କୋରୋନା ଭଳି ଲକ୍ଷଣ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କୋରୋନା ଭଳି ଲକ୍ଷଣ ଦେଖା ଦେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ମିଳିଥିବା ସୂଚନା … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୭୫ କୋରୋନା ସଂକ୍ରମିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ପାଇଁ ଖୁସି ଖବର । ଆଜି ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୨୫ଜଣ ଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୧୯ଜଣ, କଟକ ଜିଲ୍ଲାରୁ … Read More

ମେ ୩୦ରେ ବନ୍ଦେ ଉତ୍କଳ ଜନନୀ: ଦେଖନ୍ତୁ ନବୀନଙ୍କ ଭିଡିଓ ବାର୍ତ୍ତା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୋଭିଡ୍‌ ଯୋଦ୍ଧାଙ୍କୁ ସମର୍ଥନ ଓ ଉତ୍ସାହ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକାଠି ହେବାକୁ ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତା ଅନୁସାରେ ମେ’ ୩୦ ତାରିଖରେ ବିଶ୍ଵର ଯେକୌଣସି କୋଣରେ ଥିବା ଓଡ଼ିଆ … Read More

ହୋମ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ,୫ ଘଣ୍ଟା ପଡି ରହିଲା ମୃତ ଦେହ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାରିପଦା, ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ଅଞ୍ଚଳର ଜଣେ ବ୍ୟକ୍ତି ସୁରତରୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଦୀର୍ଘ … Read More

ମେ’ ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସମସ୍ତ ଓଡ଼ିଆ ଭାଇ ଓ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନିବେଦନ କରିଛନ୍ତି। ରାଜ୍ୟର କୋଭିଡ୍‌ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ସେମାନଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ ପାଇ: ଅନୁରୋଧ କରିଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ … Read More

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି, ସୂଚନା ଦେଲେ ଅଭିନେତା ଶ୍ରୀତମ ଦାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି । ଏନେଇ ଅଭିନେତା ତଥା ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସଂପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ … Read More

ନୂଆ ପୁସ୍ତକ The Address of God: ଜୀବନର ଜଳଛବିରୁ ଖୋଜୁଛି ଭଗବାନଙ୍କ ଠିକଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲେଖକ ତଥା ଔପନ୍ୟାସିକ ଗୌରହରି ଦାସଙ୍କ ବହୁ ଆଦୃତ ସ୍ତମ୍ଭ ‘ଜୀବନର ଜଳଛବି’ରୁ କିଛି ବଛା କାହାଣୀକୁ ଅନୁବାଦ କରି ପୁସ୍ତକର ରୂପ ଦେଇଛନ୍ତି ଅନୁବାଦକ ମନୋରଞ୍ଜନ ମିଶ୍ର। ସାରା ବିଶ୍ଵରେ କରୋନା ଭୁତାଣୁର ସଂକ୍ରମଣକୁ ରୋକିବା … Read More

କୋରୋନା ଆକ୍ରାନ୍ତ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ କଥା ହେଲେ ମୁଖ୍ୟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ପଜିଟିଭ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ସେମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ … Read More

ପୁଲୱାମା ଆକ୍ରମଣ ଭଳି ଚାଲିଥିଲା ଷଡଯନ୍ତ୍ର,କାରରୁ ମିଳିଲା ବିସ୍ଫୋରକ ସାମଗ୍ରୀ, ଡ୍ରାଇଭର ଫେରାର୍

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜାମ୍ମୁ କାଶ୍ମୀରରେ ଆଜି ପୁଲୱାମା ଆକ୍ରମଣ ଭଳି ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ବିଫଳ ହୋଇଛି । ପୁଲୱାମା ନିକଟସ୍ଥ ଏକ ସାଣ୍ଟ୍ରୋ କାରରେ ବହୁ ପରିମାଣର ବିସ୍ଫୋଟକ ଜବତ ହୋଇଛି । ପୋଲିସର ସୂଚନାନୁସାରେ, କାରରେ ନକଲି … Read More

କୋରୋନା ଦୂର ପାଇଁ ମନ୍ଦିର ଭିତରେ ନର ବଳି !

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ମନ୍ଦିର ଭିତରେ ହତ୍ୟା! କୋରୋନା ଦୂର ପାଇଁ ମନ୍ଦିର ଭିତରେ ଜଣେ ବ୍ୟକ୍ତିଙ୍କୁ ନରବଳି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଅମାନୁସିକ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ସ୍ଥିତ … Read More