କେନ୍ଦ୍ରାପଡ଼ା ଜିଲ୍ଳାରେ ୭ ଦିନ ନୁହେଁ, ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌) : କେନ୍ଦ୍ରାପଡ଼ା ଜିଲ୍ଳାରେ ୧୪ ଦିନର ଆନୁଷ୍ଠାନିକ ସଙ୍ଗରୋଧ ବା କ୍ଵାରେଣ୍ଟୀନ୍‌ ବାଧ୍ୟ କରିଛି ଜିଲ୍ଲା ପ୍ରଶାସନ।  ପୂର୍ବରୁ ରାଜ୍ୟ ସରକାର ସଙ୍ଗରୋଧ ସମୟସୀମାରେ କୋହଳ ଆଣି ୭ ଦିନ ବାଧ୍ୟତାମୂଳକ କରିଥିବା ବେଳେ ଆଉ ସାତ … Read More

କେନ୍ଦ୍ରାପଡ଼ା ଜିଲ୍ଳାର ଆଉ ଜଣେ ଶ୍ରମିକଙ୍କ ଦିଲ୍ଲୀରେ ମୃତ୍ୟୁ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଆଉ ଜଣେ ଶ୍ରମିକଙ୍କ କରୋନା ଆକ୍ରାନ୍ତ  ହେତୁ  ଦିଲ୍ଲୀରେ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ରଞ୍ଜନ ସାହୁ। ସେ ଦୀର୍ଘ ୨୦ ବର୍ଷ ହେଲା ଦିଲ୍ଲୀରେ ପାଣିପାଇପ୍‌ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର … Read More

ଦାନା ବାନ୍ଧୁଛି ଲଘୁଚାପ: ୧୧ ସୁଦ୍ଧା ଓଡ଼ିଶାରେ ମୌସୁମୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଉତ୍ତର ପଶ୍ଚିମ ଏବଂ ତତ୍ ସଂଲଗ୍ନ ବଙ୍ଗୋପ ସାଗରରେ ଜୁନ୍ ୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ଏହି କାରଣରୁ ଓଡ଼ିଶାରେ ଜୁନ୍ ୯ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବେଶ … Read More

ରାହୁଲ ଗାନ୍ଧୀଙ୍କ ଅପେକ୍ଷା ‘କଂଗ୍ରେସ’ ମୁଖ୍ୟମନ୍ତ୍ରୀଙ୍କୁ ଲୋକମାନେ ଅଧିକ ପସନ୍ଦ କରନ୍ତି: ସର୍ଭେ

ଯେଉଁ ରାଜ୍ୟରେ କଂଗ୍ରେସର ସଂଖ୍ୟାଗରିଷ୍ଠ ସରକାର ଅଛି କିମ୍ବା ମେଣ୍ଟ ସରକାରରେ ଅଂଶୀଦାର ଅଛନ୍ତି ସେହି ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବହୁତ କମ୍‌ ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ରାହୁଲ ଗାନ୍ଧୀଙ୍କର ଅନୁମୋଦନ … Read More

ବଛାବଛା ଗଣମାଧ୍ୟମ ସମ୍ପାଦକ ଓ ମାଲିକଙ୍କୁ ଭେଟିଲେ 5-T ସଚିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟରେ ଲକ୍‌ ଡାଉନ୍‌ ଓ ଶଟ୍‌ଡାଉନ୍‌ ସମ୍ପର୍କରେ ଯେଉଁ ନୂଆ ନିର୍ଦେଶାବଳୀ ଜାରି ହୋଇଛି ସେ ବାବଦରେ ସରକାରଙ୍କ ଉଦ୍ଦଶ୍ୟକୁ ସ୍ପଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନ୍‌ ଆଜି ରାଜ୍ୟର … Read More

ରାଜ୍ୟ ଭିତରେ ଗଡ଼ିବ ୫ ଟି ଟ୍ରେନ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ଭିତରେ ଗଡିବ ୫ ଟି ଟ୍ରେନ୍‌ । ଟ୍ରେନ ଚଳାଇବାକୁ ଅନୁମତି ମିଳିଛି । ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ନେଇ ପୂର୍ବତଟ ରେଲୱେର ପକ୍ଷରୁ ଘୋଷଣା କରାଯାଇଛି। କେଉଁ ରୁଟରେ କେଉଁ ଟ୍ରେନ … Read More

ଟ୍ରମ୍ପଙ୍କ ଧମକ ପରେ ଡବ୍ଲ୍ୟୁଏଚଓର ସ୍ୱର ବଦଳିଲା- ‘ ଚୀନ୍‌ ଆମକୁ ତଥ୍ୟ ନ ଦେଇ ଧୋକ୍କା ଦେଇଛି’

କରୋନା ମହାମାରୀକୁ ନେଇ ଚୀନ୍ ଏବଂ ଡବ୍ଲ୍ୟୁଏଚଓ ମଧ୍ୟରେ ତୁତୁ ମେଁ ମେଁ ଆରମ୍ଭ ହୋଇଛି । ଚୀନ୍‌ ନିଜର ଭୁଲ ଲୁଚାଇଛି ବୋଲି କହିବା ସହିତ ଡବ୍ଲ୍ୟୁଏଚଓ ବିଶ୍ୱ ଦୃଷ୍ଟିରେ ଭଲ ହେବାର ପ୍ରୟାସ ଆରମ୍ଭ କରିଛି । ଆମେରିକାର … Read More

ବାବୁ ସିଂ ହେଲେ ଭୁବନେଶ୍ୱର ଭାଜପା ସଭାପତି,ଦଳ ଛାଡିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତୀୟ ଜନତା ପାର୍ଟି ( ଭାଜପା )ରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ଭୁବନେଶ୍ବର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ସେ ମଙ୍ଗଳବାର ଇସ୍ତଫା ଦେଇଥୁବା ସୂଚନା ମିଳିଛି । ତେବେ ସେ ସଭାପତି … Read More

ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ଆରବ ସାଗରରେ ବାତ୍ୟା ନିସର୍ଗର ରୂପ ନେଇଛି ଗଭୀର ଅବପାତ । ବର୍ତ୍ତମାନ ସୁରତଠାରୁ ୬୪୦କିମି ଓ ମୁମ୍ବାଇଠାରୁ ୪୩୦ କିମି ଦୂରରେ ଅଛି ନିସର୍ଗ । ଆଗାମୀ ୧୨ଘଣ୍ଟାରେ ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେବ ନିସର୍ଗ … Read More

ଭାରତ-ଚୀନ୍ ଉତ୍ତେଜନା: ଲଦାଖ ଲୋକମାନେ ଭୟଭୀତ – ୧୯୬୨ ଭଳି ସାମରିକ ପଦକ୍ଷେପ

ଲଦାଖରେ ଭାରତ-ଚୀନ୍‌ର ତିକ୍ତତାକୁ ଦୂର କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି । କିନ୍ତୁ ବଢ଼ୁଥିବା ଉତ୍ତେଜନା ଯୋଗୁଁ ସୀମା ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ଆତଙ୍କିତ ଅବସ୍ଥାରେ ପକାଇ ଦେଇଛି । ଚୁସୁଲର ସୀମାନ୍ତବର୍ତ୍ତୀ ଗାଁର ଲୋକମାନେ କହିଛନ୍ତି … Read More