ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ, (ଓଡିଶା ଟାଇମ୍) :ବଲିଉଡ ଆକ୍ଟର ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିଛନ୍ତି । ତାପରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ତାଙ୍କର … Read More

ଚୀନ୍‌ର “ବିଭୀଷଣମାନେ” ସିସିପିକୁ ଅତି ନିର୍ମମ ଭାବରେ ନଷ୍ଟ କରିବାକୁ ଆଗେଇ ଆସିଛନ୍ତି

ଚୀନ୍ ନିଜର ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଏହା ପ୍ରତ୍ୟେକ ଥର ବିଫଳ ହେବାରେ ଲାଗିଛି । କାରଣ ଚୀନ୍‌ର ସ୍କଲାରମାନେ ଦେଶର ଭାବମୂର୍ତ୍ତି ନଷ୍ଟ କରିବାରେ ବ୍ୟସ୍ତ ଅଛନ୍ତି । ଚୀନ୍‌ର ଯେଉଁ ଅଧିକାରୀମାନେ ଅନ୍ୟ … Read More

କରୋନାରେ କଂଗ୍ରେସର ବରିଷ୍ଠ ନେତା ନନ୍ଦି ୟେଲାଇ ମୃତ

ହାଇଦ୍ରାବାଦ, (ଓଡିଶା ଟାଇମ୍): କରୋନା ସଂକ୍ରମଣରେ ଭେଟେରାନ୍ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ନନ୍ଦି ୟେଲାଇଙ୍କର ଶନିବାର ଦିନ ତେଲେଙ୍ଗାନାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି । ୬ ଥର ଲୋକସଭା ଏବଂ ୨ ଥର ରାଜ୍ୟସଭା ସଦସ୍ୟ ରହିଥିବା … Read More

ସୁଶାନ୍ତଙ୍କୁ ନ୍ୟାୟ ପାଇଁ ଆମେରିକାରେ ବି ଉଠିଲା ସ୍ୱର

ମୁମ୍ବାଇ, (ଓଡିଶା ଟାଇମ୍): #JusticeForSushantSinghRajput ଙ୍କ ନାମରେ ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ହାସଟ୍ୟାଗ୍ ଟେଣ୍ଡ୍ର କରି ଏହି ଦିବଙ୍ଗତ ଅଭିନେତାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି । ଖାଲି ଯେ ଭାରତ ନୁହେଁ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆମେରିକାରେ … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୪୪ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୫୪୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୦୨୪୧ରେ ପହଁଚିଛି । ଗଞ୍ଜାମ ଜିଲ୍ଲାରୁ ୫୬୦ ଜଣ ଆରୋଗ୍ୟ ଲାଭ କରିଥିବା … Read More

ଚୀନ୍ ଉପରେ କୋରିଆର ଅର୍ଥନୈତିକ କ୍ଷେପଣାସ୍ତ୍ର ମାଡ଼

୨୦୨୦ ବର୍ଷ ଚୀନ୍ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ । ପ୍ରଥମେ ସାରା ବିଶ୍ୱରେ କରୋନା ଭୂତାଣୁ ବିସ୍ତାର ହେତୁ ସେ ନିଜକୁ ସମସ୍ତ ଦେଶରୁ ସମାଲୋଚିତ କରିଥିଲେ, ତା’ପରେ ସେ ସୀମା ତଥା ଡିଜିଟାଲ କ୍ଷେତ୍ରରେ ମଧ୍ୟ ଭାରତରୁ … Read More

“ଭାରତ ସମଗ୍ର ବିଶ୍ୱର ଆଖି ଖୋଲିଛି” ୟୁରୋପର ବୁଦ୍ଧିଜୀବିଙ୍କ ଅହଂକାର ଦୂର କରିଥିବାରୁ ଭାରତକୁ ପ୍ରଶଂସା ମିଳୁଛି

କଥାରେ ଅଛି, ଯେଉଁମାନେ ନିଜକୁ ସାହାଯ୍ୟ କରନ୍ତି ସେମାନଙ୍କୁ ମଧ୍ୟ ଭଗବାନ ସାହାଯ୍ୟ କରନ୍ତି । ଭାରତ ବର୍ତ୍ତମାନ ଚୀନ୍ ବିରୋଧରେ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ହୋଇଛି । ଗାଲଭାନ ଉପତ୍ୟକାରେ ଚୀନ୍‌ର ଆକ୍ରମଣର ଉପଯୁକ୍ତ ଉତ୍ତର ଦେବା ପରେ ଭାରତ ଏହାର … Read More

ଭୁବନେଶ୍ୱରରୁ ଆଜି ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ … Read More

କୃତ୍ରିମ ବୁଦ୍ଧି କିମ୍ବା ରୋବୋଟିକ୍ସ ହେଉ, ସେନା ପ୍ରତ୍ୟେକ କ୍ଷେତ୍ରରେ ଚୀନ୍‌-ପାକିସ୍ତାନକୁ ପରାସ୍ତ କରିବାକୁ ପ୍ରସ୍ତୁତ

ଚୀନ୍ ସୀମାରେ ଉତ୍ତେଜନା ମଧ୍ୟରେ ଭାରତ ରାଫେଲ୍ ଯୁଦ୍ଧବିମାନ ପାଇଛି । ବର୍ତ୍ତମାନ ଭାରତୀୟ ସେନା କେବଳ ପାରମ୍ପାରିକ ଯୁଦ୍ଧ ପ୍ରଣାଳୀ ନୁହେଁ ଭବିଷ୍ୟତର ରଣନୀତି ଉପରେ ମଧ୍ୟ ଅଗ୍ରଗତି କରୁଛି । ଆଧୁନିକ କୌଶଳ ଉପରେ ସେନା ଅଧ୍ୟୟନ କରୁଛି … Read More

ରାଜ୍ୟରେ ଆଉ ଜଣେ ସାଂସଦଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ସାଂସଦ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଲକ୍ଷଣ ନଥାଇ ପରୀକ୍ଷା କରାଇଥିଲେ ସାଂସଦ ସୁରେଶ ପୂଜାରୀ । ତେବେ … Read More