ଆଜି ଆସିବେ ପ୍ରଧାନମନ୍ତ୍ରୀ: ଅପରାହ୍ଣରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବାତ୍ୟାଞ୍ଚଳ ପରିଦର୍ଶନ କରିବେ। ଏହି ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରୁ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ରହିବା କାର୍ଯ୍ୟକ୍ରମ ରହିଛି। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ … Read More

ବିଧାୟକ ଅନନ୍ତ ଜେନାଙ୍କ ନାଁ ରେ ଥାନାରେ ମାମଲା

ଭୁବନେଶ୍ୱର(ଓଡିଶା ଟାଇମ୍): ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁରେ ଥାନାରେ ଅଭିଯୋଗ । ଜଣେ ମହିଳାଙ୍କୁ ଟଣା ଓଟରା କରିଥିବା ଥାନାରେ ଅଭିଯୋଗ ହୋଇଛି । ମହିଳା ଜଣଙ୍କ ଘରେ ଏକା ଥିବା ସମୟରେ ବିଧାୟକ ବଳ ପୂର୍ବକ ଘରେ … Read More

ବୁଢ଼ାବଳଙ୍ଗରେ ନିର୍ମାଣାଧୀନ ସ୍ପାନ୍‌ ଭୁଶୁଡ଼ିଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବାତ୍ୟା ଅମ୍ପନର ପ୍ରଭାବରେ ବାଲେଶ୍ଵରରେ ନିର୍ମାଣାଧୀନ ନଦୀବନ୍ଧର ଏକ ସ୍ପାନ୍‌ ଭୁଶୁଡ଼ିଛି। ବୁଢ଼ାବଳଙ୍ଗ ନଦୀ ଉପରେ ଏହି ସ୍ପାନ ନିର୍ମାଣ କରାଯାଉଥିଲା। ନଦୀର ଜଳପତନ ବଢ଼ିବା ଦ୍ଵାରା ଏହି ସ୍ପାନ ନିମାଣ ପାଇଁ ବନ୍ଧାଯାଇଥିବା ସେଣ୍ଟ୍ରିଙ୍ଗ୍‌ ଭାଙ୍ଗିପଡ଼ିଥିବା … Read More

ଭାରତରେ ଘୃଣା ଏଜେଣ୍ଡାରୁ ଲାଭ କରୁଛନ୍ତି ଟ୍ୱିଟର, ଫେସବୁକ୍ ଓ ଟିକ୍‌ଟକ୍‌!

ବିଶ୍ୱସ୍ତରୀୟ କରୋନା ଭାଇରସ ମହାମାରୀ ସମୟରେ ଫ୍ରାନ୍ସ ସଂସଦ ଏକ ଆଇନ ପ୍ରଣୟନ କରିଛି, ଯାହାକି ଟ୍ୱିଟର, ଫେସବୁକ୍ ଗୁଗୁଲ, ଟିକ୍‌ଟକ୍‌ ପରି ସୋଶାଲ ମିଡିଆ ତଥା ଟେକ୍ କମ୍ପାନୀଗୁଡ଼ିକ ପାଇଁ ବ୍ୟବହାରକାରୀଙ୍କ ଫ୍ଲାଗିଂର ୨୪ଘଣ୍ଟା ମଧ୍ୟରେ ଘୃଣ୍ୟ ବିଷୟବସ୍ତୁ ହଟାଇବା … Read More

ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

[videopress 4letiOzF] ଭୁବନେଶ୍ୱର, (ଓଡିଶା ଟାଇମ୍):ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ । ରାଜ୍ୟର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁ ଓ କେନ୍ଦ୍ରାପଡ଼ାରେ ବାତ୍ୟା … Read More

ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,(ଓଡିଶା ଟାଇମ୍): ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି । ଏପରିକି ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ … Read More

ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର,(ଓଡିଶା ଟାଇମ୍): ମେ ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଖାତା ଦେଖା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଖାତା ଦେଖା … Read More

ପୁଲ୍‌ୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ଯବାନ ଶହୀଦ

ଭୁବନେଶ୍ୱର,(ଓଡିଶା ଟାଇମ୍): ଜମ୍ମୁ-କଶ୍ମୀରର ପୁଲ୍‌ୱାମାରେ ପୁରିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ୍) ଓ ପୋଲିସର ମିଳିତ ଟିମ୍ ଉପରେ ଗୁରୁବାର ଏହି ଆକ୍ରମଣ କରିଛନ୍ତି । ବର୍ଷକ ପରେ ପୁଣି ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣ … Read More

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ : ମନ୍ତ୍ରୀ

ଭୁବନେଶ୍ୱର, (ଓଡିଶା ଟାଇମ୍):  ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଗଣ ଶିକ୍ଷା ମନ୍ତ୍ରୀ ଶମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଗତ ୨୦ ତାରିଖରୁ ମାଟ୍ରିକ … Read More

ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, (ଓଡିଶା ଟାଇମ୍): ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ଏକାଥରରେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୩୯୩ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More