ଭାରତରେ ଲକଡାଉନ ବିଫଳ ହୋଇଛି : ରାହୁଲ ଗାନ୍ଧୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ମେ ୩୧ରେ ସରୁଛି ଦେଶବ୍ୟାପୀ ଜାରି ରହିଥିବା ଚତୁର୍ଥ ପର୍ୟ୍ୟାୟ ଲକ୍‌ଡାଉନ ଅବଧି । ଏହା ପୂର୍ବରୁ ଆଜି ଏ ସମ୍ପର୍କିତ ଅନେକ ପ୍ରସଙ୍ଗ ଉପର ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା … Read More

ଯୁକ୍ତ୩ ଦ୍ଵିତୀୟ, ଚତୁର୍ଥ ଏବଂ ପିଜିର ଦ୍ଵତୀୟ ସେମିଷ୍ଟର ପରୀକ୍ଷା ହେବନି: ଡ. ଅରୁଣ ସାହୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯୁକ୍ତ ତିନିର ଦ୍ଵିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ ନାହିଁ। ସେହିପରି ପିଜି ଡିପାର୍ଟମେଣ୍ଟଗୁଡ଼ିକର ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ନକରିବାକୁ ରାଜ୍ୟ ଦରକାର ନିଷ୍ପତ୍ତି ନେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ … Read More

ଦଇତାପତି ସେବାୟତଙ୍କର ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସମସ୍ତ ନିଯୋଗର କର୍ମକର୍ତ୍ତା ମାନେ ଚଳଚଞ୍ଚଳ ହୋଇ ପଡିଛନ୍ତି । ବର୍ତ୍ତମାନ ମହାମାରୀ କରୋନାର … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୮୪ କୋରୋନା ସଂକ୍ରମିତ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । … Read More

କେନ୍ଦ୍ରାପଡାରେ ସୁସ୍ଥ ହେଲେ ଆଉ ୫ କୋରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : କେନ୍ଦ୍ରାପଡା ଜିଲାରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହି ୫ ଜଣଙ୍କୁ ମିଶାଇ କେନ୍ଦ୍ରାପଡା ଜିଲାରେ ମୋଟ୨୭  ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ କେନ୍ଦ୍ରାପଡା … Read More

ଆଗାମୀ ମାସେ ଆମ ପାଇଁ ଚାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଲକଡାଉନର ପ୍ରାୟ ୨ ମାସ ପରେ ବିମାନ ସେବା, ରେଳ ଚଳା ଚଳ ଆରମ୍ଭ ହୋଇଛି । ଯାହାକି ସଂକ୍ରମଣ ବଢିବାର ଆସଙ୍କା ରହିଛି । ଏପରି ସ୍ଥିତିରେ ଆଗାମୀ ୧୫ ଦିନରୁ ମାସେ ଆମ … Read More

ଖଣ୍ଡଗିରିରୁ ଗଞ୍ଜେଇ ଜବତ,୨ ଇଂଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜଧାନୀରୁ ପୁଣି ଜବତ ହେଲା ଗଞ୍ଜେଇ । ଖଣ୍ଡଗିରି ଥାନା ପୋଲିସ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କ କାବୁ କରିଛି । ସେମାନଙ୍କ ନିକଟରୁ ୨ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର … Read More

ପ୍ରେମିକାର ହତ୍ୟା ରହସ୍ୟ ଲୁଚାଇବାକୁ ଯାଇ ଦୁଇ ପରିବାରର ୯ ଜଣଙ୍କୁ ହତ୍ୟା କଲା ପିଶାଚ ପ୍ରେମିକ

ହାଇଦ୍ରାବାଦ, (ଓଡିଶା ଟାଇମ୍) : ହତ୍ୟାକାଣ୍ଡ ବି ଏପରି । ଯାହା ଗୋଟିଏ ନୁହେଁ ଏକାଥରକେ ୯ଜଣଙ୍କ ହତ୍ୟା । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛି । ଏପରି ଏକ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ତେଲେଙ୍ଗାନାର ୱାରଙ୍ଗଲରୁ ପୋଲିସକୁ … Read More

୭୯ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ୭୯ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି … Read More

ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ, ୧୦ ରୁ ଅଧିକ ଆହତ

ଭୁବନେଶ୍ଵର, (ଓଡିଶା ଟାଇମ୍) :  ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ପ୍ରବାସୀଙ୍କ ବସ୍ । ଭବାନୀପାଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ତୁମୁଡିବନ୍ଧ ୫୯ ନମ୍ବର ଜାତୀୟ ରାଜପଥ ମୁଣ୍ଡିଗଡ ନିକଟରେ ଘଟିଛି … Read More