ନିଶାରେ ନିଷ୍ପତ୍ତି-୨: ଓଡ଼ିଶା ମଦ ନିଗମର ହୋମ୍ ଡେଲିଭରୀ ମିଶନ ଫେଲ୍
ରାଜ୍ୟରେ ମଦ ହୋମ୍ ଡେଲିଭରି ମିଶନ୍ ଫେଲ୍ ମାରିଛି। ଯେମିତି ଲକ୍ଡାଉନ୍ ସମୟରେ ରେଡ୍ ଓ ଅରେଞ୍ଜ ଜୋନ୍ ବାହାରେ ଯାତ୍ରୀବାହୀ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇ ସରକାର ଫେଲ୍ ହୋଇଥିଲେ ଠିକ୍ ସେମିତି। ଆଜି ପ୍ରଥମ ଦିନରେ ରାଜ୍ୟର କୌଣସି … Read More











