ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) :କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ପ୍ରାୟ ୫ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କ୍ୟାବିନେଟ ବସିବ । ବୈଠକ ସମ୍ପର୍କରେ ବିଧିବଦ୍ଧ ସୂଚନା ମିଳିନଥିବା ବେଳେ … Read More

ଆସୁଛି ଆଉ ଏକ ଲଘୁଚାପ, ବଢିବ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ପାଣିପାଗ ବିଭାଗ କହିଛି, ଆସନ୍ତା ୧୩ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୩ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ । ଏହାର ପ୍ରଭାବ ପ୍ରାୟ ୨-୩ … Read More

ଆଜି ପ୍ରକାଶ ପାଇବ + ୨ ବିଜ୍ଞାନ ରେଜଲ୍ମ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ମ । ମଧ୍ୟାହ୍ନ ୧୨ଟା ୩୦ରେ CHSE ଅଫିସ୍‌ ରେଜଲ୍ମ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ www.orissaresults.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଜାଣିପାରିବେ । ଏଥିସହ ମୋବାଇଲ୍  ନମ୍ବର … Read More

ପେନ୍‌ସନ୍ ପାଇଁ ଆଧାର ଯାଂଚ ବାଧ୍ୟତାମୂଳକ କରିବା ଘଟଣାରେ ୧୧ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀ ଲାଭ ହରାଇ ପାରନ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍)): ଖାଦ୍ଯ ଅଧିକାର ଅଭିଯାନ ଓଡ଼ିଶା, ଯେଉଁମାନଙ୍କର ଆକାଂଉଟ “ଆଧାର ସହ ଯାଂଚ ହୋଇ ସଂଯୋଜିତ ହୋଇଛି” ଏବଂ ଯେଉଁମାନେ ପରିଚୟ ପ୍ରମାଣ ଭାବରେ ‘ଆଧାର କାର୍ଡ଼’ ଦେଖାଇ ପାରିବେ ସେମାନଙ୍କ ପାଇଁ ପେନ୍‌ସନ୍ ଦେୟ ଉପଲବ୍‌ଧ ହେବ … Read More

ଗୁଗୁଲ୍ ଲଞ୍ଚ କଲା ସର୍ଚ୍ଚ କାର୍ଡ ଫିଚର, ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତରେ ଗୁଗୁଲ୍ ପକ୍ଷରୁ ପିପୁଲ୍ କାର୍ଡ୍ସ ଫିଚର୍ସର ସୁବିଧା ଆରମ୍ଭ କରାଯାଇଛି । ଯାହା ୟୁଜର୍ସଙ୍କୁ ପ୍ଲାଟଫର୍ମରେ ନିଜର ଭର୍ଚୁଆଲ୍ ଭିଜିଟିଂ କାର୍ଡ ବନାଇବାରେ ସାହାର୍ଯ୍ୟ କରିବ । ପିପୁଲ୍ କାର୍ଡ୍ସ ଫିଚର ସେହି ବ୍ୟକ୍ତିଙ୍କୁ ଖୋଜିବାରେ … Read More

ଭଲ ଖବର, ସୁସ୍ଥ ହେଲେ ଆଉ ୧୭୮୫ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୮୦୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ … Read More

ଚୀନ୍‌ରେ ନିର୍ମିତ ସାମଗ୍ରୀ ମହଙ୍ଗା ହେବ, ଭାରତୀୟ ଇଲେକ୍ଟ୍ରୋନିକ୍ସ ବଜାରରୁ ଚୀନ୍‌ର ଏକଚାଟିଆ କାରବାର ସମାପ୍ତ

ଭାରତ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା କେବଳ ଚୀନ୍‌ର ଆର୍ଥିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ ନାହିଁ, ବରଂ ଭାରତୀୟ ବଜାରରେ ସମାନ ପ୍ରତିଯୋଗିତାର ପରିବେଶ ମଧ୍ୟ ସୃଷ୍ଟି କରିବ । ଅଦ୍ୟାବଧି, କ୍ୟାମେରା, ବସ୍ତ୍ର, ଆଲୁମିନିୟମ ସାମଗ୍ରୀ … Read More

କ୍ୱାଡ ପରେ ଭାରତ ବର୍ତ୍ତମାନ ରୁଷ ଏବଂ ଜାପାନ ସହିତ ଏକ ନୂତନ ମିଳିତ ମଞ୍ଚରେ ଚୀନ୍‌କୁ ବୁଦ୍ଧି ଶିଖାଇବ

କରୋନା ପରେ ଭାରତ ଭାରତ-ପ୍ରଶାନ୍ତ ମହାସାଗରରେ ରୁଷର ଅନ୍ତର୍ଭୂକ୍ତିକୁ ନେଇ ଆଲୋଚନା କରି ଏକ ଗୁରୁତ୍ୱପୂର୍ଣ୍ଣ ତଥା ବଡ଼ ଜିଓ-ଷ୍ଟ୍ରାଟେଜିକ୍ ପଦକ୍ଷେପ ଆରମ୍ଭ କରିଛି । ସମାନ କ୍ରମରେ, ଭାରତ ଏବଂ ରୁଷ ବର୍ତ୍ତମାନ ଜାପାନ ସହିତ ଏକ ତ୍ରିପାକ୍ଷିକ ଟ୍ରାକ … Read More

ଯାଜପୁରରେ ପୋଲିସ ଡିଜି ଅଭୟ, ଆଇନ ଶୃଙ୍ଖଳାର କଲେ ସମୀକ୍ଷା

ଯାଜପୁର , (ଓଡିଶା ଟାଇମ୍) :ଯାଜପୁରରେ ପୋଲିସ ଡିଜି ଅଭୟ । ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଁଚି ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି ଡିଜିପି । କରୋନା ସମୟରେ ଚାଲିଥିବା ଏନଫୋର୍ସମେଣ୍ଟ ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିଛନ୍ତି । କରୋନା … Read More

‘ଆମ ଦେଶରେ ଜାକିର ନାୟକଙ୍କ ପାଇଁ କୌଣସି ସ୍ଥାନ ନାହିଁ’- ମହାଥିର

ଭାରତ ଭୟ ହେତୁ ଜାକିରକୁ କୌଣସି ଦେଶ ଆଶ୍ରୟ ଦେବାକୁ ଚାହୁଁନାହାଁନ୍ତି ମାଲେସିଆ ମଧ୍ୟ ଜାକିରଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି    ଯେହେତୁ ମହାଥିର୍‌ ମହମ୍ମଦଙ୍କୁ କ୍ଷମତାର ହଟାଇ ଦିଆଯାଇଛି, ସେବେଠାରୁ ସେ ଏକ ଆତ୍ମବିଶ୍ୱାସର ଭାବନା ରଖିଛନ୍ତି । ବର୍ତ୍ତମାନ ସେମାନେ … Read More