ଆଜି ଜିଏସଟି ପରିଷଦର ୪୧ତମ ବୈଠକ; ଶସ୍ତା ହୋଇପାରେ ଏହିସବୁ ଜିନିଷ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୧ ତମ ଜିଏସଟି ପରିଷଦ ବୈଠକରେ ଆଜି ସକାଳ ୧୧ଟାରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଅର୍ଥମନ୍ତ୍ରୀ … Read More











