ସେନା ଉପରେ ଫିଲ୍ମ କରିବା ପୂର୍ବରୁ ନେବାକୁ ପଡିବ ଏନଓସି: ପ୍ରତିରକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୈନ୍ୟ ବାହିନୀ ଉପରେ ଆଧାରିତ ଫିଲ୍ମ ଓ ୱେବସିରିଜ କରିବା ପୂର୍ବରୁ (ନୋ ଅବଜେକସନ୍ ସାର୍ଟିଫିକେଟ୍) ଏନଓସି ନେବାକୁ ପଡିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଫିଲ୍ମ ଏବଂ ୱେବସିରିଜରେ ସୁରକ୍ଷା ବାହିନୀକୁ ଭୁଲ୍ … Read More











