ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪୬ ଆକ୍ରାନ୍ତ, ୩ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ … Read More

ପ୍ରତିଦିନ ୨ଟି ଅଣ୍ଡା ଖାଉଛନ୍ତି କି? ହୋଇପାରେ ଏହି ବିପଦ

(ଓଡିଶା ଟାଇମ୍) : ପ୍ରତିଦିନ ଆପଣ ଅଣ୍ଡା ଖାଉଛନ୍ତି କି? ସାବଧାନ ହୋଇଯାଆନ୍ତୁ । ପ୍ରତିଦିନ ଦୁଇଟି ଲେଖାଏଁ ଅଣ୍ଡା ଖାଇବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ । ଆସନ୍ତୁ ଏହା ପଛରେ କାରଣ କଣ ରହିଛି ଜାଣିବା … Read More

ଲଘୁଚାପ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ବର , (ଓଡିଶା ଟାଇମ୍) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ ଲଘୁଚାପର ରୂପ ନେବ ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ ଗବେଷଣା କେନ୍ଦ୍ର ଆଇଏମଡି । ଏହାର ପ୍ରଭାବରେ … Read More

ୱୁହାନ କରୋନା ସଂଖ୍ୟାକୁ ଖୁବ୍‌ଶୀଘ୍ର ଅତିକ୍ରମ କରିବ ମୁମ୍ବାଇ, କରୋନା ରୋଗୀ ୫୦ହଜାର ଡେଇଁଲା

ମୁମ୍ବାଇରେ କରୋନାଭାଇରସ୍ ସଂକ୍ରମିତ ରୋଗୀ ସଂଖ୍ୟା ବର୍ତ୍ତମାନ ଚୀନ୍‌ର ୱୁହାନ୍ ସହରର ସଂଖ୍ୟା ସହିତ ସମାନ । ମୁମ୍ବାଇ ଭାରତର ପ୍ରଥମ ସହର, ଆରମ୍ଭରୁ ସର୍ବାଧିକ ସଂଖ୍ୟକ ସଂକ୍ରମଣ ହୋଇଥିଲା । ସୋମବାର ସୁଦ୍ଧା ଏଠାରେ ୫୦ହଜାରରୁ ଅଧିକ ମାମଲା ରହିଛି … Read More

ଅମ୍ପନ ଉଦ୍ଧାର କାର୍ଯ୍ୟ ସାରି ପଶ୍ଚିମବଙ୍ଗରୁ ଫେରିଥିବା ୫୦ NDRF ଯବାନଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩ ଦିନ ତଳେ ଜଣଙ୍କଠାରୋ କରୋନା ଭୂତାଣୁ ଛିହ୍ନଟ ହୋଇଥିଲା। ଆଜି ଆଉ ୪୯ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ … Read More

ଭଲ କାମ କରି ସୋନୁ ସୁଦ୍‌ ସଂଜୟ ରାଉତଙ୍କ ଚକ୍ଷୁଶୀଳ

କଥାରେ ଅଛି, “ସନ୍ଦେହ ରୋଗ ପାଇଁ ବଇଦ ପାଖରେ ଔଷଧ ନାହିଁ” । ଏହି ସନ୍ଦେହ ସଂଜୟ ରାଉତଙ୍କ କ୍ଷେତ୍ରରେ ଏହା ଏକଦମ୍‌ ଫିଟ୍‌ ହୋଇଛି । ଯେଉଁଭଳିଭାବେ ସୋନୁ ସୁଦ୍‌ ଅନେକ ଶ୍ରମିକଙ୍କୁ ନିଜ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ … Read More

‘ଓଡିଶା ହେଉଛି ଭାରତର ସଂସ୍କାର କେନ୍ଦ୍ର’-ଶାହା 

ଓଡ଼ିଶା ଜନସମାବେଶ ରାଲିରେ ବିରୋଧୀଙ୍କୁ ଅମିତ୍‌ ଶାହାଙ୍କ ଆକ୍ରମଣ ପୁଲୱାମା ଏବଂ ଉରି ଆକ୍ରମଣକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦଣ୍ଡିତ କରିଛନ୍ତି ଆମେ ହୃଦୟଙ୍ଗମ କରିଛୁ ଯେ ସୀମାରେ ଏନ୍‌କାଉଣ୍ଟର ଶିଶୁ ଖେଳ ନୁହେଁ- ଅମିତ୍‌ ଶାହା ବର୍ତ୍ତମାନ ଓଡ଼ିଶାକୁ ବିଜେପିର ଏକ … Read More

ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମ ପ୍ରତିଶୃତି: ଶାହା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପିର ଓଡ଼ିଶା ଜନ ସମ୍ବାଦ ରାଲି ହୋଇଛି । ମୋଦି ସରକାରଙ୍କ-୨ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେଇ କହିଛନ୍ତି ଯେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ … Read More

ବାଲୁଚିସ୍ତାନରେ ଶାହିଦ୍ ଆଫ୍ରିଦି ହଟହଟା

“କ୍ରିକେଟ୍ ନୁହେଁ, ଆମେ ନ୍ୟାୟ ଚାହୁଁଛୁ”, ବାଲୁଚିସ୍ତାନର ଲୋକମାନେ ଶାହିଦ୍ ଆଫ୍ରିଦିଙ୍କୁ ସୀମା ପାର କରିଦେଲେ ବାଲୁଚିସ୍ତାନରେ କ୍ରିକେଟ୍ ଏକାଡେମୀ ଖୋଲିବାକୁ ଯାଇଥିଲେ ! ଶାହିଦ୍ ଆଫ୍ରିଦିଙ୍କୁ ଦେଖିଲେ ଗୋଟିଏ କଥା ମନେପଡ଼େ, “ବେଲଜ୍ୟାଙ୍କ ମୁହଁ ଟାଣ”। ଜନାବଙ୍କ ନିକଟରେ ଏହା … Read More

 ଖୁସି ଖବର : ସୁସ୍ଥ ହେଲେ ଆଉ ୯୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ୯୯ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୧୯୯୩ରେ ପହଁଚିଛି । ସୁସ୍ଥ ହୋଇଥିବା … Read More