ଅପରାଧୀ-ପୋଲିସ ଗୁଳିବିନିମୟ, ୮ ପୋଲିସ ସହିଦ

କାନପୁର, (ଓଡିଶା ଟାଇମ୍) : ଉତ୍ତର ପ୍ରଦେଶର କାନପୁର ଚୌବେପୁର ଥାନା ଅଞ୍ଚଳରେ ଅପରାଧୀଙ୍କୁ ଧରିବାକୁ ଯାଇ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିବା ଜଣାପଡିଛି । କୁଖ୍ୟାତ ଅପରାଧୀ ବିକାଶ … Read More

ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ । ହୃଦଘାତ ଯୋଗୁ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଜୁନ ୧୭ରେ ସେ ମୁମ୍ବାଇର … Read More

ଅନଲାଇନରେ ପାଠ ପଢ଼ିବେ ଡିଗ୍ରୀ ଓ ପିଜି ଛାତ୍ରଛାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ ଶିକ୍ଷାଦାନ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ୧୩ ତାରିଖରୁ ଅନ୍‌ଲାଇନ୍ ଟିଚିଂ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଅନ୍‌ଲାଇନ ଗ୍ରୁପରେ … Read More

ପୁରୁଣା ଜିନଷକୁ ବ୍ୟବହାର କରି ଘରକୁ ଦିଅନ୍ତୁ ନୂଆ ଲୁକ୍‌…

ଭୁବନେଶ୍ୱର, (ଓଡିଶା ଟାଇମ୍‌): କୁହାଯାଏ ଘର ଭିତର ସଫା ସୁତୁରା ରହିଲେ ଆପଣଙ୍କ ମୁଡ୍ ବି ଭଲ ରହିଥାଏ । ସେଥିପାଇଁ କେହିକେହି ଘରକୁ ସୁନ୍ଦର ଭାବେ ସଜାଇବା ଲାଗି ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିଥାନ୍ତି । ଯଦି ଆପଣ … Read More

ଟିକଟକର ବିକଳ୍ପ ପାଲଟିଛି ଏସବୁ ଆପ୍ସ, ପଢନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତ ସରକାର ସୋମବାର ଟିକ୍ଟକ୍ ସହିତ ୫୯ ଲୋକପ୍ରିୟ ଚାଇନିଜ ଆପକୁ ଦେଶରେ ବ୍ୟାନ୍ କରିଛନ୍ତି । ଏହାପରେ ପରେ ଗୁଗୁଲ ଓ ଆପଲ୍ ଭଳି ପ୍ଲେ ଷ୍ଟୋରରୁ ଏହିସବୁ ଆପକୁ ହଟାଇ ଦିଆଯାଇଛି । ଏଭଳି … Read More

ସୁଶାନ୍ତ ସିଂହ ରାଜପୁତ କେସ୍‌; ପଚରାଉଚରା ଲାଗି ସଞ୍ଜୟ ଲୀଲା ଭଂସାଲିଙ୍କୁ ପୋଲିସର ସମନ

ନୂଆଦୀଲ୍ଲୀ, (ଓଡିଶା ଟାଇମ୍‌): ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମଟର୍ମ ଓ ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଏହି ଅଭିନେତା ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି । ଏଭଳି ସମୟରେ ପୋଲିସ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ଜୋରଦାର ଖୋଳତାଡ କରୁଛି … Read More

ଫେସବୁକରେ ଆସିଲା ଅବତାର ଫିଚର୍ସ; ଏବେ ବନାଇପାରିବେ ନିଜର ଆନିମେଟେଡ୍ କ୍ୟାରେକ୍ଟର

ନୂଆଦିଲ୍ଲୀ,(ଓଡିଶା ଟାଇମ୍‌): ପପୁଲାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଭାରତୀୟ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର୍ସ ଲଞ୍ଚ କରିଛି । ଯାହାର ନାମ ଅବତାର ରହିଛି । ଏହାକୁ ବ୍ୟବହାର କରି ୟୁଜର୍ସ ମାନେ ନିଜର ଆନିମେଟେଡ୍ ଅବତାର ବା … Read More

ରେଳବାଇର ଘରୋଇକରଣ- ୨୦୨୩ ସୁଦ୍ଧା ଚାଲିବା ଆରମ୍ଭ କରିବ ଘରୋଇ ଟ୍ରେନ୍

ରେଳବାଇର ଘରୋଇକରଣ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି । ଯଦି ସବୁକିଛି ଠିକ୍ ସମୟରେ ହୁଏ, ଏପ୍ରିଲ୍ ୨୦୨୩ ରେ, ଦେଶରେ ଦଶହରା ଘରୋଇ ଟ୍ରେନ୍ ଚଳାଚଳ କରିବ । ବିଭିନ୍ନ ରୁଟରେ ଚାଲୁଥିବା ବେସରକାରୀ ଟ୍ରେନର ଭଡ଼ା କେତେ, ସେ … Read More

ରୁଷର ଭ୍ଲାଡିଭୋଷ୍ଟୋକ ସହର ଉପରେ ଚୀନ୍‌ର ଦାବି – ୧୮୬୦ ପୂର୍ବରୁ ଆମର ଥିଲା

ଭାରତ ସହିତ ଲଦାଖରେ ସୀମା ବିବାଦ ବଢ଼ାଉଥିବା ଚୀନ୍ ବର୍ତ୍ତମାନ ରୁଷର ଭ୍ଲାଡିଭୋଷ୍ଟୋକ ସହର ଦାବି କରିଛି । ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ୍ ସିଜିଟିଏନ (CGTN) ର ସମ୍ପାଦକ ଶେନ୍ ସିୱାଇ ଦାବି କରିଛନ୍ତି ଯେ ରୁଷର ଭ୍ଲାଡିଭୋଷ୍ଟୋକ ସହର … Read More

ଶତ୍ରୁ ସମ୍ପତ୍ତି ଆଇନ – ଯଦି ଭାରତ-ଚୀନ୍ ଯୁଦ୍ଧ ହୁଏ, ତେବେ ଭାରତ କୋଟି କୋଟି ମୂଲ୍ୟର ଚୀନ୍‌ ସମ୍ପତ୍ତି ଜବତ କରିବ

ମେ ମାସ ଆରମ୍ଭରୁ ଭାରତୀୟ ସୈନିକ ଏବଂ ସିସିପି ଯୁଦ୍ଧବିମାନ ସୀମାରେ ମୁହାଁମୁହିଁ ହୋଇଥିଲେ । ଜୁନ୍ ମାସରେ ଉଭୟ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଥିଲା ​​ଯେଉଁଥିରେ ଉଭୟ ପାର୍ଶ୍ୱରେ ଥିବା ସୈନିକମାନେ ପ୍ରାଣ ହରାଇଥିଲେ । … Read More