୪୮ଘଣ୍ଟାରେ ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୪୮ଘଣ୍ଟାରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ୧୦ ତାରିଖରୁ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ … Read More

ଆଜିିଠୁ ରାଜ୍ୟ ଭିତରେ ଗଡ଼ିବ ୬ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର, (ଓଡିଶା ଟାଇମ୍) : ସର୍ଟଡାଉନ୍ ପରେ ଆଜିିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଭୁବନେଶ୍ୱରରୁ ବଲାଙ୍ଗିର, କୋରାପୁଟ,ଭଦ୍ରକ, ବ୍ରହ୍ମପୁର, ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର … Read More

ଜୁନ୍‌-୮ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି ଜୁନ୍‌ ୮ ତାରିଖ, ସୋମବାର। ଜାଣନ୍ତୁ  ସ୍ଥଳ ବିଶେଷରେ  ଆପଣଙ୍କ ରାଶିଫଳ ଆକଳନ। ମେଷ ଆଜି ଅଷ୍ଟମ ଚନ୍ଦ୍ର କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ଅନୁକୂଳ ରହିଲେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ। ଶୁଭ ରଙ୍ଗ … Read More

ସୁଦକ୍ଷ ଭୁତାଣୁ ପ୍ରବକ୍ତାଙ୍କ ଲୁଚକାଳି ଖେଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ଦ୍ଵାରା ଅଧିକୃତ ପ୍ରମୁଖ ଭୁତାଣୁ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀଙ୍କ ଦୀର୍ଘ ଦିନର ଅନୁପସ୍ଥିତି ଓ ହଠାତ ପୁନଃ ଆବିର୍ଭାବ ସର୍ବସାଧାରଣ ତଥା ପ୍ରଶାସନିକ ମହଲରେ କିଛି ଭିନ୍ନ ଭାବ ଇଙ୍ଗିତ କରୁଛି। ତାଙ୍କର ଏହି … Read More

ଚୀନ୍‌ ଅର୍ଥନୀତିରେ ପତନ ଆରମ୍ଭ !

ଚୀନ୍‌ର ସବୁଠାରୁ ଦୁଃସ୍ୱପ୍ନ ସାକାର ହୋଇଛି  ଚୀନ୍‌ର ରପ୍ତାନି ହ୍ରାସ ପାଉଛି, “ବିଶ୍ୱର ଯୋଗାଣ ଇଞ୍ଜିନ”ରେ ଛିଦ୍ର ଦୁଇ ସପ୍ତାହ ପୂର୍ବରୁ ଯେତେବେଳେ ଚୀନ୍ ସଂସଦର ବୈଠକରେ ​​ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଚଳିତ ବର୍ଷ ଅର୍ଥନୈତିକ ବିକାଶ ପାଇଁ କୌଣସି ମାପ … Read More

ସ୍କୁଲ ବନ୍ଦ ନିୟମ ଏବର୍ଷ ଲାଗୁ ହେବନାହିଁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱର ୦୭।୦୬: ରାଜ୍ୟରେ ଏବର୍ଷ କୌଣସି ସ୍କୁଲ ବନ୍ଦ ହେବନି । ସବୁ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ହେବ । ପୂର୍ବବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଏବର୍ଷ ବି ସେଠାରେ … Read More

ଚାକିରୀ ହରାଇ ଗାଁକୁ ଫେରୁଥିବା ଡିଗ୍ରୀଧାରୀମାନେ ବର୍ତ୍ତମାନ ନରେଗାଆଡ଼କୁ ମୁହାଁଇଛନ୍ତି

ଚଳିତ ବର୍ଷ ଏପ୍ରିଲ ୧ ପରେ ଅତି କମରେ ୩୫ ଲକ୍ଷ ଲୋକ ଏମନରେଗାରେ କାମ କରିବାକୁ ଆବେଦନ କରିଛନ୍ତି ବିଗତ ଏକ ଦଶନ୍ଧି ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ କରୋନା ଭୂତାଣୁ ସଂକ୍ରମଣ ଜନିତ ମହାମାରୀ କାରଣରୁ ଘୋଷିତ ପ୍ରାୟ … Read More

ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ। ବଜ୍ରାଘାତରେ ମୃତ୍ୟୁ କରିଥିବା ବ୍ୟକ୍ତିଙ୍କୁ ମିଳିଥିବା ସହାୟତା ଟଙ୍କାରେ ଭାଗ ବସାଇଲେ ପୋଲିସ୍ ବାବୁ। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ବିଛାଇଥିଲା ଜାଲ । ଏହି ସହାୟତା … Read More

ଲଘୁଚାପ: ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର , (ଓଡିଶା ଟାଇମ୍) : ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେବଳ ବର୍ଷା ନୁହେଁ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। … Read More

ସ୍ପେଶାଲ୍ ଟ୍ରେନରେ ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର , (ଓଡିଶା ଟାଇମ୍) : ବାହାର ରାଜ୍ୟରୁ ଏବେ ସୁଦ୍ଧା ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ। ରାଜ୍ୟକୁ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସି ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ପ୍ରବାସ ଫେରନ୍ତାଙ୍କୁ କରୋନା … Read More