କରୋନା ପାଇଁ ଆସନ୍ତା ୧୦ ଯାଏ ଓଡ଼ିଶା ହାଇକୋର୍ଟ ବନ୍ଦ

କଟକ, (ଓଡିଶା ଟାଇମ୍) :କରୋନା ପାଇଁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍‌ଡାଉନ୍‌ ଘୋଷଣା କରିଛି ସିଏମ୍‌ସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି … Read More

ପୋଲିସ ପଞ୍ଝାରେ ବିକାଶ ଦୁବେ

କାନପୁର, (ଓଡିଶା ଟାଇମ): କାନପୁର ସୁଟ୍‌ଆଉଟ୍‌ର ମାଷ୍ଟରମାଇଣ୍ଡ ବିକେଶ ଦୁବେ ଗିରଫ । ମଧ୍ୟପ୍ରଦେଶର ଉଜ୍ଜେନରୁ ଗିରଫ କଲା ପୋଲିସ । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍‌ଆଉଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା … Read More

ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୨୪,୮୭୯ ନୂଆ ଆକ୍ରାନ୍ତ, ୪୮୭ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୭ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧,୧୨୯ରେ … Read More

ଆଜିଠୁ ଗଞ୍ଜାମ ସହରାଞ୍ଚଳରେ ସଟ୍‌ଡାଉନ୍‌

ଗଞ୍ଜାମ, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ଅଣାୟତ ହେଉଛି କରୋନାସ୍ଥିତି । ତେଣୁ ସଂକ୍ରମଣ ରୋକିବାକୁ କଟକ ପରେ ଏବେ ଗଞ୍ଜାମ ଜିଲ୍ଲା ସଟଡାଉନ। ଆଜିଠୁ ୧୩ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ସଟଡାଉନ୍। ଏନେଇ ଘୋଷଣା କରିଛନ୍ତି … Read More

ଜୁନ ମାସରେ କମ୍ ବର୍ଷା: ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌) :ଗତ ଜୁନ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱଭାବିତା ଠାରୁ କମ୍ ବର୍ଷା ହୋଇଥିବାରୁ ଖରିଫ ଧାନ ଚାଷ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଚାଷ ଜମିରେ ଖରିଫ ଋତୁରେ ମୁଖ୍ୟତଃ ଧାନ ଚାଷ … Read More

ଚଳିତ ବର୍ଷ ସିବିଏସ୍ଇର ସିଲାବସ୍‌ରୁ ଧର୍ମନିରପେକ୍ଷତା ହଟିଲା, ଏହା ଛୋଟ ମନେହୁଏ କିନ୍ତୁ ଏହାର ପ୍ରଭାବ ବ୍ୟାପକ

ସମ୍ପ୍ରତି, ୱୁହାନ୍ ଭୂତାଣୁ ଯୋଗୁଁ ଅନେକ ଦେଶ ପାଠ୍ୟକ୍ରମରେ କିଛି ବଡ଼ ପରିବର୍ତ୍ତନ କରିଛନ୍ତି ଏବଂ ଭାରତ ଏଥିରୁ ବାଦ୍‌ ଯାଇନାହିଁ । ବର୍ତ୍ତମାନ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼, ଅର୍ଥାତ୍ ସିବିଏସ୍ଇ, ୱୁହାନ୍ ଭାଇରସ୍ କାରଣରୁ ପାଠ୍ୟକ୍ରମରେ କିଛି ଗୁରୁତ୍ୱପୂର୍ଣ୍ଣ … Read More

ଅବାଟରେ ବନା ମଉସାଙ୍କ ଧାନ ବେପାର

ବରେନ୍ଦ୍ର କୃଷ୍ଣ ସାହୁ ବନା ମଉସା । ପୂରା ନାଁ ବନମାଳି ବାରିକ । ଉଚ୍ଚତା ସାଢେ 6 ଫୁଟରୁ ଅଧିକ ହେବ ! ମଉସା ଛିଡା ହୋଇ ପଡ଼ିଲେ 24 ଇଞ୍ଚିଆ ସାଇକେଲ ଗୋଡ଼ ତଳେ ଗଡ଼ିଯିବ । ଆମେ … Read More

ଭୁବନେଶ୍ବରରୁ ଆଜି ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ଜଣ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୪୬ଜଣଙ୍କ ମଧ୍ୟରୁ ୨୨ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଓ ୨୪ଜଣ ସ୍ଥାନୀୟ … Read More

ଗାନ୍ଧୀ ପରିବାରର ତିନୋଟି ଟ୍ରଷ୍ଟର ଯାଞ୍ଚ ହେବ

ରାହୁଲଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ତର, ଯେଉଁମାନେ ସତ୍ୟ ପାଇଁ ଲଢ଼ୁଛନ୍ତି ସେମାନଙ୍କୁ ଧମକ ଦିଆଯାଇପାରିବ ନାହିଁ ଗାନ୍ଧୀ ପରିବାରର ଅସୁବିଧା ବଢ଼ିବାରେ ଲାଗିଛି । ଗାନ୍ଧୀ ପରିବାରର ତିନିଟି ଟ୍ରଷ୍ଟର ଅନୁସନ୍ଧାନ ପାଇଁ ଗୃହ ମନ୍ତ୍ରାଳୟ ଏକ କମିଟି ଗଠନ କରିଛି । … Read More

ରାଜ୍ୟ ପାଇଁ ଭଲ ଖବର,ସୁସ୍ଥ ହେଲେ ଆଉ ୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ସର୍ବାଧିକ ୩୦୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା  ୭୦୦୬କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷ୍ୟରୁ … Read More