ତ୍ୱଚା ପାଇଁ କେତେ ଉପକାରୀ ଥଣ୍ଡା ପାଣି ?

ଭୁବନେଶ୍ୱର, (ଓଡିଶା ଟାଇମ): ମନୁଷ୍ୟର ସୁନ୍ଦରତା ତା’ର ଚେହେରାରୁ ଜଣାପଡିଥାଏ । ସେଥିପାଇଁ ସମସ୍ତେ ଅଳ୍ପବହୁତ ନିଜ ତ୍ୱଚାର ଯତ୍ନ ମଧ୍ୟ ନେଇଥାନ୍ତି । କେହିକେହି ବ୍ୟୁଟି ସପ୍ଲିମେଣ୍ଟସ୍ ଆଉ ଦାମିକିଆ ସ୍କ୍ରିନକେୟାର ପ୍ରଡକ୍ଟ ବ୍ୟବହାର କରିବାକୁ ମଧ୍ୟ ଭୁଲନ୍ତି ନାହିଁ … Read More

ପିଲାଙ୍କ ଟିଫିନ୍ ପାଇଁ ସ୍ପେଶାଲ ’ମୁଗଡାଲି ପରଠା’; କେମିତି ତିଆରିବେ ପଢ଼ନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ): ଦିନସାରା କାମ କରିକରି ବହୁ ଲୋକ ଥକ୍କି ଯାଆନ୍ତି । ଏହି ସମୟରେ ଛୋଟ ଛୁଆଙ୍କ ଟିଫିନ୍ ଲାଗି କିଭଳି ପୁଷ୍ଟିକର ଖାଦ୍ୟ ତିଆରି କରିବେ, ସେଥିପାଇଁ ମଧ୍ୟ ଅନେକ ଲୋକ ଚିନ୍ତିତ ହୋଇପଡନ୍ତି । କାହିଁକି … Read More

୬ଟି ଉପାୟରେ ବର୍ଷାଦିନେ ନିଅନ୍ତୁ କେଶର ଯତ୍ନ

ଭୁବନେଶ୍ୱର, (ଓଡିଶା ଟାଇମ): ସୁନ୍ଦର କେଶ ପାଇବା ପାଇଁ ପ୍ରାୟ ସମସ୍ତେ ଚାହାଁନ୍ତି । ଏଥିପାଇଁ କେଶରେ ବହୁ ହେୟାର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ହେଲେ ମଧ୍ୟ ଅଧିକାଂଶ ମହିଳାମାନେ ପତଳା କେଶ ତଥା ଚୁଟି ଝଡିବା ଭଳି … Read More

ଶିରିପୁର ଲକ୍ଷ୍ମୀବଜାର ବସ୍ତିରେ କରୋନା ସଂକ୍ରମଣ: ଅବରୋଧ ଅଞ୍ଚଳ ଘୋଷିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵରରେ କରୋନା ସ୍ଥାନୀୟ ସଂକ୍ରମଣ ଭୟ ଦେଖା ଦେଇଛି। ଶିରିପୁସ୍ଥିତ ଲକ୍ଷ୍ମୀବଜାର ବସ୍ତିରୁ ଲଗାତାର ଗୋଟିକ ପରେ ଗୋଟିଏ କରୋନା ସଂକ୍ରମିତଙ୍କୁ ଠାବ କରିବା ପରେ ଏହି ଅଞ୍ଚଳରୁ ଯେମିତି ଅନ୍ୟ ଅଞ୍ଚଳକୁ କରୋନା ଭୁତାଣୁ ସଂକ୍ରମିତ … Read More

ମୋବାଇଲ୍‌ ଚାର୍ଜିଂ ସଙ୍କଟ ଦୂର କରିବ ସୋଲ୍‌-କା’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ହାତରେ ଧରିଥିବା ମୋବାଇଲ୍‌ ଯଦି ହଠାତ୍‌ ଡ୍ରାଏ ହୋଇଗଲା, ତେବେ ମୁଣ୍ଡ ଉପରେ ଚଡ଼କ ପଡ଼ିଲାପରି ଲାଗେ। ପୁଣି ଆଖପାଖରେ ଯଦି ଚାର୍ଜିଂ ଉତ୍ସ ନମିଳେ ବା କିଛି ପାୱାର ବ୍ୟାଙ୍କ୍‌ ନଥାଏ ତେବେ ଆପଣ କେମିତି … Read More

ପୁରୀରେ ୩ଦିନ କର୍ଫ୍ୟୁ: ମଙ୍ଗଳବାର ରାତି ୧୦ଟାରୁ ଆରମ୍ଭ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାହୁଡ଼ା ଯାତ୍ରା ଓ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଏବଂ ଅନ୍ୟ ନୀତିକୁ  ବିନା ଭକ୍ତରେ ସୁରୁଖୁରରେ ପରିଚାଳନା କରିବା ଲାଗି ପ୍ରଶାସନ ପଦକ୍ଷେପ ଘୋଷଣା କରିଛି।  ବିନା ଭକ୍ତରେ ଯାତ୍ରା କାର୍ଯ୍ୟ ସମ୍ପୂଣ୍ଣ କରିବା ଲାଗି ସରକାରଙ୍କ ଜିଲ୍ଲା … Read More

କଟକରେ କରୋନା ମୁକାବିଲା: ପ୍ରତି ଓ୍ୱାର୍ଡରେ କମିଟି, ମନିଟରିଂ କରୁଛନ୍ତି ବରିଷ୍ଠ ଅଧିକାରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ମହାମାରୀକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର । କଟକ ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରତି ୱାର୍ଡରେ କମିଟି ଗଠିତ ହୋଇଛି । ସହରାଞ୍ଚଳରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି । ପ୍ରତି ୱାର୍ଡ ପାଇଁ … Read More

ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରେ ‘ଧ୍ୟାନ’

(ଓଡିଶା ଟାଇମ୍) : ଧ୍ୟାନ କରିବା ଏକ ଅମୂଲ୍ୟ ଧନ । ଏହା ଦ୍ୱାରା ଶରୀରକୁ ଶାନ୍ତି ପ୍ରାପ୍ତି ହୋଇଥାଏ । ଆଧୁନିକ ଯୁଗରେ ବୟସ୍କଙ୍କ ଭଳି ପିଲାମାନେ ବି ବ୍ୟସ୍ତ। କିନ୍ତୁ ପିଲା ବେଳରୁ ହିଁ ଶିଶୁଟିକୁ ଖେଳକୁ, ଧ୍ୟାନ … Read More

ରାଜ୍ୟ ପାଇଁ ଭଲ ଖବର ସୁସ୍ଥ ହେଲେ ଆଉ ୧୮୪ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆଜି ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬୦୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ … Read More

ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଉତ୍ତର ଭାରତରେ ପଙ୍ଗପାଳ କୃଷକମାନଙ୍କ ନିଦ ହଜାଇ ଦେଇଛନ୍ତି। ଆଜି ଏହି ପଙ୍ଗପାଳ ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ଏକ … Read More