ଯୁବ ନେତାଙ୍କ ପ୍ରତି ୧୯୭୦ଭଳି କଂଗ୍ରେସର ବ୍ୟବହାର କାମ କରିବ ନାହିଁ

ଯୁବ ନେତାଙ୍କୁ କିପରି ବ୍ୟବହାର କରାଯାଉଛି ବିଜେପିରୁ ଏହା ଶିଖାଯାଇପାରିବ । କ୍ଷମତା ପାଇଁ ବିଜେପିର ଲୋଭ ବିପଜ୍ଜନକ କିନ୍ତୁ ପ୍ରେରଣାଦାୟକ ମଧ୍ୟ । ଏହାର କାରଣ ହେଉଛି ଯେ ରାଜସ୍ଥାନ ସଙ୍କଟ ମାମଲାରେ ନିଜକୁ ବୋକା ବନେଇ କଂଗ୍ରେସକୁ ସମାଲୋଚନା … Read More

ରାଜଧାନୀରୁ ଆଉ ୨୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭୁବନେଶ୍ୱରରୁ ଆଉ ୨୧ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ … Read More

ଉଦ୍ଧବଙ୍କ ପୁତ୍ରମୋହ- ମହାରାଷ୍ଟ୍ରର ମହାବିକାଶ-ଅଘାଡ଼ି ସରକାର ଯେକୌଣସି ସମୟରେ ଭାଙ୍ଗିପାରେ !

ଯେବେଠାରୁ ମହାରାଷ୍ଟ୍ରରେ ଏନସିପି ଏବଂ ଶିବସେନା ମହାବିକାଶ- ଅଘାଡ଼ି ସରକାର କ୍ଷମତାକୁ ଆସିଛି, ସେବେଠାରୁ ମତଭେଦ ହେତୁ ଏହି ସରକାର ଅଧିକ ଦିନ ରହିବ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି । ତେବେ ଏହି କଳ୍ପନାଜଳ୍ପନାକୁ ଏଡ଼ାଇ ଏହି ସରକାର ଏପର୍ଯ୍ୟନ୍ତ … Read More

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀରେ ଦିନ ଦି ପ୍ରହରରେ ଆତଙ୍କରାଜ । ପୂର୍ବ ଶତ୍ରୁତା କେନ୍ଦ୍ର କରି ଯୁବକଙ୍କୁ ରାସ୍ତା ମଝିରେ ହାଣିଲେ ଦୁର୍ବୁତ୍ତ । ଭୁବନେଶ୍ବର ସ୍ଥିତ ବାପୁଜୀ ନଗରରେ ଯୁବକଙ୍କୁ ବିଚ୍ ରାସ୍ତାରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ … Read More

ମୋଦୀଙ୍କୁ ନେଇ ରାହୁଲ-ଜାଭଡ଼େକରଙ୍କ ‘ମହାଭାରତ’

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍‌ର ମାଧ୍ୟମରେ ମୋଦୀ ସରକାର (ଟ୍ୱିଟ୍‌ର) ଉପରେ ଏକ ବଡ ଆକ୍ରମଣ କରିଛନ୍ତି। ଗତ ୬ମାସକୁ ଦର୍ଶାଇ ରାହୁଲ ନମସ୍ତେ ଟ୍ରମ୍ପଙ୍କଠାରୁ ଆରମ୍ଭ କରି ଚୀନ୍ (ଭାରତ ଚୀନ୍ ସୀମା ବିବାଦ)କୁ ପ୍ରସଙ୍ଗ କରି ଟ୍ୱିଟ୍‌ରରେ … Read More

ସମ୍ବଲପୁର ଜିଲ୍ଲାରେ ୧୦ଦିନିଆ ସଟ୍‌ଡାଉନ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ସମ୍ବଲପୁର ଜିଲ୍ଲାରେ ୧୦ ଦିନିଆ ସଟ୍ ଡାଉନ୍ । ଦୁଇଟି ପର୍ଯ୍ୟାୟରେ ଏହି ସଟ୍ ଡାଉନ୍ ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ୪ ଦିନ ସଟ୍ ଡାଉନ୍ କରାଯିବ । … Read More

ସତ୍ୟନଗର ଶ୍ମଶାନରେ ଶେଷହେଲା ବିଜୟ ମହାନ୍ତିଙ୍କ ଶେଷକୃତ୍ତ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ବରିଷ୍ଠ ଅଭିନେତା ବିଜୟ ମହାନ୍ତଙ୍କର ଶେଷକୃତ୍ତ୍ୟ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି। କୋଭିଡ କଟକଣା ପାଇଁ ମାତ୍ର ଅଳ୍ପକେତେ ଜଣ ଲୋକଙ୍କ ସମାଗମରେ ବିଜୟଙ୍କ ଶେଷକୃତ୍ତ୍ୟ କରାଯାଇଛି। ବିଜୟଙ୍କ ଜ୍ବାଇଁ ମୁଖାଗ୍ନି ଦେଇଥିବା ଜଣାପଡିଛି। … Read More

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ଟେଲିମେଡିସିନ ସେବା

ଭଦ୍ରକ, (ଓଡିଶା ଟାଇମ୍) :  ରାଜ୍ୟରେ ହୁ ହୁ ହୋଇ କରୋନା ସଂଖ୍ୟା ବଢିବାରେ ଲାଗିଛି। ଏହା ସହ ଭଦ୍ରକ ଜିଲାରେ ମଧ୍ୟ କରୋନା ସଂଖ୍ୟା ବଢୁଛି । କରୋନା ମହାମାରୀ ସଙ୍କଟ ସମୟରେ  ଜିଲ୍ଲାବାସୀଙ୍କୁ ଘରେ ବସି ସ୍ବାସ୍ଥ୍ୟ ସେବା … Read More

ଗଜପତି ADM କରୁଣାକର ରାଇକାଙ୍କ ମୃତ୍ୟୁ, କୋଭିଡ୍ ହସ୍ପିଟାଲ୍ ପରିଚାଳନା ଦାୟିତ୍ବରେ ଥିଲେ

ଗଜପତି, (ଓଡିଶା ଟାଇମ୍) : ଗଜପତି ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ବରେ ଥିଲେ କରୁଣାକର ରାଇକା । ସୂଚନା ଅନୁସାରେ ଗତ କିଛି ଦିନ … Read More

ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ପୁଦିନା, ପଢନ୍ତୁ…

ଭୁବନେଶ୍ୱର, (ଓଡିଶା ଟାଇମ୍‌): ପୁଦିନା ଖାଦ୍ୟର ସ୍ୱାଦ ବଢେଇବା ସହ ସ୍ୱାସ୍ଥ୍ୟ ଲାଗି ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । ପୁଦିନାରେ ମିନ୍ଥଲ୍‌, ପ୍ରୋଟିନ୍‌, କାର୍ବୋହାଇଡ୍ୟେଟ୍‌, ଭିଟାମିନ୍‌-ଏ, କପର୍‌, ଆଇରନ୍ ଭଳି ଉପାଦାନ ଭରି ରହିଛି । ଆସନ୍ତୁ ଜାଣିବା ପୁଦିନାରେ … Read More