କୋଭିଡ ନିୟମ ଉଲଙ୍ଘନରେ ବନ୍ଦ ହେଲା ଟେକ୍ ମହିନ୍ଦ୍ରା

ଭୁବନେଶ୍ୱର,(ଓଡିଶା ଟାଇମ୍) : ଆଜି ଚନ୍ଦ୍ରଶେଖରପୁର ଅଂଚଳର ଏକ କମ୍ପାନୀ କାର୍ଯ୍ୟାଳୟ ଟେକ୍ ମହିନ୍ଦ୍ରାକୁ ବନ୍ଦ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ । ଚାଲୁ ରହିଥିବା ରୋଗ ନିରୀକ୍ଷଣ ଏବଂ ବ୍ୟବସ୍ଥାଗତ ବିବରଣୀ ରୁ ସମ୍ପୃକ୍ତ କାର୍ଯ୍ୟାଳୟରେ ଗୋଟିଏ ପରେ ଗୋଟିଏ … Read More

କୋଭିଡ ସମୟରେ ଓଡିଶା ସରକାରଙ୍କ ବସ୍ତି ଉଚ୍ଛେଦ ଅଭିଯାନକୁ ଦୃଢ ନିନ୍ଦା

ଭୁବନେଶ୍ବର (ଓଡିଶା ଟାଇମ୍) : ଓଡିଶା ସରକାର ତଥା ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷ ଓ ଭୁବନେଶ୍ବର ମ୍ଯୁନିସିପାଲିଟିର ଅଧିକାରୀମାନେ ସହର ମଧ୍ୟରେ ଥିବା ଡମଣା ନିକଟସ୍ଥ ତାରିଣୀ ବସ୍ତିର ୪୩୧ ପରିବାରଙ୍କୁ ଉଚ୍ଛେଦ କରିବା ଲାଗି ଯେଉଁ ଉଦ୍ୟମ କଲେ ତାହା … Read More

ଚୀନ୍ ରାଜନେତା ଏବଂ ଅଧିକାରୀମାନେ ବ୍ରିଟେନରେ ପ୍ରବେଶ କରିବା ମନା !

ଯଦି ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ରହିବା ସମୟରେ ବ୍ରିଟେନରେ ଯଦି କୌଣସି ପରିବର୍ତ୍ତନ ହୁଏ, ତେବେ ଅନୁପ୍ରବେଶକାରୀ ତଥା ସାମାଜିକ ବିରୋଧୀ ତତ୍ତ୍ୱ ଉପରେ ସରକାରଙ୍କ କଠୋର ଆଭିମୁଖ୍ୟରେ ସେ ନିଶ୍ଚିତଭାବେ ଦୃଶ୍ୟମାନ ହେବେ । ବର୍ତ୍ତମାନ ସମାନ ଦିଗକୁ ଗତି … Read More

ଇଭନିଂ ସ୍ନାକ୍ସରେ ଖାଆନ୍ତୁ ସୁଜି ବ୍ରେଡ୍ ସାଣ୍ଡୱିଚ୍‌, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସ୍କୁଲ, କଲେଜ ଓ ଅଫିସ୍ ଆଦି ବନ୍ଦ ରହିଛି । ଏପରିକି ସନ୍ଧ୍ୟା ସମୟରେ ବିନା କାରଣରେ ଘରୁ ବାହାରିବା ଉପରେ କଟକଣା ମଧ୍ୟ ଲଗାଯାଇଛି । ଏହି ସମୟରେ ଗୃହିଣୀ … Read More

ଆଇଟିଆର୍‌ର ପୂର୍ବତନ ଛାତ୍ରଙ୍କ ଦ୍ୱାରା ସେବା ପ୍ରଦାନକାରୀ ଷ୍ଟାର୍ଟଅପ୍ ଆରମ୍ଭ

ଭୁବନେଶ୍ୱର,(ଓଡିଶା ଟାଇମ୍) : ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର କେତେକ ପୂର୍ବତନ ଛାତ୍ର ଗ୍ରାହକମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି । ହୋମ୍ … Read More

ହାପି ବାର୍ଥଡେ ଧୋନି; କ୍ୟାପଟେନ୍ କୁଲଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର, (ଓଡିଶା ଟାଇମ୍‌): କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଖୁବ୍ ପରିଚିତ ମହେନ୍ଦ୍ର ସିଂହ ଧୋନୀ । ଯିଏକି ମାହି ଓ କ୍ୟାପଟେନ୍ କୁଲ୍ ନାମରେ ବି ଲୋକପ୍ରିୟ ହୋଇପାରିଛନ୍ତି । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଧୋନୀ … Read More

ଆମେରିକା ଟିକ୍‌ଟକ୍‌କୁ କାହିଁକି ନିଷେଧ କରିବାକୁ ଚାହୁଁଛି

ନିକଟରେ ଭାରତରେ ଟିକ୍‌ଟକ୍‌ ଉପରେ ନିଷେଧାଦେଶ ଜାରି କରାଯାଇଛି, କିନ୍ତୁ ଏହାର ଉତ୍ପତ୍ତି ସ୍ଥଳ ଚୀନ୍‌ରେ ଏହାକୁ ଦୀର୍ଘ ଦିନ ଧରି ନିଷିଦ୍ଧ କରାଯାଇଛି । ଭାରତର ପଥ ଅନୁସରଣ କରୁଥିବା ଆମେରିକା ମଧ୍ୟ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇପାରେ। … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ସର୍ବାଧିକ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୭ଜଣ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୭୦୩କୁ ବୃଦ୍ଧି ପାଇଛି … Read More

ବଢ଼ୁଥିବା ବିବାଦ ମଧ୍ୟରେ ହଂକଂରେ ଟିକ୍‌ଟକ୍‌ ଏହାର ସେବା ବନ୍ଦ କରିବ

ଟିକ୍‌ଟକ୍ ଏକ ବିବୃତ୍ତିରେ କହିଛନ୍ତି ଯେ ସାମ୍ପ୍ରତିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ହଂକଂରେ ଏହାର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।   ଫେସବୁକ୍, ହ୍ୱାଟସ୍ ଆପ୍, ଟେଲିଗ୍ରାମ, ଗୁଗୁଲ୍ ଏବଂ ଟ୍ୱିଟର ପରେ ସର୍ଟ ଭିଡ଼ିଓ ଆପ୍ ଟିକ୍‌ଟକ୍‌ ମଧ୍ୟ ମଙ୍ଗଳବାର … Read More

ଭୁବନେଶ୍ୱରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୨୯ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪ଜଣ, ସ୍ଥାନୀୟ ଅଞ୍ଚଳରୁ ୧୪ ଓ … Read More