+୩ ଓ ପିଜି ଶେଷ ପରୀକ୍ଷା ବାତିଲ, ହାରାହାରି ଭିତ୍ତିରେ ମିଳିବ ମାର୍କ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟ ସରକାର ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ସର୍ବଶେଷ ପରୀକ୍ଷାଗୁଡ଼ିକୁ ବାତିଲ କରିଛନ୍ତି। ସେମାନଙ୍କୁ ପୂର୍ବ ସେମେଷ୍ଟାର ପରିକ୍ଷାରେ ଅର୍ଜନ କରିଥିବା ମାର୍କ ଭିତ୍ତିରେ ହାରାହାରି ମାର୍କ ଦେଇ ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ବିଶ୍ଵବିଦ୍ୟାଳୟଗୁଡ଼ିକୁ ଆଦେଶ … Read More











