ତିରୁପତି ମନ୍ଦିରର ୧୪ ପୂଜକ କରୋନା ଆକ୍ରାନ୍ତ
ତିରୁମାଳା (ଓଡିଶା ଟାଇମ୍): ଆନ୍ଧ୍ରପ୍ରଦେଶର ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)ର ପ୍ରାୟ ୧୪ ଜଣ ପୂଜକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ତିରୁପତି ଦେବସ୍ଥାନମର କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂଘଲ ଗୁରୁବାର ଦିନ ସୂଚନା ଦେଇଛନ୍ତି । … Read More











