ପାକିସ୍ତାନକୁ ବିଶ୍ୱର ସ୍ପଷ୍ଟ ବାର୍ତ୍ତା, ଚୀନ୍ର ଗୋଡ଼ାଣିଆ ବନ୍ଦ କର ନଚେତ୍ ପରିଣାମ ଭୋଗିବ
ସାମ୍ରାଜ୍ୟବାଦୀ ତଥା ସ୍ୱାର୍ଥପର ମନୋଭାବ ଯୋଗୁଁ ଚୀନ୍ ସମଗ୍ର ବିଶ୍ୱର ଶତ୍ରୁ ପାଲଟିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଚୀନ୍କୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଉପରେ ବିଶ୍ୱ ବିଚ୍ଛିନ୍ନ ହେବାର ଆଶଙ୍କା ଆରମ୍ଭ ହୋଇଛି । ଚୀନ୍ର ଗୃହପାଳିତ ପାକିସ୍ଥାନରେ ମଧ୍ୟ … Read More











