କରୋନା ଭାଇରସ୍ ମାମଲା ଏବେ ପୂର୍ବ ଦିନର ରେକର୍ଡ଼ ଭାଙ୍ଗୁଛି

 କରୋନା ଭାଇରସ୍ ସଙ୍କଟ : ଆଗାମୀ ଏକ ମାସରେ କ’ଣ ହୋଇପାରେ ?  ବିକାଶ ବହୁଗୁଣା କରୋନା ଭୂତାଣୁ କାରଣରୁ କେନ୍ଦ୍ର ସରକାର ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ କରିଛନ୍ତି । ଏଥିପାଇଁ ଦିଆଯାଇଥିବା ଗାଇଡ଼ଲାଇନ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍ … Read More

ତାଲିମ ନାହିଁ କି ବଜାର, ମହିଳା ରୋଜଗାରୀ ହେବେ କେମିତି- ଆଲୋଚନା କଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‍):- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାର ଯେଉଁ ଲକ୍‍ଡାଉନ୍‍ ଶଟ୍‍ଡାଉନ୍‍ ବ୍ୟବସ୍ଥା ଆପଣାଇଲେ ତାହା ଦ୍ୱାରା ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିରୁ ମୁକୁଳିବାକୁ ଲକ୍‍ଡାଉନ୍‍-୪ଆରମ୍ଭରୁ ଚିନ୍ତା କରାଯାଇ ଅନେକ ଘୋଷଣା କରାଯାଇଥିଲେ ମଧ୍ୟ … Read More

ଖୁବ୍‌ଶୀଘ୍ର ଆସୁଛି ଜି-୧୦

   ବର୍ତ୍ତମାନ ଏହି ୧୦ ଟି ଦେଶ ଏକାଠି ବିଶ୍ୱକୁ ପରିଚାଳନା କରିବେ ଏବଂ ଏହା ଚୀନ୍ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ନିକଟରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଜି-୭ର ଶିଖର ସମ୍ମିଳନୀକୁ ସ୍ଥଗିତ ରଖିବାକୁ ଘୋଷଣା କରିବା ସହିତ ଏହକୁ … Read More

ଭାରତ ଫେରିପାରନ୍ତି ବିଜୟ ମାଲ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌) : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଯେ କୌଣସି ସମୟରେ ଭାରତକୁ ପ୍ରତ୍ୟାର୍ପଣ କରାଯାଇପାରେ । ଏ ନେଇ ଆଇନଗତ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଯାଇଛି, ଏଣୁ ଆଉ କୌଣସି ପ୍ରତିବନ୍ଧକ ନ ଥିବା ଜଣେ … Read More

ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) :  ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୯୧ କୋରୋନା ସଂକ୍ରମିତ । ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୧୪୧୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ … Read More

ଓଡ଼ିଶାଠାରୁ ୫୦୦କିମି ଦୂରରେ ପଙ୍ଗପାଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : ଓଡ଼ିଶାଠାରୁ ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ରହିଥିବା ସୂଚନା ରହିଛି । ଓଡ଼ିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । … Read More

୧୪୩ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ଆଜି ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି । ୧୪୩ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ଏନେଇ … Read More

କାଲି ଇସ୍ତଫା ଦେଇଥିଲେ, ଆଜି ପ୍ରତ୍ୟାହାର କରିନେଲେ ଜଗନ୍ନାଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ମଙ୍ଗଳବାର ସେ ଦଳରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ଚୟନରେ ତାଙ୍କୁ ନ ପଚାରି ନିଷ୍ପତ୍ତି ନିଆଯାଇଥିବାରୁ ସେ ଇସ୍ତଫା ଦେଇଥିଲେ । … Read More

ପ୍ରଖ୍ୟାତ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ପ୍ରଖ୍ୟାତ ସାହିତ୍ୟିକ, ପ୍ରାବନ୍ଧିକ ତଥା ସମାଲୋଚନ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ଆଜି ପରଲୋକ ଘଟିଛି । ୮୩ ବର୍ଷ ବୟସରେ ଇହଲିଳା ସମ୍ବରଣ କରିଛନ୍ତି । କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ … Read More

ରାଜ୍ୟରେ ଆଉ ୧୪୩ କୋରୋନା ଆକ୍ରାନ୍ତ ଚିହ୍ନଟ,୨ ହଜାର ୩୮୮ ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) :ରାଜ୍ୟରେ ପୁଣି ଆଉ ୧୪୩ କୋରୋନା ସଂକ୍ରମିତ ଚିହ୍ନଟ । ଏହି ଆକ୍ରାନ୍ତଙ୍କ ଲଗାଇ ରାଜ୍ୟରେ ୨,୩୮୮ ରେ ପହଞ୍ଚିଲା ସଂଖ୍ୟା । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ … Read More