ବ୍ୟାନ୍‌ ହୁଅ ନଚେତ୍‌ ବିକ୍ରି ହୁଅ- ଆମେରିକାରେ କାର୍ଯ୍ୟ କରୁଥିବା ଚୀନ୍‌ର କମ୍ପାନୀମାନଙ୍କୁ ଟ୍ରମ୍ପ ଦୁଇଟି ବିକଳ୍ପ ଦେଇଛନ୍ତି

ବୈଷୟିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାଲିଥିବା ଆମେରିକା-ଚୀନ୍ ଯୁଦ୍ଧ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚୀନ୍ ଟେକ୍ କମ୍ପାନୀଗୁଡ଼ିକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ଟିକ୍‌ଟକ୍‌ ଉପରେ ଚୀନ୍‌ର ପ୍ରଭାବକୁ ଦୂର କରିବା ପାଇଁ … Read More

ଜିନ୍‌ପିଙ୍ଗ୍‌ ଭୟଭୀତ- କରୋନା ତଥ୍ୟ ପ୍ରଘଟ ହେବା ଭୟରେ ୱୁହାନ ଅଧିକାରୀଙ୍କ ପାସ୍‌ପୋର୍ଟ ରଦ୍ଦ କରୁଛି ଚୀନ୍‌

ୱୁହାନ ଜନ୍ମିତ କରୋନା ଭୂତାଣୁଦ୍ୱାରା ସମଗ୍ର ବିଶ୍ୱ ଅସୁବିଧାରେ ପଡ଼ିଛି, କିନ୍ତୁ ଏତିକିବେଳେ ମଧ୍ୟ ଚୀନ୍‌ ଏହି ଭୂତାଣୁର କାରଣ ଅନୁସନ୍ଧାନ କରିବାକୁ ଚାପ ପକାଇ ପାରିନଥିଲା। ଅନ୍ୟପକ୍ଷରେ, ଚୀନ୍ ଉପରେ ବିଶ୍ୱ ଚାପ ପ୍ରୟୋଗ କରିବାରେ ବିଫଳ ହୋଇଥିବାବେଳେ ଅନ୍ୟପକ୍ଷରେ … Read More

ଦାରିଙ୍ଗବାଡି ବିଡ଼ିଓ କୋରୋନା ପଜିଟିଭ ଚିହ୍ନଟ

କନ୍ଧମାଳ, (ଓଡିଶା ଟାଇମ୍) : କନ୍ଧମାଳ ଜିଲ୍ଲାରେ ଆଜି ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଦାରିଙ୍ଗବାଡି ବିଡ଼ିଓଙ୍କ ସମେତ ଜଣେ ଅଙ୍ଗନବାଡି କର୍ମୀ ଓ ୩ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରହିଛନ୍ତି। ବାକି ୧୫ ଜଣ … Read More

ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିଓ୍ବାରୀଙ୍କ ପରଲୋକ ଘଟିଛି । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେଲା ସେ କ୍ୟାନସର ରୋଗରେ ପୀଡିତ ହୋଇ ମେଡିକାଲରେ … Read More

ନୀଳଗିରିରେ ୬ ମାସର ଶିଶୁ ପୁତ୍ର କରୋନା ପଜିଟିଭ

ନୀଳଗିରି, (ଓଡିଶା ଟାଇମ୍) :ନୀଳଗିରି ଅଞ୍ଚଳରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ପ୍ରଶାସନର ମୁଣ୍ଡ ବିନ୍ଧା ପାଲଟିଛି। ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଅଞ୍ଚଳରେ ଏକ ୬ ମାସର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ଥିବା … Read More

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ କରାଯିବ । ଏସମ୍ପର୍କରେ ବିହାର ସରକାର କେନ୍ଦ୍ର ପାଖରେ ସୁପାରିଶ କରିଥିଲେ, ଯାହାକୁ ମାନି ନେଇଛନ୍ତି କେନ୍ଦ୍ର ସରକାର । ସିବିଆଇ ଯାଞ୍ଚ ଦାବି … Read More

ଅଗଷ୍ଟ ୭ ଓ ୮ଭବାନୀପାଟଣା ସହର ସଟଡ଼ାଉନ

ଭବାନୀପାଟଣା, (ଓଡିଶା ଟାଇମ୍) : କଳାହାଣ୍ଡି ଜିଲା ଭବାନୀପାଟଣାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ ଅଗଷ୍ଟ ୭ ଓ ୮ ତାରିଖ ଦୁଇଦିନ ଧରି ଭବାନୀପାଟଣା ସହରକୁ ସଡ୍ ଡାଉନ କରାଯାଇଛି ବୋଲି ବୁଧବାର … Read More

୨୯ ବର୍ଷ ପରେ ଅଯୋଧ୍ୟାରେ ମୋଦି; ପୂରା ହେଉଛି ରାମ ମନ୍ଦିର ନିର୍ମାଣ ସ୍ୱପ୍ନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ରାମ ମନ୍ଦିରର ଶିଳାନ୍ୟାସ ଲାଗି ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁହାଯାଉଛି ଯେ ମୋଦି ପ୍ରାୟ ୨୯ ବର୍ଷ ପରେ ରାମ ଜନ୍ମଭୁମିରେ ପାଦ ରଖିଛନ୍ତି । ଏହା ପୂର୍ବରୁ ୨୯ ବର୍ଷ ତଳେ … Read More

ରାଜ୍ୟରେ ଖୋଲିଲା ଯୋଗକେନ୍ଦ୍ର ଓ ଜିମ୍‌ ସେଣ୍ଟର

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠାରୁ ରାଜ୍ୟରେ ଖୋଲିଛି ଯୋଗକେନ୍ଦ୍ର ଏବଂ ଜିମ୍ ସେଣ୍ଟର। ମାର୍ଚ୍ଚ ମାସରେ କରୋନା ଲକ୍‌ଡାଉନ୍ ଆରମ୍ଭ ହେବା ପରଠୁ ସାରା ଦେଶରେ ବନ୍ଦ ଥିଲା ଯୋଗ ଓ ଜିମ୍ ସେଣ୍ଟର। ପ୍ରାୟ ୪ ମାସ ପରେ … Read More

କରୋନା ଯୋଦ୍ଧାଙ୍କ ପାଇଁ ଟ୍ବିନ୍‌ସିଟିରେ ଦୁଇ ମିନିଟ୍ ବନ୍ଦ ରହିବ ଟ୍ରାଫିକ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଟ୍ୱିନିସିଟିରେ ଦୁଇ ମିନିଟ ପାଇଁ ଟ୍ରାଫିକ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ୬ଟା ୨ମିନିଟ ଯାଏଁ ଟ୍ରାଫିକ ସେବା ବନ୍ଦ ରହିବା ନେଇ ସୂଚନା ମିଳିଛି । କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ ଓ … Read More