ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେଲେ ଏ.ଆର ରେହମାନ

ମୁମ୍ବାଇ, (ଓଡ଼ିଶା ଟାଇମ୍): ଓସ୍କାର ବିଜେତା ତଥା ମ୍ୟୁଜିକ କମ୍ପୋଜର ଏଆର ରେହମାନଙ୍କ ସହ ବହୁ କଳାକାର ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଆଜି ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ଦେଇଛନ୍ତି । ଏନେଇ ଡିଜନୀ-ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରାଯାଇଛି ।  ସୁଶାନ୍ତଙ୍କ … Read More

ଗାଜିଆବାଦ ସାମ୍ବାଦିକ ହତ୍ୟା ମାମଲା; ୯ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଦିଲ୍ଲୀ ନିକଟସ୍ଥ ଗାଜିଆବାଦ ଠାରେ ସୋମବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସୂଚନାନୁଯାୟୀ, ସମ୍ପୃକ୍ତ ସାମ୍ବାଦିକ ବିକ୍ରମ ଯୋଶୀ ଜଣକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି … Read More

“ଚୀନ୍ ପ୍ରଥମେ ଧ୍ୱଂସ ହେବ, ତାପରେ ସିସିପିକୁ ମୂଳୋତ୍ପାଟନ ହେବ”, ଆମେରିକାର ସୈନ୍ୟବାହିନୀର ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ଅପେକ୍ଷା

ଯଦିଓ ୱୁହାନ ଭୂତାଣୁ ମହାମାରୀରୁ ରକ୍ଷା ପାଇବା ପାଇଁ ବିଶ୍ୱ ଲଢ଼ିବାରେ ଲାଗିଛି, ତଥାପି ଡୋନାଲ୍ଡ ଟ୍ରମ୍ପ କୌଣସି ପରିସ୍ଥିତିରେ ଚୀନ୍‌କୁ କ୍ଷମା କରିବାର ମନୋଭାବରେ ନାହାଁନ୍ତି । ବର୍ତ୍ତମାନର ସୂଚନାନୁସାରେ, ଡୋନାଲ୍ଡ ଟ୍ରମ୍ପ ଚୀନ୍ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ … Read More

ରାୟଗଡା ଜିଲ୍ଲା ସପ୍ତାହେ ସଟ୍ ଡାଉନ୍

ଭୁବନେଶ୍ବର, (ଓଡିଶା ଟାଇମ୍): ସପ୍ତାହେ ପାଇଁ ରାୟଗଡା ଜିଲ୍ଲା ସଟ୍ ଡାଉନ୍ । ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲିଠାରୁ ଏହି ସଟ୍ ଡାଉନ୍ କାର୍ଯ୍ୟକାରୀ ହେବ । … Read More

କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଶାରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ … Read More

ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୩୫ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ୩୭,୭୨୪ ଆକ୍ରାନ୍ତ ଓ ୬୪୮ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୧ ଲକ୍ଷ ୯୨ ହଜାର ୯୧୫ରେ ପହଞ୍ଚିଛି । ଦେଶରେ କରୋନା ଜନିତ … Read More

ଆଜିଠୁ ୧୦ ଦିନ ଯାଏ ସମ୍ବଲପୁର ସଟ୍‌ଡାଉନ୍ 

ସମ୍ବଲପୁର, (ଓଡିଶା ଟାଇମ୍) : ଆଜିଠୁ ୧୦ ଦିନ ଯାଏ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନୁଯାୟୀ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୪ଦିନ … Read More

‘ରାତିରେ ଗଡିବ ୨୨ଟି ଅଟୋ’

ବ୍ରହ୍ମପୁର, (ଓଡିଶା ଟାଇମ୍) : ଲକ୍ ଡାଉନରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ଲାଗି ୨୨ଟି ଅଟୋ ଚଳାଚଳ କରିବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି … Read More

ଆଜିଠାରୁ ଭୁବନେଶ୍ୱର ସମ୍‌ରେ ଦେଶୀ କରୋନା ଟୀକା ପରୀକ୍ଷଣ

କୋଭିଡ଼୍‌ – ୧୯ ପାଇଁ ଭାରତରେ ନିର୍ମିତ ପ୍ରଥମ ଟୀକା କୋଭାକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଚାଲିଛି । ଦେଶରେ କରୋନା ମାମଲା ୧୧ଲକ୍ଷ ଅତିକ୍ରମ କରିଛି । ପରିସ୍ଥିତିକୁ ଦେଖି ଟୀକା ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । କୋଭାକ୍ସିନ୍ … Read More