କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନରେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଦେଶରେ କରୋନାର କାୟା ଦିନକୁ ଦିନ ବଢୁଥିବା ବେଳେ ଏହାର କବଳରୁ ସାଧାରଣ ବ୍ୟକ୍ତିଙ୍କ ସମେତ ନେତା ମନ୍ତ୍ରୀ ମଧ୍ୟ ବାଦ୍ ପଡୁ ନାହାଁନ୍ତି । କିଛି ଦିନ ତଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଓ … Read More

କ୍ୟାପିଟାଲ ହସ୍ପିଟାଲରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜଧାନୀର କ୍ୟାପିଟାଲରୁ ହସ୍ପିଟାଲରୁ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରୁ ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ପୁଣି … Read More

ମୋଦୀଙ୍କ ଦାଢ଼ି ଏବଂ ରାହୁଲଙ୍କ କ୍ଲିନ୍‌ ସେଭ୍ ତାଙ୍କର ରାଜନୈତିକ ଚିନ୍ତାଧାରାର ପ୍ରତିଫଳନ

କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କଠାରୁ ଆରମ୍ଭ କରି ଆମେରିକାର ନେତା ବେଟୋ ଓ’ରକ୍ ପର୍ଯ୍ୟନ୍ତ ସେ ଦୁନିଆର ନେତାମାନଙ୍କ ବିଷୟରେ ଏକ ବିଶେଷ ବାର୍ତ୍ତା ଦେଉଛନ୍ତି କି ଦାଢ଼ି ସେଭ୍ କରିବେ କି ନାହିଁ । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧଳା … Read More

ଚୀନ୍‌କୁ ପାନେ ଦେବାକୁ ଉତ୍ତର ଲଦାଖରେ ଭାରୀ ଟ୍ୟାଙ୍କ, ସେନା ସଂଖ୍ୟା ମଧ୍ୟ ବୃଦ୍ଧି କଲା ଭାରତ

ପଡ଼ୋଶୀ ଚୀନ୍ ଏହାର ମନ୍ଦ କାର୍ଯ୍ୟକଳାପ ବନ୍ଦ କରିପାରୁନାହିଁ । କୂଟନୈତିକ ଏବଂ ସାମରିକ ସ୍ତରର ବୈଠକ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଛି, ଏହି ସମୟ ମଧ୍ୟରେ ଚୀନ୍ କ୍ରମାଗତ ଭାବରେ ସୀମା ନିକଟରେ ସେନା ବୃଦ୍ଧି କରୁଛି । … Read More

ପ୍ରକାଶ ପାଇଲା ଭୂମି ପୂଜନ ନିମନ୍ତ୍ରଣ ପତ୍ର

ଭୁବନେଶ୍ବର, (ଓଡିଶା ଟାଇମ୍) : ବୁଧବାର ଅଯୋଧ୍ୟାରେ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ବା ଶିଳାନ୍ୟାସ । ତେବେ ତା’ର ଦିନକ ପୂର୍ବରୁ ପ୍ରକାଶ ପାଇଛି ଅତିଥି ତାଲିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନ୍ଦିରର … Read More

ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) :  ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟାକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତିି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୩୦୭୩ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ … Read More

ଭୁବନେଶ୍ୱରରୁ ଆଜି ୮୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱରରୁ ଆଉ ୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୫ଟି କ୍ୱାରେଣ୍ଟାଇନ କେସ୍ ଥିବା ବେଳେ ୨୪ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ … Read More

ପାକିସ୍ତାନ – ତୁର୍କୀର ପୁଣି କାଶ୍ମୀର ରାଗ !

କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଶେଷ ହେବା ପରଠାରୁ ପାକିସ୍ତାନ ବିଶ୍ୱର ବିଭିନ୍ନ ଦେଶରୁ ସମର୍ଥନ ଲୋଡ଼ିଛି, କିନ୍ତୁ ତୁର୍କୀ ଏବଂ ମାଲେସିଆ ବ୍ୟତୀତ କୌଣସିଠାରୁ ସମର୍ଥନ ପାଇନାହିଁ । ପୁଣିଥରେ ପାକିସ୍ତାନ ତୁର୍କୀ ରାଷ୍ଟ୍ରପତି ରେଚେପ ତାଇପ ଏର୍ଡୋଙ୍କ ଉପରେ ଭରସା … Read More

କାଲିଠୁ ପୁଣି ଚାଲିବ ‘ମୋ ବସ୍’, ୮ଟି ରୁଟ୍‌ରେ କରିବ ଚଳାଚଳ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତାକାଲିଠାରୁ ୮ଟି ରୁଟରେ ମୋ ବସ୍ ଗଡ଼ିବ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ନନ୍ ଏସି ବସ୍ ଚାଲିବ । ୧୧, ୧୬,୧୮, ୨୦, ୨୩,୨୫,୨୭ ଓ ୩୩ ନମ୍ବର ରୁଟରେ ଗଡ଼ିବ … Read More

କଟକ ସହରରୁ ଆଉ ୮୭ କରୋନା ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) : କଟକ ସହରରୁ ଆଜି ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୭୯ଟି କ୍ୱାରେଣ୍ଟାଇନ୍ କେସ୍ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ … Read More