ଟିକ୍‌ଟକ୍ ଭିଡିଓରୁ ଗଲା ଜୀବନ : ତଣ୍ଟି ବାଟେ ପଶିଗଲା ଜୀଅନ୍ତା ମାଛ

ତାମିଲନାଡ଼ୁ,(ଓଡିଶା ଟାଇମ୍) : ଜିଅନ୍ତା ମାଛକୁ ପାଟିରେ ପୁରାଇ କରୁଥିଲେ ଟିକ୍ ଟକ୍ ଭିଡିଓ, ତଣ୍ଟିରେ ଅଟକିଯିବାରୁ ଉଡିଗଲା ପ୍ରାଣବାୟୁ ଆଜିକାଲିର ଯୁବପିଢିକୁ ଲାଗିଛି ଟିକ୍ ଟକ୍ର ନିଶା । କେତେ ଯେ ଭିଡିଓ ପ୍ରସ୍ତୁତ କରାବେଳେ ମଲେଣି, ତାର ଠିକଣା … Read More

ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁରୀ ସହରରେ ଭୀଷଣ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା । ବଡ଼ଦାଣ୍ଡରେ ଆଣ୍ଠୁଏ ପାଣି । ସହରର ବିଭିନ୍ନ ଗଳିକନ୍ଦି ଏବ ତଳିଆ ଅଞ୍ଚଳରେ ପାଣି ଜମିଯାଇଛି । ସହରରେ ବର୍ଷା ପବନ ଲାଗି … Read More

ଆମେରିକା ଓ ଫିଲିପାଇନ୍ସରୁ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ନିବେଦନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):  ଆମେରିକା ଏବଂ ଫିଲିପାଇନ୍ସରେ ଫସି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ଲାଗି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଭିଯାନ ଆରମ୍ଭ କରିଛନ୍ତି। ସେହି ଦେଶର ରାଷ୍ଟ୍ରଦୂତଙ୍କୁ ଏଥି ନିମନ୍ତେ ନିବେଦନ କରିଛନ୍ତି। … Read More

ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୫ଜଣଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧରୁ ୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ଜଣ କରୋନା … Read More

ସୁସ୍ଥ ସ୍ୱାସ୍ଥ୍ୟ ଓ ସୁନ୍ଦର ତ୍ୱଚା ପାଇଁ ଘି କୁଆଁରୀ

(ଓଡିଶା ଟାଇମ୍) : ଘି କୁଆଁରୀ ଆମ ଶରୀର ସ୍ୱାସ୍ଥ୍ୟ ଓ ସୈାନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାଏ । ଘିକୁଆରୀକୁ ଆୟୁର୍ବେଦିକ ଭାଷାରେ ଘୃତକୁମାରୀ କୁହାଯାଏ । ଘି କୁଆଁରୀକୁ ବ୍ୟବହାର କରି ଅନେକ ରୋଗରୁ ମୁକ୍ତି ପାଇ ପାରିବା । … Read More

୨୯ ସିଆରପିଏଫ ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ) ଯବାନମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ସିଆରପିଏଫର ପୁଣି ୨୯ ଯବାନ କରୋନା … Read More

ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ପହଁଞ୍ଚିଲା ମାମଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ମାମଲା । ବର୍ତ୍ତମାନର ଆପାତକାଳୀନ ସ୍ଥିତିରେ ରଥଯାତ୍ରା କରାଇବା ଉଚିତ ହେବ ନାହିଁ, ତେଣୁ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରନ୍ତୁ । ଏଭଳି ଆବେଦନ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ … Read More

ଆଇପିଏସ୍‌ ଅମିତାଭଙ୍କ ଘନିଷ୍ଠ ଥିଲେ ସୁଶାନ୍ତ ସିଂହ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ବଲିଉଡର ଜଣେ ଲୋକପ୍ରିୟ କଳାକାର ଭାବେ ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତକାଲି ମୁମ୍ବାଇରେ ଥିବା ନିଜ ଘରେ ଫାଶୀ … Read More

ଆସିଲା ସୁଶାନ୍ତ ସିଂଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ଡାକ୍ତର

ମୁମ୍ବାଇ, (ଓଡିଶା ଟାଇମ୍) : ଗତକାଲି ୩୪ ବର୍ଷୀୟ ସୁଶାନ୍ତ ସିଂ ରାଜପୁତ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । କୁହାଯାଉଛି ଯେ ସୁଶାନ୍ତ ସିଂ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ । … Read More

ପାକିସ୍ତାନରୁ ୨ ଭାରତୀୟ ଦୂତବାସ ଅଧିକାରୀ ନିଖୋଜ

ପାକିସ୍ତାନ, (ଓଡିଶା ଟାଇମ୍) : ପାକିସ୍ତାନରେ ଭାରତୀୟ ଉଚ୍ଚ ଆୟୋଗ ସହ ଜଡିତ ଦୁଇ ଅଧିକାରୀ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି l ୨ ଭାରତୀୟ ଅଧିକାରୀ ଗତ ଦୁଇ ଘଣ୍ଟା ହେଲା ନିଖୋଜ ଥିବା କୁହାଯାଉଛି l ଭାରତୀୟ … Read More