୨୪ ଘଣ୍ଟାରେ ୯୯୮୫ ନୂଆ ସଂକ୍ରମିତ ଚିହ୍ନଟ, ୨୭୯ ମୃତ
ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଭାରତରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ବୁଧବାର ସକାଳ ସାଢ଼େ ୯ଟା ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବାବେଳେ ମୃତ୍ୟୁ … Read More
ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଭାରତରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ବୁଧବାର ସକାଳ ସାଢ଼େ ୯ଟା ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବାବେଳେ ମୃତ୍ୟୁ … Read More
ବାରିପଦା, (ଓଡିଶା ଟାଇମ ) : ଘାଟିରୁ ୭୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍ । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ସ୍ଥିତ ଦୁଆରଶୁଣୀ ଘାଟିରୁ ପ୍ରାୟ ୭୦ ଫୁଟ୍ ତଳକୁ ଏକ ପିଆଜ … Read More
ଭୁବନେଶ୍ବର, (ଓଡିଶା ଟାଇମ ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡିଏଫଓ । ବଲାଙ୍ଗିର ପାଟଣାଗଡରେ କେନ୍ଦୁପତ୍ର ଫଡି ମରାମତି ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର … Read More
ଭୁବନେଶ୍ବର, (ଓଡିଶା ଟାଇମ ) : କମିଶନରେଟ୍ ପୁଲିସ୍ର ସବ୍-ଇନ୍ସପେକ୍ଟର (ଏସ୍ଆଇ) ସ୍ତରରେ ଅଦଳବଦଳ ହୋଇଛି । ୩୧ ଜଣ ଏସ୍ଆଇଙ୍କ ବଦଳି ହୋଇଥିବା କମିଶନରେଟ୍ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କିଛି ଏଏସ୍ଆଇଙ୍କ ପଦୋନ୍ନତି ହୋଇଥିବା … Read More
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟ୍ୱିଟ୍ରରେ ଲଦାଖରେ ଚୀନର ଆକ୍ରମଣ ସମ୍ପର୍କରେ ପ୍ରଶ୍ନ କରିଥିଲେ । ସେ ପ୍ରଶ୍ନ କରିଥିଲେ ଯେ ଚୀନ୍ ଭାରତର ଜମି ଅଧିକାର କରିଛି କି? ଲଦାଖର ବିଜେପି … Read More
ନେପାଳର ଲୋୟର ସଂସଦର ପ୍ରତିନିଧୀ ଗୃହଦ୍ୱାରା ଦେଶର ନୂତନ ତଥା ବିବାଦୀୟ ମାନଚିତ୍ରରେ ଉପସ୍ଥାପିତ ହୋଇଥିବା ସାମ୍ବିଧାନିକ ସଂଶୋଧନ ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଭାରତ ସହିତ ଅଘଟଣ ମଧ୍ୟରେ ନେପାଳ ଏହି ନୂତନ ମାନଚିତ୍ରରେ ଲିପୁଲେଖ, କାଲାପାନି … Read More
କରୋନା ଭାଇରସ୍ ସଂକ୍ରମଣ ଏବଂ ପାଣିପାଗ ସଂଯୋଗ ଉପରେ ଗବେଷଣା ଏକ ନୂତନ ବିଷୟ ପ୍ରକାଶ କରିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେର ଅଧ୍ୟୟନ ଅନୁଯାୟୀ, ଆର୍ଦ୍ରତା ବଢୁଥିବାରୁ କରୋନା ବାୟୁମଣ୍ଡଳରେ ଅଧିକ ସମୟ ବଞ୍ଚିପାରେ । … Read More
ଭୁବନେଶ୍ବର , (ଓଡିଶା ଟାଇମ୍) : ଭଦ୍ରକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କ୍ୱାରେଣ୍ଟିନ୍ ସେଣ୍ଟରରେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗ୍ରାମାଞ୍ଚଳ ଥାନା କୁରୁକୁରା କ୍ୱାରେଣ୍ଟିନ୍ ସେଣ୍ଟରରେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । … Read More
ଭୁବନେଶ୍ବର, (ଓଡିଶା ଟାଇମ ) : ରାଜ୍ୟରେ ଆଉ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More
ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦିଲ୍ଲୀରେ ଆଜିଠୁ ଶସ୍ତା ହେଲା ମଦ । ଏହାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିକଟରେ ମଦ ଉପରେ ୭୦ ପ୍ରତିଶତ କୋରୋନା ଟ୍ୟାକ୍ସ ଲଗାଇଥିଲେ ଦିଲ୍ଲୀ ସରକାର । ଏବେ ଏହା … Read More