ଗଛମୂଳରେ ମନ୍ତ୍ରୀ: ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ!
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସାମ୍ବିଧାନିକ ଶାସନ କ୍ଷମତା ପାଇଥିବା ରାଜ୍ୟର ମନ୍ତ୍ରୀମାନେ ଏବେ ଆଶଙ୍କିତ ଅବସ୍ଥାରେ। ଆଗକୁ ତାଙ୍କ ପଦବୀ ରହିବ ନା ନାହିଁ, ଯେଉଁ ପ୍ରତିଶୃତି ସେମାନେ କର୍ମୀ, ଅଧିକାରୀ ଓ ବ୍ୟବସାୟୀଙ୍କୁ ଦେଇଛନ୍ତି ତାହା ରକ୍ଷା କରିପାରିବେ କି … Read More











