ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ Y ପ୍ଲସ୍ ସୁରକ୍ଷା
କୋଲକାତା, (ଓଡିଶା ଟାଇମ୍) :ବିଧାନସଭା ନିର୍ବାଚନ ପୂର୍ବରୁ ନିକଟରେ ବିଜେପିରେ ସାମିଲ ହୋଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା Y+ ସୁରକ୍ଷା। ଓ୍ବାଇ ପ୍ଲସ୍ ସୁରକ୍ଷା ଯୋଗାଇ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ମିଥୁନଙ୍କୁ ଓ୍ବାଇ ପ୍ଲସ୍ କ୍ୟାଟେଗୋରି ସୁରକ୍ଷା ସିଆଇଏସ୍ଏଫ … Read More











