ଚୀନ୍‌କୁ ଆଉ ଏକ ଝଟ୍‌କା, ଚୀନ୍‌ କମ୍ପାନୀ ରାଜପଥ ପ୍ରକଳ୍ପରୁ ବିଦା

ଚୀନ୍ ବିରୋଧରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନଆଡ଼କୁ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ପ୍ରଥମେ ୫୯ ଟି ଚୀନ୍‌ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ବର୍ତ୍ତମାନ ରାଜପଥ ପ୍ରକଳ୍ପରେ ଚୀନ୍‌ର କମ୍ପାନୀଗୁଡ଼ିକର ପ୍ରବେଶ ମଧ୍ୟ ବନ୍ଦ ହୋଇଯିବ । ପରିବହନ … Read More

ବହିଷ୍କୃତ IIC ଆନନ୍ଦ ମାଝୀକୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ରାଉରକେଲା, (ଓଡିଶା ଟାଇମ୍) : ସୁନ୍ଦରଗଡ଼ ସ୍ଥିତ ବୀରମିତ୍ରପୁରରେ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଯାଇଥିବା ଘଟଣା ଘଟିଥିଲା । ଏହି ମାମଲାରେ ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ … Read More

“ସମୟ ଅଛି, ସୁଧିରୀ ଯାଅ”, ଭାରତ ଚୀନ୍‌ ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ଫେସ୍‌ବୁକ୍‌ ଏବଂ ଗୁଗୁଲ୍‌କୁ ଦୃଢ଼ ବାର୍ତ୍ତା ପଠାଇଛି

ନିକଟରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଟିକ୍ ଟକ୍ ସମେତ ୫୯ ଟି ଚୀନ୍‌ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଟିକ୍ ଟକ୍, ସେନ, ୟୁସି ବ୍ରାଉଜର ସମେତ ୫୯ ଟି ଚୀନ୍‌ ଆପ୍‌କୁ କେନ୍ଦ୍ର ସରକାର ନିଷିଦ୍ଧ … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୩୫୩ରେ ପହଁଚିଛି । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୪୮ … Read More

ଚୀନ୍ ଖୁବ୍ ଶୀଘ୍ର ୭ ଭାଗରେ ବିଭକ୍ତ ହୋଇପାରେ !

ସେହି ୭ଭାଗ ହେଲା- ତିବ୍ଦତ, ହଂକଂ, ସାଂଘାଇ, ଜିନଜିଆଙ୍ଗ, ମଞ୍ଚୁରିଆ, ଚେଙ୍ଗଡୁ ଏବଂ ୱାଙ୍ଗ ୱାଙ୍ଗ  ୧୯୫୦ ମସିହାରେ ଚୀନ୍‌ର ଲୋକମାନେ କହୁଥିଲେ ଯେ ଆସନ୍ତାକାଲିର ଚୀନ୍ ଆଜିର ସୋଭିଏତ୍ ୟୁନିଅନ୍ (ୟୁଏସ୍ଏସ୍ଆର୍) ପରି ହେବ । ପ୍ରାୟ ୪ ଦଶନ୍ଧି … Read More

ବିଜେଡିର ନୂଆ ସାଂଗଠନିକ ପଦାଧିକାରୀ ନିଯୁକ୍ତ, ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ଵ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶାସକ ଦଳ ବିଜେଡିରେ ବରିଷ୍ଠ ନେତାଙ୍କୁ ବିଭିନ୍ନ ସାଂଗଠନିକ ପଦପଦବୀରେ ଅଳଂକୃତ କରାଯାଇଛି। ବୁଧବାରଦିନ ଦଳ ପକ୍ଷରୁ ପକାଶିତ ଏକ ଆଦେଶନାମାରେ ଯୋଜନା ବୋର୍ଡ଼  ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କୁ ପୁଣିଥରେ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଦାୟିତ୍ଵ … Read More

ରାଜ୍ୟରେ ବଢିଲା ବସ୍ ଭଡା

ଭୁବନେଶ୍ବର, (ଓଡିଶା ଟାଇମ୍) : ପୁଣି ବଢିଲା ବସ୍‌ ଭଡା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ … Read More

ଭୁବନେଶ୍ୱରରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ରାଜଧାନୀ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୨ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଓ ସ୍ଥାନୀୟ ଅଞ୍ଚଳରୁ ୮ଜଣ କରୋନା … Read More

ପାୱାର ପ୍ଲାଣ୍ଟରେ ବିସ୍ଫୋରଣ, ୫ ମୃତ

ଚେନ୍ନାଇ, (ଓଡିଶା ଟାଇମ୍) : ତାମିଲନାଡୁର କୁଡ୍ଡାଲୋର ଜିଲା ଅନ୍ତର୍ଗତ ନେଭେଲିରେ ଥିବା ନେଭେଲି ଲିଗନାଇଟ କର୍ପୋରେଶନ(ଏନଏଲସି)ରେ ବୁଧବାର ବଏଲର ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୭ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ … Read More

କଟକରୁ ଆଜି ୭ କରୋନା ପଜିଟିଭ୍ ଚିହ୍ନଟ, ୬ ଜଣଙ୍କର କ୍ୟାନସର ହସ୍ପିଟାଲ ଲିଙ୍କ୍

କଟକ, (ଓଡିଶା ଟାଇମ୍) : କଟକରୁ ଆଜି ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୬ ଆକ୍ରାନ୍ତ କ୍ୟାନସର ହସ୍ପିଟାଲର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟ ମଧ୍ୟ … Read More