ଆଗେଇ ଚାଲିଛି ରଥ କାମ, ରଥଖଳାରୁ ନିଆଯାଇଥିବା ଆଜିର ଫଟୋ ଉପରେ ନଜର ପକାନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀ ବଡ଼ଦାଣ୍ଡରେ ରଥ ତିଆରି କାମ ବେଶ୍‌ ଉତ୍ସାହର ସହ ଠିକଣା ସମୟ ନିର୍ଦ୍ଧାରଣରେ ଆଗେଇ ଚାଲିଛି। ତିନି ରଥ ପାଇଁ ଜଳଯନ୍ତ୍ର ପ୍ରସ୍ତୁତି ଶେଷ ହୋଇଛି। ମହାରଣା କାରିଗର ମାନେ ନିଷ୍ଠାର ସହ ରଥ କାର୍ଯ୍ୟ … Read More

ରାତି ଗୋଟାଏରେ ଜଗନ୍ନାଥ ଗାଧୋଇବାକୁ ଯିବେ!

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ଏବେ ମଣିଷର ଦୈନନନ୍ଦିନ କାର୍ଯ୍ୟକ୍ରମରେ ଯେମିତି ପରିବର୍ତ୍ତନ ଆଣିଛି ସେମିତି ଶ୍ରୀଜଗନ୍ନାଥଙ୍କ ରୀତି ନୀତିରେ ଅଭୁତପୂର୍ବ ପରିବର୍ତ୍ତନ ଆଣିଛି। ଏହିକ୍ରମରେ ଚଳିତବର୍ଷ ସ୍ନାନଯାତ୍ରା ପାଇଁ ତିନି ଠାକୁରଙ୍କ ପହଣ୍ଡି ରାତି ଗୋଟାଏରୁ ଆରମ୍ଭ ହେବ। … Read More

ଦାଦନ, ପ୍ରବାସୀ, ଅତିଥି ଓ ମୋହରା

ବର୍ଷ ବର୍ଷଧରି ଯେଉଁ ପୁଅ ଅଲୋଡ଼ା ହୋଇ ଦାଦନ ଯାଇଥିଲା ଏବେ ସେ ପ୍ରବାସୀ ଆଖ୍ୟା ନେଇ ସରକାରଙ୍କ ଆତିଥ୍ୟ ପାଉଛି।  ତାକୁ ଆଗକୁ କାମ ମିଳିବ କି ନାହିଁ, ରୋଜଗାରର ପନ୍ଥା ମିଳିବ କି ନା ତାହା ଅସ୍ପଷ୍ଟ ହେଲେ … Read More

ନେପାଳ ପିଠିରେ ପଡ଼ିଲା ନାହିଁ ଚୀନ୍‌

 “ଦୟାକରି ଆମଠାରୁ ଚା ଏବଂ ପାମ୍‌ ତେଲ କିଣନ୍ତୁ”, ଭାରତକୁ କରୋନା ହେବାର କାରଣ ପଚାରିବା ପରେ ନେପାଳ ଭାରତକୁ ଭିକ୍ଷା ମାଗୁଛି !  ଭାରତ ସହିତ ଶତ୍ରୁତା କରିବା ଭଲ କଥା ନୁହେଁ ବୋଲି ନେପାଳ ଖୁବ୍‌ କମ୍‌ ଦିନ … Read More

ଚୀନ୍‌ର ମେରୁଦଣ୍ଡ ବହୁତ ଦୁର୍ବଳ ?

୪ ପାଦ ଆଗକୁ, ୫ ପାଦ ପଛକୁ, ଭାରତକୁ ଚ୍ୟାଲେଞ୍ଜ କରିବା ପରେ ଚୀନ୍ କହିଲା – “ଭାଇ, ଆମେ ଯୁଦ୍ଧ କରିବା ଉଚିତ୍ ନୁହେଁ ।’’ ମଇ ମାସ ଆରମ୍ଭରୁ ଚୀନ୍‌କୁ ପ୍ରକୃତ ନିୟନ୍ତ୍ରଣ ଲାଇନ୍‌ରେ ଗୁଣ୍ଡାଗର୍ଦ୍ଦି କରିବା ଦେଖିବାକୁ … Read More

ବସ ଭଡା ବଢିନି : ଏସଟିଏ

ଭୁବନେଶ୍ୱର,(ଓଡଶା ଟାଇମ୍): ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି । ବସ୍ ଭଡ଼ାକୁ ନେଇ ସୂଚନା ଦେଇଛି … Read More

ପୁଣି ଟ୍ରେନ୍ ଚେନ୍ ପୁଲିଂ ଟାଣି ଓହ୍ଲାଇଲେ ୪୩୧ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର, (ଓଡଶା ଟାଇମ୍):  ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଲାଗୁ ହୋଇଛି । ଲକ୍‌ଡାଉନ୍ ଫଳରେ ବିଭିନ୍ନ ରାଜ୍ୟର ସରକାର ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । ଓଡ଼ିଶା ସରକାର … Read More

ମାସ୍କ ପିନ୍ଧିବା ବାଧ୍ୟତାମୂଳକ,ନିୟମ ଉଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ: ସିପି

ଭୁବନେଶ୍ୱର,(ଓଡଶା ଟାଇମ୍):  କୋରୋନା ମୁକାବିଲାକୁ ନେଇ ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି ଯେ, କୋରୋନା ଏ ପର୍ଯ୍ୟନ୍ତ ଯାଇନି । ସମସ୍ତେ ସତର୍କ ରୁହନ୍ତୁ । ଆଉ ଲକଡାଉନ ନିୟମକୁ ପୂର୍ବ ଭଳି ପାଳନ … Read More

ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ ୭୯ ଆକ୍ରାନ୍ତ

ଭୁବନେଶ୍ୱର,(ଓଡଶା ଟାଇମ୍):  ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସୁସ୍ଥଙ୍କ ମଧ୍ୟରେ ଭଦ୍ରକରୁ ୨୮, ବାଲେଶ୍ବରରୁ ୧୭, … Read More

ଆଜି ପବିତ୍ର ଶୀତଳ ଷଷ୍ଠୀ, ହର ପାର୍ବତୀଙ୍କ ବିବାହ

ଭୁବନେଶ୍ୱର,(ଓଡଶା ଟାଇମ୍) : ଆଜି ପବିତ୍ର ଶୀତଳ ଷଷ୍ଠୀ । ଦେବ ଦେବ ମହାଦେବଙ୍କ ବିବାହ । ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସାରା ରାଜ୍ୟ । ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ । … Read More