କରୋନା ଅପଡେଟ : ୨୪ ଘଣ୍ଟାରେ ୧୬ ହଜାର ୯୨୨ ନୂଆ ରୋଗୀ, ୪୧୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୩ହଜାର ୧୦୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ହଜାର ୮୯୪ କୁ ବୃଦ୍ଧି … Read More

ରାଜ୍ୟରେ ଆଉ ୨୧୦ କରୋନା ସଂକ୍ରମିତ ଚିହ୍ନଟ, ୫୯୬୨ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ଯା । ରାଜ୍ୟରେ ଆଜି ଆଉ ୨୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା … Read More

ଆଜି ଶ୍ରୀମନ୍ଦିର ସେବାୟତଙ୍କର ହେବ କୋଭିଡ଼ ଟେଷ୍ଟ

ପୁରୀ, (ଓଡିଶା ଟାଇମ୍) : ରଥଯାତ୍ରା ପାଇଁ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ସେବାୟତଙ୍କର ଆଜି କୋଭିଡ଼ ଟେଷ୍ଟ କରାଯିବ। ସୁଆର ମହାସୁଆର ନିଯୋଗରଙ୍କ ଟେଷ୍ଟ କରାଯିବ। ପୁଷ୍ପାଳକ ନିଯୋଗ, ବିମାନବଡ଼ୁ ନିଯୋଗର ମଧ୍ୟ କୋଭିଡ଼ ଟେଷ୍ଟ କରାଯିବ। ସହରର ୩ଟି ସ୍ଥାନ … Read More

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନ ଅଲ୍‌ଆଉଟ୍‌ ଜାରି ରହିଛି । ଜାମ୍ମୁ-କାଶ୍ମୀରର ସୋପାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନ୍‌କାଉଣ୍ଟର ଜାରି ରହିଛି । ଏନ୍‌କାଉଣ୍ଟରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ସେନା ଓ … Read More

ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ, (ଓଡିଶା ଟାଇମ୍) :  ଆଜି ହୀରାକୁଦ ଛାଡିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୧୦ଟା ପରେ ଯେକୌଣସି ସମୟରେ ଛଡାଯିବ ବନ୍ୟାଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି। ବର୍ତ୍ତମାନ ହୀରାକୁଦ … Read More

ଆନ୍ଦୋଳନ ସତ୍ୱେ ତୁଳସୀକ୍ଷେତ୍ରରେ ଗଡ଼ିଲାନି ବ୍ରହ୍ମତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌) :କରୋନା ସଂକ୍ରମଣ ଭୟ ଯୋଗୁ ସର୍ବୋଚ୍ଚ ଅଦାଲତ କେବଳ ପୁରୀରେ କଟକଣା ମଧ୍ୟରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁମତି ପ୍ରଦାନ କରିଥିବା ବେଳେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଥିବାରୁ ତୁସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ … Read More

ଆତ୍ମନିର୍ଭର ଭାରତ-ଚାବିକାଠି କେଉଁଠି?

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ’ ମାସ ୧୨ ତାରିଖରେ ଦେଶ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣରେ ଆତ୍ମନିର୍ଭର ଭାରତ ବିଷୟ ଉତ୍‌ଥାପନ କରିଥିଲେ । ଏହା ନୂଆକଥା ନଥିଲା । ମହାତ୍ମା ଗାନ୍ଧୀ ତାଙ୍କର ପୁସ୍ତକ “ହିନ୍ଦ୍ ସ୍ୱରାଜ୍” ରେ ସ୍ୱଦେଶୀ … Read More

କ୍ୟାନସର ହସ୍ପିଟାଲରେ କ୍ୟାନସର ରୋଗୀକୁ କରୋନା

କଟକ, (ଓଡିଶା ଟାଇମ୍) : କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପହଞ୍ଚିଲା କରୋନା । ଜଣେ କ୍ୟାନସର ରୋଗୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଜୁନ ୧୯ ରେ କ୍ୟାନସର ପହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । … Read More

ଚତୁର୍ଦ୍ଧାମୂରତିଙ୍କ ଆଡପ ମଣ୍ଡପ ବିଜେ : ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କର୍ଫ୍ୟୁ ବଳବତ୍ତର

ପୁରୀ, (ଓଡିଶା ଟାଇମ୍) : ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହୋଇଛି । ପହଣ୍ଡି ଆରମ୍ଭ ହୋଇ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କ ଗୋଟି ପହଣ୍ଡି ଶେଷ ହୋଇଛି । ଗୋଟି ପହଣ୍ଡିରେ ଜନ୍ମବେଦିକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । … Read More

‘ନେହେରୁ ଚୀନ୍‌କୁ ଆସାମ ଦେବାକୁ ରାଜି ହୋଇଥିଲେ’

ମଇ ୫ତାରିଖ ପରଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହା ପରେ, ୧୫ ଜୁନ୍ ରେ, ଦୁଇ ଦେଶର ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଏହି ବିବାଦରେ ୨୦ ଜଣ ଭାରତୀୟ ସୈନିକ ସହିଦ … Read More