ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ: ୨୦୦ କୋଟିର ପ୍ରକଳ୍ପ ଉଦ୍ଘାଟିତ, ୬୦୦ କୋଟିର ନୂଆ ପ୍ରକଳ୍ପ ପାଇଁ ଭିତ୍ତିଭୂମି
ଭୁବନେଶ୍ଵର, (ଓଟି): ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯାଜନାରେ ଉପଭୋକ୍ତାଙ୍କୁ ନୂଆ ସ୍ମାର୍ଟକାର୍ଡ଼ ପ୍ରଦାନ ପାଇଁ ବୁଧବାର ବଲାଙ୍ଗୀର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଟିଟିଲାଗଡ଼, ପାଟଣାଗଡ ଓ ବଲାଙ୍ଗୀର ଟାଉନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୭ଜଣ ମହିଳାଙ୍କୁ ଏହି ସ୍ମାର୍ଟକାର୍ଡ଼ … Read More











