ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲରସ୍ ଉପ-ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍):  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରର ଜଣେ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରିଜ୍ ଏଣ୍ଡ ବଏଲସ୍ ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କ ଭୁବନେଶ୍ବର ସ୍ଥିତ ଘର ଏବଂ ଅଫିସରେ ବହିର୍ଭୂତ ସମ୍ପତ୍ତି … Read More

ରାଜ୍ୟରେ ୮ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍):  ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ରାଜ୍ୟରେ ଚିହ୍ନଟ ହେଲେ ୩୬୩୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍):  ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୪୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ … Read More

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ୱେବସାଇଟ୍ ଆକାଉଣ୍ଟ ହ୍ୟାକ୍‌, ସ୍ପଷ୍ଟ କଲା ଟ୍ୱିଟର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଗୁରୁବାର ଦିନ ସ୍ପଷ୍ଟ କରିଛି ଟ୍ୱିଟର । ଏପରିକି କୋଭିଡ-୧୯ ଲାଗି ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ କ୍ରିପ୍ଟୋକରେନ୍ସି ଜରିଆରେ ଦାନ କରିବା ପାଇଁ ହ୍ୟାକର … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ସର୍ବାଧିକ ୮୩,୮୮୩ ଆକ୍ରାନ୍ତ ଓ ୧୦୪୩ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୮ ଲକ୍ଷ ୫୩ ହଜାର ୪୦୭ରୁ ଅଧିକ ଟପିଛି। ଦେଶରେ କରୋନା ଜନିତ … Read More

‘ବିଗ୍ ବସ୍ ସିଜନ ୧୪’ରେ ନଜର ଆସିପାରନ୍ତି ବିବାଦୀୟ ରାଧେ ମା’!

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କଲର୍ସର ଲୋକପ୍ରିୟ ଶୋ’ ଚଳିତ ବର୍ଷ “ବିଗବସ୍‌’ର ଆଗାମୀ ସିଜିନରେ ନଜର ଆସିପାରନ୍ତି ବିବାଦୀୟ ରାଧେ ମା’ । ସୁତ୍ର ଅନୁଯାୟୀ, ଏହି ଶୋ’ରେ ଅନେକ କଣ୍ଟେଷ୍ଟେଣ୍ଟ ସାମିଲ ହେବା ନେଇ ଖବର ଆସୁଛି । ଯେଉଁଥିରେ … Read More

ବିଶ୍ୱର ତୃତୀୟ ବୃହତ୍ତମ ମୋବାଇଲ୍ କମ୍ପାନୀ ହୁଆୱେଇ ବନ୍ଦ ହେବ- ଏହାପରେ ସାଆଓମି, ଓପୋ ଏବଂ ଭିଭୋ !

୨୦୧୬ରେ ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଚୀନ୍‌ର “ବିପଜ୍ଜନକ” ବାଣିଜ୍ୟ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଲାଗିଲେ । ଏହି ବର୍ଷ ଆମେରିକା ଏବଂ ଚୀନ୍ ମଧ୍ୟରେ ଏକ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ଏହି … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଆଉ ୩୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୪,୦୭୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା … Read More

ପବଜି ସମେତ ୧୧୮ ଚୀନ ଆପକୁ ବ୍ୟାନ୍ କଲେ ଭାରତ ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତ ସରକାର ବୁଧବାର ଦିନ ପବଜି ମୋବାଇଲ୍ ସହିତ ୧୧୮ ଲୋକପ୍ରିୟ ଚାଇନିଜ ଆପକୁ ଦେଶରେ ବ୍ୟାନ୍ କରିଛନ୍ତି । ଆଇଟି ମନ୍ତ୍ରଣାଳୟର ସୂଚନାନୁଯାୟୀ, ପବଜି ବ୍ୟତିତ ବାଇଡୁ, ବାଇଡୁ ଏକ୍ସପ୍ରେସ୍ ଏଡିସନ୍‌, ଟେନସେଣ୍ଟ ୱାଚଲିଷ୍ଟ, ଫେସୟୁ, … Read More

ଭାରତ-ଚୀନ୍ ଟେନସନ: ଆମେରିକାର ବୟାନ, ବେଜିଂର ବାରମ୍ବାର ଆକ୍ରମଣକୁ ସାମ୍ନା କରିବୁ

ଭାରତ-ଚୀନ୍ ବିବାଦରେ ଆମେରିକା ପୁଣି ଥରେ ଭାରତକୁ ସମର୍ଥନ କରିଛି । ଆମେରିକା କହିଛି ଯେ ବେଜିଂ ତରଫରୁ କରାଯାଉଥିବା ବାରମ୍ବାର ଉତ୍ତେଜନାକୁ ସାମ୍ନା କରିବାର ଏକମାତ୍ର ଉପାୟ ହେଉଛି ଏହାର ମୁକାବିଲା କରିବା । ଏଲଏସିରେ ଚାଲିଥିବା କାର୍ଯ୍ୟକଳାପ ଉପରେ … Read More