୮ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୯ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୧୦ରୁ ୧୨ ତାରିଖବେଳକୁ ଓଡିଶା ଛୁଇଁପାରେ ମୌସୁମୀ । ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ବର୍ଷା … Read More

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ସ୍ନାନମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପହଣ୍ଡି ବିଜେରେ ରତ୍ନସଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ … Read More

ଜୁନ୍‌ ମାସ ହେବ ନିଣ୍ଣାୟକ; ଦେଖନ୍ତୁ ମୁଖ୍ୟମନ୍ତ୍ରୀ କ’ଣ କହିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜୁନ୍‌ ମାସ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ନିଣ୍ଣାୟକ ହେବ। ଏହି ମାସରେ ଯଦି ଆମେ ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା ତେବେ କରୋନା ବିରୋଧୀ ଲଢ଼େଇରେ ଆମକୁ ଅଭୂତପୂର୍ବ ସଫଳତା ମିଳିବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ … Read More

ସଟଡ଼ାଉନ ବେଳେ ଚାଲିବ ବସ୍

ଭୁବନେଶ୍ବର, (ଓଡିଶା ଟାଇମ୍) :   ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ କରୋନା ସତର୍କତା ଦୃଷ୍ଟିରୁ ୧୧ଜିଲ୍ଲାରେ ଜୁନ ୩୦ ଯାଏଁ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡ଼ାଉନ ରହିବ । … Read More

ତବଲିଗୀ ଜମାତରେ ଯୋଗଦେବା ନେଇ ୨୨୦୦ ବିଦେଶୀଙ୍କ ଉପରେ ୧୦ ବର୍ଷର ପ୍ରତିବନ୍ଧକ

 ତବଲିଗୀ ଜମାତର କାର୍ଯ୍ୟକଳାପରେ ଜଡ଼ିତ ୨୨୦୦ ବିଦେଶୀ ନାଗରିକଙ୍କ ଭାରତ ପ୍ରବେଶ ଉପରେ ସରକାର ପ୍ରତିବନ୍ଧ କରି ଦେଇଛନ୍ତି ୧୦ ବର୍ଷ ପାଇଁ ଭାରତ ଆସିବାକୁ ବାରଣ କରାଯାଇଛି  ତବଲିଗୀ ଏକ ଟୁରିଷ୍ଟ ଭିସା ନେଇ ଭାରତ ଆସିବା ପରେ ଜମାତ … Read More

ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ବର, (ଓଡିଶା ଟାଇମ୍) :  ପୁରୀରେ ଆଜି ରାତିରୁ ୧୪୪ ଧାରା ଜାରି ହେବ । ବିନା ଭକ୍ତରେ ହେବ ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା । ସୀମିତ ସଂଖ୍ୟକ ସେବାୟତ ଓ କୋଭିଡ-୧୯ ସାମାଜିକ କଟକଣା ମଧ୍ୟରେ ଏହି ଯାତ୍ରା … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୬୫ କୋରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆହୁରି ୬୫ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୧ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ … Read More

ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ … Read More

ସାମାଜିକ ଦୂରତା ଭଙ୍ଗ କରି ୧୦୦ ଟଙ୍କା ଜୋରିମାନା ଦେଲେ ସଂସାଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ୧୦୦ ଟଙ୍କା ଜୋରିମାନା ଦେଲେ ସାଂସଦ । ସମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ଜୋରିମାନା ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଦଳୀୟ ନେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତା … Read More

ଲାଞ୍ଚ ନେଇ ଧରାପଡ଼ିଲେ ବାଲିଅନ୍ତା ତହସିଲଦାର 

ଭୁବନେଶ୍ବର, (ଓଡିଶା ଟାଇମ୍) : ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି। ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି। ଡାଟା … Read More