ସଟ୍‌ଡାଉନ୍‌ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ୍‌ ଖାତାଦେଖା ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ୧୧ ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ୍‌ ଖାତାଦେଖା ବନ୍ଦ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ୧୧ଜିଲ୍ଲା ସଟଡ଼ାଉନ ରଖିବାକୁ ସରକାର ଘୋଷଣା କରିଛନ୍ତି … Read More

୨୪ଘଣ୍ଟାରେ ୨୯୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ସର୍ବାଧିକ ୯୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୪ଜଣଙ୍କର ମୃତ୍ୟୁ ହୋଇଛି … Read More

ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା : ୯ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୮ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୦ ତାରିଖ ଆଡକୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସହ ଓଡିଶାକୁ ପ୍ରବେଶ କରିବ ମୌସୁମୀ । ଏନେଇ ଆଞ୍ଚଳିକ … Read More

ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ ) :ରାଜ୍ୟରେ ଆଉ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି । ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ … Read More

୧୧ ଜିଲ୍ଲାରେ ୨ ଦିନିଆ ସଟ୍ ଡାଉନ୍ : ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ରହିବ ବଳବତ୍ତର

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଅର୍ଥାତ୍‌ ୪୮ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି … Read More

କାରେଣ୍ଟାଇନରେ ଗଲେ ୩୭୨ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ବର,(ଓଡିଶା ଟାଇମ୍) : ପଶ୍ଚିମବଙ୍ଗରୁ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ କାରେଣ୍ଟାଇରେ ଗଲେ ଓଡ଼ିଶା ଅଗ୍ନିଶମ ବିଭାଗର ୩୭୨ କର୍ମଚାରୀ । ସମସ୍ତଙ୍କୁ ୧୪ ଦିନିଆ କାରେଣ୍ଟାଇରେ ରଖାଯାଇଛି । କୃପାଜଳ ଇଂଜିନିୟରିଂ କ୍ୟାମ୍ପସ ଏବଂ ରେଭିନ୍ୟୁ ଅଫିସର୍ସ … Read More

ଆଜି ଜୁନ୍‌-୬, ଜାଣନ୍ତୁ ଆପଣଙ୍କ ରାଶିଫଳ

ଆଜି ଜୁନ୍‌-୬ ତାରିଖ, ପ୍ରତିପଦ ତିଥି। ବିଛା ୨୪ ଦିନ।  ଆଜିଠାରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଣସର ଆରମ୍ଭ ହୋଇଛି। ସ୍ନାନପୂଣ୍ଣମୀରେ ୧୦୮ ଗରା ଜଳ ଲାଗି ପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଅଣସର ପିଣ୍ଡିକୁ ବିରାଜିଛନ୍ତି। ଆଜିଠାରୁ ପ୍ରଭୁଙ୍କ ଗୁପ୍ତ … Read More

କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ବାଗଚୀ ଦମ୍ପତି ଦେଲେ ୨.୫ କୋଟି

ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍କିଲ୍ ଡେଭଲପମେଣ୍ଟ୍ ଅଥରିଟୀର ନିର୍ଦ୍ଦେଶକ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନର ନିର୍ଦ୍ଦେଶକ ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିଂକୁ କରୋନା ମୁକାବିଲା ପାଇଁ ଅଢେଇ କୋଟି ଟଙ୍କା ପ୍ରଦାନ … Read More

ଦାଉଦ୍ ଇବ୍ରାହିମ୍ ଓ ପତ୍ନୀ ମହାଜବିନ୍ କୋଭିଡ଼୍‌-୧୯ ସଂକ୍ରମିତ, ଗୁପ୍ତରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦୁନିଆର ପ୍ରଖ୍ୟାତ ଅଣ୍ଡରୱାର୍ଲଡ଼ ଡନ୍‌ ଦାଉଦ୍‌ ଇବ୍ରାହିମ କରୋନା ସଂକ୍ରମଣର ଶିକାର ହୋଇଛି l ଦାଉଦ୍‌ ଇବ୍ରାହିମ କରୋନା ପଜିଟିଭ ହୋଇଥିବା ଜଣାପଡ଼ିବା ପରେ ଦାଉଦ୍ର‌ ସବୁ ଷ୍ଟାଫଙ୍କୁ କ୍ଵାରେଣ୍ଟାଇନ କରାଯାଇଛି l ଦାଉଦ୍‌ ଇବ୍ରାହିମଙ୍କ … Read More

ପ୍ରବାସୀ କରୋନା ମାମଲାରେ ଓଡ଼ିଶା ଦେଶର ୨ୟ ସ୍ଥାନରେ- ମଇ ୨ ରେ ଗଞ୍ଜାମରେ ମାମଲା ନଥିବାବେଳେ ବର୍ତ୍ତମାନ ୫୩୩ ମାମଲା

ଦେଶର ଗାଁମାନଙ୍କରେ ସହର ଅପେକ୍ଷା କରୋନା ରୋଗୀ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ମଇ ୨ରେ ଓଡ଼ିଶାର ଗଞ୍ଜାମରେ କୌଣସି ମାମଲା ନଥିବାବେଳେ ବର୍ତ୍ତମାନ ୫୩୩ମାମଲା ପଞ୍ଜିକୃତ ହୋଇଛି । ଲକ୍‌ଡାଉନ୍‌ ପରେ ଯେତେବେଳେ ଅନ୍ୟ ରାଜ୍ୟର … Read More