ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ରାଜନୀତି ଗରମ, ବିଜେପି କହିଲା ସଂରକ୍ଷଣ ବ୍ୟବସ୍ଥା ସହିତ ଅଛି

ଦେଶରେ ସଂରକ୍ଷଣ ବିଷୟରେ ବିତର୍କ ପୁଣିଥରେ ଆରମ୍ଭ ହୋଇଛି । ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ । ତାମିଲନାଡ଼ୁର ମେଡ଼ିକାଲ କଲେଜରେ ଓବିସି ପ୍ରାର୍ଥୀଙ୍କ କୋଟା ପାଇଁ ଦାଖଲ ହୋଇଥିବା ଅନେକ ଆବେଦନ ଶୁଣାଣିବେଳେ … Read More

ନିଟ୍‌ ମାମଲା – ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ

ଜର୍ଜ ଓରୱେଲ ଏକ ପରିପ୍ରେକ୍ଷୀରେ ଠିକ୍ କହିଥିଲେ, “ଛଳନା, କପଟ ଓ ବର୍ବରତାର ଏହି ଯୁଗରେ ଯିଏ ସତ କହେ ତାଠାରୁ ଅଧିକ ବିପ୍ଲବୀ କେହି ନୁହଁନ୍ତି” । ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତିରେ ଏହା ସମ୍ପୂର୍ଣ୍ଣରୂପେ ଖାପ ଖାଉଛି । ସଂରକ୍ଷଣ … Read More

‘ଚୀନ୍‌ ଯାହା କହେ ଆମେ ତାହା କରୁ’- ଜୁମ୍‌ ଆପର ସ୍ୱୀକରୋକ୍ତି

ଆମେରିକାରେ ଥିବା ଚୀନ୍‌ର କାର୍ଯ୍ୟକର୍ତ୍ତାଙ୍କ ଏକ ଗୋଷ୍ଠୀର ଆକାଉଣ୍ଟକୁ ଜୁମ୍ ଭିଡ଼ିଓ କମ୍ୟୁନିକେସନ୍‌ଦ୍ୱାରା ସାମୟିକଭାବେ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହି କମ୍ପାନୀ ସ୍ୱୀକାର କରିଛି ଯେ ସେମାନେ ଚୀନ୍ ସରକାରଙ୍କ ନିର୍ଦ୍ଦେଶରେ ଏହା କରିଛନ୍ତି । ତାହା ହେଉଛି, ଏହା … Read More

ଦୀର୍ଘ 80 ଦିନ ପରେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ବିଶ୍ୱର ସବୁଠାରୁ ଧନୀ ମନ୍ଦିର

ତିରୁପତି, (ଓଡିଶା ଟାଇମ ) : ଦୀର୍ଘ 80 ଦିନ ପରେ ଖୋଲିଲା ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ବିଶ୍ୱପ୍ରସିଦ୍ଧ ତିରୁପତି ମନ୍ଦିର । ମନ୍ଦିରକୁ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ମନ୍ଦିର ପରିସରରେ କେଶ … Read More

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ବର , (ଓଡିଶା ଟାଇମ୍) : ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି ବିଏମସି । ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ସିଲ୍ ହୋଇଛି । ରାଜ୍ୟ ସରକାର ଆଜି ପାଇଁ ରାତ୍ରିକାଳୀନ କର୍ଫ୍ୟୁକୁ ୩ … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୧୨୦ କରୋନା ସଂକ୍ରମିତ

ଭୁବନେଶ୍ବର ,(ଓଡିଶା ଟାଇମ୍) : ଆଜି ରାଜ୍ୟରେ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୪୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୩୦ … Read More

ପାରାଦୀପ ମହାନଦୀ ମୁହାଣରେ ବୁଡିଲା ମାଛଧରା ଡଙ୍ଗା, 2 ଜଣଙ୍କ ମୃତ୍ୟୁ

ପାରାଦ୍ବୀପ, (ଓଡିଶା ଟାଇମ୍) : ପାରାଦୀପ ନେହେରୁ ବଙ୍ଗଳା ନିକଟସ୍ଥ ମହାନଦୀ ମୁହାଣରେ ବୁଡିଲା ମାଛଧରା ଡଙ୍ଗା ବୁଡ଼ । ମାଛ ଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉକ୍ତ … Read More

ସୀମାରେ ନେପାଳ ପୋଲିସର ଗୁଳିବର୍ଷା; ଜଣେ ଭାରତୀୟ ମୃତ; ୫ ଗୁରୁତର

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଶୁକ୍ରବାର ଦିନ ନେପାଳ ସୀମାନ୍ତଙ୍କୁ ଲାଗିଥିବା ବିହାର ରାଜ୍ୟର ସୀତାମାଢ଼ି ଜିଲ୍ଲାରେ ନେପାଳ ପୁଲିସ ଆଖିବୁଜା ଗୁଳି ଚଳାଇବାରୁ ଅନ୍ୟୂନ ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଆହତ ହୋଇଥିବା … Read More

ହାବିଲଦାର କରୋନା ସଂକ୍ରମିତ, ମୋଟୁ ଥାନା ହେଲା କଣ୍ଟେନମେଣ୍ଟ ଜୋନ୍

ମାଲକାନଗିରି , (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଆଉ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି … Read More

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ହସ୍ପିଟାଲ୍‌ କେସ୍‌ ରହିଥିବାବେଳେ ଆଉ ଗୋଟିଏ ହୋମ୍‌ କ୍ୱାରେଣ୍ଟିନ୍‌ କେସ୍‌ ରହିଛି। ଆପୋଲ ହସ୍ପିଟାଲ୍‌ର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ … Read More