୍ଦ୍ରରେ ପୁଅକୁ ଖାଇବାକୁ ଦେବାକୁ ଯାଇ ପରିବାରର ୬ ସଦସ୍ୟ ଆକ୍ରାନ୍ତ  

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : କ୍ଵାରେଣ୍ଟୀନ୍‌ କେନ୍ଦ୍ରରେ ଥିବା ପୁଅକୁ ଖାଦ୍ୟ ଦେବାକୁ ଯାଇ ପରିବାରର ୬ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ l କରୋନା ଭାଇରସରେ ସଂକ୍ରମିତ ଯୁବକଙ୍କୁ ଦେଖା … Read More