୧୨ ଦଳିଆ ମେଣ୍ଟ, ହତାଶ ବିରୋଧି ଦଳର ବିଫଳ ପ୍ରୟାସ

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଶାସନରେ କଂଗ୍ରେସ ସମେତ ଅଧିକାଂଶ ବିରୋଧି ଦଳ ମାଟି କାମୁଡ଼ିଲେଣି । ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶରେ ସର୍ବପୁରାତନ ରାଜେନୈତିକ ଦଳ କଂଗ୍ରେସ ଦେଶକୁ ତୃତୀୟ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ନିରଙ୍କୁଶ ଶାସନ ଦେଇଥିଲେ । … Read More

ଜୁନ୍‌ ଠାରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବ ପ୍ରସ୍ତୁତି ଦ୍ୱାରା ବିପର୍ଯ୍ୟୟର ମୁକାବିଲା କରାଯାଇପାରିବ। ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଆଜି ଏନେଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ବାତ୍ୟା, ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, … Read More

ଆନ୍ତର୍ଜାତୀକ ବିମାନ ସେବା ୧୫ ଜୁଲାଇ ପର୍ଯ୍ୟନ୍ତ ବନ୍ଦ

ରେଳବାଇ ପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମ୍ପର୍କରେ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଜୁଲାଇ ୧୫ ପର୍ଯ୍ୟନ୍ତ ଭାରତକୁ ଏବଂ ଆନ୍ତର୍ଜାତୀକ ବାଣିଜ୍ୟିକ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯିବ । ତେବେ ଏହି ସମୟ ମଧ୍ୟରେ … Read More

ଲଦାଖ ବାହାନାରେ ଆମେରିକାକୁ ଟାର୍ଗେଟ୍‌ କରୁଛି ଚୀନ୍‌

ପୂର୍ବ ଲଦାଖରେ ଯୁଦ୍ଧ ବିମାନ, ତାଇୱାନରେ ଫାଇଟର ଜେଟ୍‌ ଏବଂ ଜାପାନକୁ ବୁଡ଼ାଜାହାଜ ପଠାଇ ଚୀନ୍ ପଡ଼ୋଶୀ ଦେଶମାନଙ୍କୁ ହଇରାଣ କରିପାରେ । ଚୀନ୍‌ର ବାସ୍ତବିକ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ପ୍ରାଧାନ୍ୟ ପ୍ରତିଷ୍ଠା ପାଇଁ ଆମେରିକାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି । … Read More

ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

ଭୁବନେଶ୍ବର, (ଓଡିଶା ଟାଇମ୍) :ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । କରୋନା ସ୍ଥିତିକୁ ନଜରରେ ରଖି ଏପରି କଟକଣା ଜାରି କରିଛି ବିଏମସି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧରୀ । ବିଏମସି କମିଶନର … Read More

ଭାରତକୁ ଭୟ – ପିଓକେ ଡାକ୍ତରଖାନାରେ ୫୦% ଶଯ୍ୟା ସଂରକ୍ଷଣ ରଖିବାକୁ ପାକିସ୍ତାନୀ ସେନା ମୁଖ୍ୟଙ୍କ ନିର୍ଦ୍ଦେଶ

ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା କାରଣରୁ ପାକିସ୍ତାନ ନର୍ଭସ ହୋଇଥିବା ଜଣାପଡ଼ିଛି । ଗାଲଭାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଯଦି ଟେନସନ ବଢ଼ିଯାଏ, ତେବେ ପାକିସ୍ତାନ ଫ୍ରଣ୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସେନା ମୁଖ୍ୟ … Read More

୨୮ରୁ ୩୦ ଯାଏଁ ପାରଳାଖେମୁଣ୍ଡି ସଟଡାଉନ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଜପତି ଜିଲ୍ଲାର କେତେକ ଅଂଚଳରେ ଗତ ଏକ ସପ୍ତାହ ହେବ କ୍ରମାଗତ ଭାବେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ସେହିସବୁ ଅଂଚଳକୁ ଜୁନ ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନ ପାଇଁ … Read More

ରାଜ୍ୟ ପାଇଁ ଭଲ ଖବର, ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ୧୩୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୩୧ଙ୍କ ମଧ୍ୟରୁ … Read More

ପୁଣି ବଢିଲା ତେଲଦର, ଜାଣନ୍ତୁ କେତେ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ବି ବଢ଼ିଲା ତୈଳ ଦର। ଲଗାତର ୨୦ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ପେଟ୍ରୋଲ୍‌ … Read More

ରାଜ୍ୟରେ ବଢିବ କୋଭିଡ୍ ଟେଷ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଖ୍ୟା । ଜୁଲାଇ ମାସରେ କରୋନା ଟେଷ୍ଟ ବଢାଯିବ । ଏସସିବି, ଆଇସିଏମଆର, ଆଇଏଲଏସରେ ଟେଷ୍ଟ ବଢାଯିବ । ୭ଟି ମେଡିକାଲ କଲେଜରେ ୧୫୦ରୁ ୨ ଶହ … Read More