ବଜେଟର ବିକଳ ଚିତ୍ର…

BHUBANESWAR: ଏଇଠି ମନେପଡ଼େ, କବି ଯଦୁମଣିଙ୍କ ସେହି ପଦଟି… “ଅନ୍ଧ ଦେଶକୁ ଗଲି ଦର୍ପଣ ବିକି… । ଏବେ କିନ୍ତୁ ଆମେ ସମସ୍ତେ ଅନ୍ଧ, ଆମ ପାଇଁ ବିକ୍ରି ହେଉଛି ଦର୍ପଣ । କିଏ ଏଠି ଅନ୍ଧ… କିଏ ଏଠି ବିକୁଛି … Read More

ସୁନା, ରୁପା କାହାଣୀ…

ଭୁବନେଶ୍ବର: ସୁନା-ରୁପା ଦି ଭଉଣୀ, ନା ଉଭୟେ ପରସ୍ପରର ସଉତୁଣୀ ! ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ପ୍ରତୀକ, ସୁନା ଓ ରୁପା ମଧ୍ୟରେ କାହିଁକି ଏମିତି ପ୍ରତିଦ୍ବନ୍ଦିତା ଚାଲିଛି ! ସୁନା ଓ ରୁପାର ଦାମକୁ କିଏ ବଢ଼ାଉଛି… କିଏ … Read More

କଣ ହେବ ଏନସିପିର !…

BHUBANESWAR:  କଣ ହେବ ମହାରାଷ୍ଟ୍ରରେ ! ବିଜେପି ଷଡ଼ଯନ୍ତ୍ରରେ ପ୍ରଥମେ ମହାରାଷ୍ଟ୍ରର ଦୁଇ ପ୍ରମୁଖ ଆଞ୍ଚଳିକ ରାଜନୈତିକ ଦଳ, ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଥାକରେଙ୍କ ଶିବସେନା ଦି-ଦି ଫାଳ ହୋଇଗଲା । ଦାଦା ଶରଦ ପାୱାରଙ୍କଠାରୁ ମୂଳ ଏନସିପିକୁ … Read More

ଟ୍ରମ୍ପଙ୍କୁ କେହି ତ ଜଣେ ଅଟକାଅ…

BHUBANESWAR: ଆମେମାନେ ମଣିଷ ଟି ! ଆମେମାନେ ବଞ୍ଚିଛେ ଟି ! କାହିଁକି ବଞ୍ଚିଛେ ? କଣ କରୁଛେ ? କେତେ ଦିନ ଆମେ ଏମିତି ‘ଦେଖ-ଶୁଣ-ଚୁପ’ ନୀତି ଆପଣାଇ ଚାଲିଥିବା ! ଆମ ଆଖିଆଗରେ ଏସବୁ କଣ ଘଟି ଯାଉଛି, କଣ … Read More

କାହିଁକି ଗ୍ରୀନଲାଣ୍ଡ ଏତେ ଗୁରୁତ୍ବପୂର୍ଣ୍ଣ ?

BHUBANESWAR:  ଭେନେଜୁଏଲା ପରେ, ଇରାନକୁ ନେଇ ଚର୍ଚ୍ଚା… ଆଉ ଏବେ ଗ୍ରୀନଲାଣ୍ଡ । କେଉଁଠି ଏ ଗ୍ରୀନଲାଣ୍ଡ ? କାହିଁକି ଏବେ ଚର୍ଚ୍ଚାରେ ଗ୍ରୀନଲାଣ୍ଡ ? ଗ୍ରୀନଲାଣ୍ଡ ଉପରେ କାହାର ଲୋଲୁପ ନଜର ? ଗ୍ରୀନଲାଣ୍ଡ ଉପରୁ କାହା ଲୋଲୁପ ନଜରକୁ … Read More

କାହିଁକି ଆସାମ ପାଇଁ ପ୍ରିୟଙ୍କା… ?

BHUBANESWAR:  ଆସାମ… ଏଥର କାହା ପାଇଁ ହେବ ଆସାନ୍ ! ବିଜେପି କ୍ଷମତା ରିପିଟ୍ କରିବ ନା କଂଗ୍ରେସ କବଜାକୁ ଯିବ ଏହି ନର୍ଥ-ଇଷ୍ଟ ଷ୍ଟେଟ୍ ! ଗୁଆହାଟୀ ଗଡ଼କୁ ଫେରି ପାଇବ ତ କଂଗ୍ରେସ ! ବିଜେପିର ହିମନ୍ତ ବିଶ୍ବଶର୍ମାଙ୍କୁ … Read More

ହଜମ କରି ନପାରିଲେ, ବଦହଜମିରେ ମର…

BHUBANESWAR: ହଁ ଆଜ୍ଞା, ହଜମ କରିବାକୁ ଚେଷ୍ଟା କରନ୍ତୁ, କାରଣ ହଜମ କରିବାକୁ ଆପଣ ବାଧ୍ୟ । ଆଉ ଯଦି ହଜମ କରି ନପାରିବେ, ତେବେ ବଦହଜମିରେ ମରି ଯାଆନ୍ତୁ । ଆପଣଙ୍କ ଯୋଗୁଁ ଦୁନିଆ ଅଟକି ଯିବନି । କାରଣ, … Read More

ଅସତୀକୁ ସତୀତ୍ବ ଅଡୁଆ !

BHUBANESWAR: ହଁ ଆଜ୍ଞା, ସତୀତ୍ବର ପ୍ରମାଣ ଦେବାକୁ ରାମାୟଣର ସୀତା, ଅଗ୍ନି ପରୀକ୍ଷା ଦେଇଥିଲେ । ହେଲେ ଏବେର ରାଜନୀତିରେ ନା ଅଛି ସତ୍ୟତା ନା ସତୀତ୍ବ । ଅସତୀ କେମିତି ଯେ, ସତୀତ୍ବର ପରୀକ୍ଷା ଦେବ ! ଏହାର ଏକମାତ୍ର … Read More

ଉପରାଷ୍ଟ୍ରପତି ନିର୍ବାଚନରେ ହେବ କି କ୍ରସ୍ ଭୋଟିଂ !

BHUBANESWAE: ଆସନ୍ତା ୯ ତାରିଖ, ମଙ୍ଗଳବାର ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ହେଉଛି ନିର୍ବାଚନ । ବଳିଷ୍ଠ RSS ପୃଷ୍ଠଭୂମି ଥିବା ତଥା ବରିଷ୍ଠ ବିଜେପି ନେତା ସି. ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି … Read More

କେମିତି ହୁଏ ଉପରାଷ୍ଟ୍ରପତି ନିର୍ବାଚନ…

BHUBANESWAR:  ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ । ଏନଡିଏ ମେଣ୍ଟର ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନ ଏବଂ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ତରଫରୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି. ରାଧାକ୍ରିଷ୍ଣନ, ନାମାଙ୍କନ ଦାଖଲ କରି … Read More